ବିଭୂତି ପଟ୍ଟନାୟକ
ଦେଖଣା
ବିଭୂତି ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଡିଙ୍ଗେଶ୍ୱର, ଜଗତସିଂହପୁର | ୨୫ ଅକ୍ଟୋବର ୧୯୩୭
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ସମୟ | ବିଂଶ ଶତାବ୍ଦୀ |
ଶୈଳୀ | ଉପନ୍ଯାସ, କ୍ଷୁଦ୍ରଗଳ୍ପ |
ସାହିତ୍ୟ କୃତି | ଅଶ୍ୱମେଧର ଘୋଡ଼ା , ମହିଷାସୁରର ମୁହଁ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ |
ଜୀବନସାଥୀ | ସୁରପ୍ରଭା ପଟ୍ଟନାୟକ[୧] |
ବିଭୂତି ପଟ୍ଟନାୟକ (ଜନ୍ମ: ୨୫ ଅକ୍ଟୋବର ୧୯୩୭) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ସେ ଜଗତସିଂହପୁର ଜିଲ୍ଲାରେ ୨୫ ଅକ୍ଟୋବର ୧୯୩୭ ମସିହାରେ ଜନ୍ମ ଲାଭ କରିଥିଲେ । ତାଙ୍କର ୧୫୦ଟି ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ସମାଲୋଚନା ବହି ପ୍ରକାଶିତ ହୋଇସାରିଛି ।[୨] ୧୯୭୦-୧୯୯୫ ମସିହା ପର୍ଯ୍ୟନ୍ତ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରି, ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷାଦାନ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ଶେଷ ବସନ୍ତ
- ଅଭିମାନ
- ପରପୁରୁଷ
- ଓଦା ମାଟିର ସ୍ୱର୍ଗ
- ରଙ୍ଗନଟି
- ଚପଳ ଛନ୍ଦା
- ଉଜାଣି ଯମୁନା
- ଅଶ୍ୱମେଧର ଘୋଡ଼ା (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ)
- ପ୍ରେମିକା
- ବଧୂ ନିରୂପମା
- ନଷ୍ଟ ଚରିତ୍ର
- ନାୟିକାର ନାମ ଶ୍ରାବଣୀ
- ପାପପୁଣ୍ୟ
- ନଗରୀର ନିଳପରୀ
- ବନ୍ଦୀ ଯାଯାବର
- ମାୟାବୀ ହୃଦୟ
- ରାଣୀ ମହୁମାଛି
- ଶେଷ ଅଭିନୟ
- ଶେଷ ରାତ୍ରିର ସୂର୍ଯ୍ୟ
- ପ୍ରେମ ଓ ପୃଥିବୀ
- ଧୂଳିଘର
ଗଳ୍ପ[ସମ୍ପାଦନା]
ଭ୍ରମଣ କାହାଣୀ[ସମ୍ପାଦନା]
|
ସମାଲୋଚନା[ସମ୍ପାଦନା]
ପତ୍ରିକା ସମ୍ପାଦନା[ସମ୍ପାଦନା]
ଗ୍ରନ୍ଥ[ସମ୍ପାଦନା]
|
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ (ମହିଷାସୁରର ମୁହଁ ଗଳ୍ପ ପୁସ୍ତକ ପାଇଁ)[୪] [୫]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୬ (ସାମଗ୍ରୀକ କୃତି ପାଇଁ)[୬]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଅଶ୍ୱମେଧର ଘୋଡ଼ା ପାଇଁ) [୭]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୮]
- ଶାରଳା ପୁରସ୍କାର, ୧୯୯୯(ସାମଗ୍ରୀକ କୃତି ପାଇଁ)
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୭[୯]
- ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି), ୧୯୯୪
- ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୧୯୯୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଗୋବର୍ଦ୍ଧନରାମ ସାହିତ୍ୟ ପୁରସ୍କାର - ୨୦୨୧ (ଗୋବର୍ଦ୍ଧନରାମ ସ୍ମୃତି କମିଟି, ଗୁଜରାଟ ପ୍ରଦତ୍ତ)[୧୦]
ଆଧାର
[ସମ୍ପାଦନା]- ↑ ପକ୍ଷୀଘର ମହାପୂଜା ୨୦୧୩ରେ ବିଭୂତି ପଟ୍ଟନାୟକଙ୍କ ଲେଖା "ସୁନୀଲ୍ ଦା', ସାହିତ୍ୟ ଅକାଦେମି ଏବଂ ଶେଷ ରାତ୍ରିଭୋଜନ"
- ↑ Bibhuti Patnaik turns 71
- ↑ http://www.odisha.com/archives/23842
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12June 2021.
{{cite web}}
: Check date values in:|accessdate=
(help) - ↑ "ଆର୍କାଇଭ୍ କପି". Archived from the original on 2015-12-22. Retrieved 2015-12-18.
{{cite web}}
: Cite has empty unknown parameter:|1=
(help) - ↑ "ବିଭୂତି ପଟ୍ଟନାୟକଙ୍କୁ ମିଳିଲା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". ଧରିତ୍ରୀ. Retrieved 24 November 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 29 August 2016.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "Author honoured". telegraphindia.com. 2007. Retrieved 9 January 2013.
The Sahitya Bharati Samman for excellence in Oriya literature (2006-2007) would be presented to popular novelist Bibhuti Pattanaik (71) this year.
- ↑ "ନେମାଡ଼େ, ଚିତ୍ରା ଓ ବିଭୂତିଙ୍କୁ ଗୋବର୍ଦ୍ଧନରାମ ସାହିତ୍ୟ ପୁରସ୍କାର". No. ସମ୍ବାଦ ୧୫/୧୨/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 15 December 2022. Retrieved 15 December 2022.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବିଭୂତି ପଟ୍ଟନାୟକ
ବାବଦରେ ମାଧ୍ୟମ ରହିଛି ।