ସଚ୍ଚିଦାନନ୍ଦ ମିଶ୍ର

ଉଇକିପିଡ଼ିଆ‌ରୁ
ସଚ୍ଚିଦାନନ୍ଦ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନସଚ୍ଚିଦାନନ୍ଦ ମିଶ୍ର
ମୃତ୍ୟୁଅଗଷ୍ଟ ୨୦୧୫[୧]
ବୃତ୍ତିଲେଖକ, ସମାଲୋଚକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିବଳଦେବ ରଥ ଅଧ୍ୟୟନ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪

ସଚ୍ଚିଦାନନ୍ଦ ମିଶ୍ର (ମୃତ୍ୟୁ: ୨୦୧୫) ଜଣେ ଓଡ଼ିଆ ଲେଖକ ଓ ସମାଲୋଚକ ଥିଲେ । ୧୯୮୪ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ବଳଦେବ ରଥ ଅଧ୍ୟୟନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରଚନାବଳୀ[ସମ୍ପାଦନା]

  • ବଳଦେବ ରଥ ଅଧ୍ୟୟନ (ପ୍ରବନ୍ଧ)

ପୁରସ୍କାର[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୨୦୧୫ ମସିହାର ଅଗଷ୍ଟ ମାସରେ ସେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Eminent Odia Literateur Shri Satchidananda Misra passes away". e-Odisha Samachar (in English). Archived from the original on 15 December 2018. Retrieved 30 March 2017.{{cite news}}: CS1 maint: unrecognized language (link)
  2. "୧୯୮୧, ୧୯୮୨, ୧୯୮୩ ମସିହାରେ ପ୍ରକାଶିତ ୧୯୮୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 22 January 2023.