Jump to content

ସଂଯୁକ୍ତା ରାଉତ

ଉଇକିପିଡ଼ିଆ‌ରୁ
ସଂଯୁକ୍ତା ରାଉତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଯୁପକାଠର ପଶୁ (ଉପନ୍ୟାସ),
"ନିଜ ମୁହଁ ନିଜକୁ ଅଚିହ୍ନା"
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨

ସଂଯୁକ୍ତା ରାଉତ ଜଣେ ଓଡ଼ିଆ ଗାଳ୍ପିକା[] ଓ ଔପନ୍ୟାସିକା ।[] ସେ ତିନୋଟି କ୍ଷୁଦ୍ରଗଳ୍ପ ସଂକଳନ, ଚାରୋଟି ଉପନ୍ୟାସ ଓ ଗୋଟିଏ ଭ୍ରମଣ କାହାଣୀ ଲେଖିଛନ୍ତି । ତାଙ୍କର ଉପନ୍ୟାସ ଯୁପକାଠର ପଶୁ ନିମନ୍ତେ ସେ ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[][] ତାଙ୍କର ବିଭିନ୍ନ ଜଣାଶୁଣା ରଚନାବଳୀ ମଧ୍ୟରୁ ଯୁପକାଠର ପଶୁ (ଉପନ୍ୟାସ), ନିଜ ମୁହଁ ନିଜକୁ ଅଚିହ୍ନା,[] ଯେଉଁଠି ଆରମ୍ଭ ସେଇଠି ଶେଷ[], ନିବୁଜ ଘର[], ଅନ୍ଧଗଳି[], କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା[] ଆଦି ଅନ୍ୟତମ ।

ରଚନାବଳୀ

[ସମ୍ପାଦନା]
  • ଯୁପକାଠର ପଶୁ (ଉପନ୍ୟାସ)
  • ନିଜ ମୁହଁ ନିଜକୁ ଅଚିହ୍ନା[]
  • ଯେଉଁଠି ଆରମ୍ଭ ସେଇଠି ଶେଷ[]
  • ନିବୁଜ ଘର[]
  • ଅନ୍ଧଗଳି[]
  • କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା[]
  • ଗୋଟିଏ ବର୍ଷା ରାତିର ଅପେକ୍ଷାରେ
  1. "ଅଳକା ମହାନ୍ତିଙ୍କ ପୁସ୍ତକ ଭକ୍ତି ଅନୁଭୂତି ଇଶ୍ବରୀୟ ଚିନ୍ତା ଚେତନାର ପରିପ୍ରକାଶ". July 30, 2018. 30 July 2018. Retrieved 26 February 2019.
  2. Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 97–. ISBN 978-1-77199-167-4.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Akademi. Retrieved 26 February 2019.
  4. "୨୦୦୧-୦୨ ମସିହା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ଘୋଷିତ". Odisha.com. Retrieved 26 February 2019.
  5. 1 2 "ନିଜ ମୁହଁ ନିଜକୁ ଅଚିହ୍ନା". opac.nationallibrary.gov.in. National Library of India. Retrieved 26 February 2019.
  6. 1 2 "ଯେଉଁଠି ଆରମ୍ଭ ସେଇଠି ଶେଷ". opac.nationallibrary.gov.in. Retrieved 26 February 2019.
  7. 1 2 "ନିବୁଜ ଘର". opac.nationallibrary.gov.in. National Library of India. Retrieved 26 February 2019.
  8. 1 2 "ଅନ୍ଧଗଳି". opac.nationallibrary.gov.in. National Library of India. Retrieved 26 February 2019.
  9. 1 2 "କ୍ଷଣିକ ଉତ୍ତାପରୁ ଅନନ୍ତ ଶୀତଳତା". opac.nationallibrary.gov.in. National Library of India. Retrieved 26 February 2019.