ସୁଦର୍ଶନ ଆଚାର୍ଯ୍ୟ
Jump to navigation
Jump to search
ସୁଦର୍ଶନ ଆଚାର୍ଯ୍ୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ମଞ୍ଜୁଷା, ଆନ୍ଧ୍ର ପ୍ରଦେଶ | ୨୮ ଜାନୁଆରୀ ୧୯୩୯
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, ପିଏଚଡ଼ି |
ଶୈଳୀ | ସମାଲୋଚକ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ |
ସୁଦର୍ଶନ ଆଚାର୍ଯ୍ୟ(ଜନ୍ମ : ୨୮ ଜାନୁଆରୀ ୧୯୩୯), କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ।[୧] ଓଡ଼ିଆ ସାହିତ୍ୟରେ ଜଣେ ସମାଲୋଚକ, ଅନୁବାଦକ ଏବଂ ସମ୍ପାଦକ ଭାବରେ ତାଙ୍କର ଯୋଗଦାନ ରହିଛି ।[୨] ତାଙ୍କର ଏଯାବତ ୨୭ଟି ପୁସ୍ତକ ପ୍ରକାଶ ପାଇସାରିଛି ।[୩]
ସୁଦର୍ଶନ ଆଚାର୍ଯ୍ୟ, ୧୯୩୯ ମସିହାରେ ଆନ୍ଧ୍ର ପ୍ରଦେଶର ମଞ୍ଜୁଷାଠାରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୮ ମସିହାରୁ ସେ ସାହିତ୍ୟ ସମାଲୋଚନା ଦିଗରେ କାର୍ଯ୍ୟ କରୁଛନ୍ତି । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ ସେବା ନିବୃତ ହୋଇ ସାରିଛନ୍ତି ।[୪]
ରଚନବଳୀ[ସମ୍ପାଦନା]
- ସାହିତ୍ୟ ଓ ସାହିତ୍ୟିକା
- ସ୍ରଷ୍ଟା ଓ ସୃଷ୍ଟି
- ଓଡ଼ିଆ କାବ୍ୟ କୌଶଳ
- ଓଡ଼ିଶାର ଅସ୍ମିତା ସନ୍ଧାନ ଓ ଉପେନ୍ଦ୍ରଭଞ୍ଜ କାବ୍ୟାଲୋଚନା
- କଥା ସରିତ ସାଗର[୫]
- ନିଶାଗ୍ର
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୦୬ (କଥା ସରିତ ସାଗର ପାଇଁ)
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୦୬[୬]
- ଭାଷା ଭାରତୀ ସମ୍ମାନ - ୨୦୦୭(ନିଶାଗ୍ର ପାଇଁ)[୭]
ଆଧାର[ସମ୍ପାଦନା]
- ↑ http://sahitya-akademi.gov.in/sahitya-akademi/awards/anuvad_samman_suchi.jsp
- ↑ http://www.thehindu.com/todays-paper/tp-national/tp-otherstates/bar-association-fetes-akademi-award-winner/article1810969.ece
- ↑ http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=107
- ↑ Arun Ranjan Mishra (1 January 2006). Contemporary Sanskrit writings in Orissa. Pratibha Prakashan. ISBN 978-81-7702-115-8.
- ↑ "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୩୧- ନଭେମ୍ବର ୧୩ ପୃଷ୍ଠା ୭. Retrieved 2 November 2015.
- ↑ http://www.telegraphindia.com/1070830/asp/jharkhand/story_8251880.asp
- ↑ http://archive.deccanherald.com/DeccanHerald.com/Content/Sep292007/state2007092927906.asp