ବିଜୟକୃଷ୍ଣ ମହାନ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search
ବିଜୟକୃଷ୍ଣ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୯୨୮
କୁଣ୍ଢେଇବେଣ୍ଟ ସାହି, ପୁରୀ
ଜାତୀୟତାଭାରତୀୟ
ଜୀବନସାଥିବ୍ରହ୍ମୋତ୍ରୀ ମହାନ୍ତି[୧]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବିଜୟକୃଷ୍ଣ ମହାନ୍ତି, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଓ ଡିଟେକ୍ଟିଭ ଉପନ୍ୟାସ ଲେଖକ ।[୨]

ବିଜୟକୃଷ୍ଣ, ୧୯୨୮ ମସିହାରେ ପୁରୀର କୁଣ୍ଢେଇବେଣ୍ଟ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ବ୍ରହ୍ମୋତ୍ରୀ ମହାନ୍ତି ମଧ୍ୟ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୩]

ରଚନାବଳୀ[ସମ୍ପାଦନା]

ଗଳ୍ପଗ୍ରନ୍ଥ[ସମ୍ପାଦନା]

  • ସ୍ୱରଭଙ୍ଗ
  • ତଥାପି[୪]
  • ପ୍ରଚକ୍ଷୁ
  • ମ୍ଲାନଜୋତ୍ସ୍ନା
  • ଦିଗବଳୟ
  • ନିଘଞ୍ଚ ଜତୁଗ୍ରହ
  • ତୃତୀୟ ନୟନ

ଡିଟେକ୍ଟିଭ ଉପନ୍ୟାସ[ସମ୍ପାଦନା]

  • ବିଜୟ ଡିଟେକ୍ଟିଭ ସିରିଜ୍

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ ମଧ୍ୟରେ( ପ୍ରଚକ୍ଷୁ ଗଳ୍ପଗ୍ରନ୍ଥ ପାଇଁ )[୫]


ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/writer-brahmotri-mohanty-passes-away/article496521.ece
  2. Indian Author. Authors Guild of India. 1983.
  3. http://indiatoday.intoday.in/story/more-and-more-authors-in-orissa-tie-the-knot-to-deal-with-increasing-literary-hardships/1/219505.html
  4. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 616–. ISBN 978-81-7201-798-9.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 4 October 2017.