ଜ୍ୟୋତିର୍ମୟୀ ମହାନ୍ତି
ଜ୍ୟୋତିର୍ମୟୀ ମହାନ୍ତି | |
---|---|
ଜନ୍ମ | ଜ୍ୟୋତିର୍ମୟୀ ମହାନ୍ତି |
ଜାତୀୟତା | ![]() |
ଜଣାଶୁଣା | ସାହିତ୍ୟିକ |
Notable work | "ବିଜ୍ଞାନ ମୁଣି କହେ କାହାଣୀ" |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୧] |
ଜ୍ୟୋତିର୍ମୟୀ ମହାନ୍ତି ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଜନପ୍ରିୟ ବିଜ୍ଞାନ ସମ୍ବନ୍ଧିତ ଶିଶୁ ସାହିତ୍ୟ ପୁସ୍ତକ "ବିଜ୍ଞାନ ମୁଣି କହେ କାହାଣୀ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୧][୨]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Retrieved 17 August 2021.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |