ବିଷ୍ଣୁ ସାହୁ
Appearance
ବିଷ୍ଣୁ ସାହୁ | |
---|---|
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୧] |
ବିଷ୍ଣୁ ସାହୁ, ଜଣେ ଓଡ଼ିଆ ଗାଳ୍ପିକ ।[୨] ୨୦୦୭ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଗୋଟିଏ ଗାଁର ଚିତ୍ରପଟ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୩] ସାହୁ, ଗଳ୍ପ ବ୍ୟତିତ କବିତା, ନାଟକ, ପ୍ରବନ୍ଧ ଓ ଶିଶୁସାହିତ୍ୟ ଆଦି ସାହିତ୍ୟର ଅନ୍ୟଧାରା ମାନଙ୍କରେ ମଧ୍ୟ ନିଜ ଲେଖନୀ ଚାଳନା କରିଛନ୍ତି ।[୪]
ରଚନାବଳୀ
[ସମ୍ପାଦନା]- କାହାଣୀ ଓ କାଠ ଚମ୍ପା
- ଜଣେ ସୌଦାରୀଙ୍କ ସମ୍ପର୍କରେ
- ଗୁଣୁଗୁଣୁ ଜହ୍ନରାତି ବିଷ୍ଣୁ ସାହୁ - ୧୯୯୯ (କାହାଣୀ)
- ଯେଉଁ ପୃଥିବୀ ମୁଁ ଛାଡିଯାଉଛି - ୨୦୦୫ (କାହାଣୀ)
- ପାରୁଲ୍ର ପ୍ରେମିକ - ୨୦୦୦ (ଅକ୍ଷର)
- ବିଷ୍ଣୁ ସାହୁଙ୍କ କଥା ଓ କାହାଣୀ - ୨୦୧୪ (କାହାଣୀ)
- ଚଂପା ବଣ (ବିଦ୍ୟାପୁରୀ)
- ଦୁଃଖର ଚାରିକାନ୍ତ- ୨୦୦୧ (ଫ୍ରେଣ୍ଡସ୍ ପବ୍ଲିଶର୍ସ)
- ଦେହାଗ୍ନି - ୨୦୧୫ (କାହାଣୀ)[୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୋଟିଏ ଗାଁର ଚିତ୍ରପଟ) - ୨୦୦୭[୬]
- ବିଷୁବ ପୁରସ୍କାର
- ସାହିତ୍ୟ ଭାରତୀ ସମ୍ମାନ
ଆଧାର
[ସମ୍ପାଦନା]- ↑ "Orissa Sahitya Akademi awards announced". thehindu.com. Retrieved 27 December 2018.
- ↑ Library of Congress Office, New Delhi (January 1995). Accessions List, South Asia. E.G. Smith for the U.S. Library of Congress Office, New Delhi.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on 23 September 2019. Retrieved 24 December 2018.
- ↑ "Am sure Odia short stories have not failed readers'". dailypioneer.com. Retrieved 27 December 2018.
- ↑ opac.nationallibrary.gov.in http://opac.nationallibrary.gov.in. Retrieved 27 December 2018.
{{cite web}}
: Missing or empty|title=
(help) - ↑ "Naveen stress on translation - 18 honoured with Orissa Sahitya Academy awards". telegraphindia.com. Retrieved 27 December 2018.