ଫନୀ ମହାନ୍ତି
ଫନୀ ମହାନ୍ତି | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ଫକୀରପଡ଼ା, ଖୋର୍ଦ୍ଧା ଜିଲ୍ଲା | ୨୫ ଜାନୁଆରୀ ୧୯୪୪
ବୃତ୍ତି | କବି |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ମୃଗୟା ବିଶାଦଯୋଗ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଫନୀ ମହାନ୍ତି (ଜନ୍ମ ୨୫ ଜାନୁଆରୀ ୧୯୪୪)[୧] ମସିହାରେ ଜନ୍ମିତ ଜଣେ ଓଡ଼ିଆ କବି ।[୨][୩] ତାଙ୍କ କବିତା ସଂକଳନ ମୃଗୟା ପାଇଁ, ସେ ୨୦୦୯ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୪]
ରଚନାବଳୀ[ସମ୍ପାଦନା]
ଗତ ଚାରି ଦଶନ୍ଧିର ସାହିତ୍ୟିକ ଜୀବନ ଭିତରେ ସେ ବହୁ କବିତା ରଚନା କରିଯାଇଛନ୍ତି । କବିତା ବ୍ୟତିତ ସେ ବହୁ ଗବେଷଣାଧର୍ମୀ ପ୍ରବନ୍ଧ ମଧ୍ୟ ରଚନା କରିଛନ୍ତି ।[୫]ତାଙ୍କ ପ୍ରମୁଖ ରଚନାଗୁଡ଼ିକ ହେଲା
- ଅହଲ୍ୟା, ୧୯୯୬
- ମାୟା ଦର୍ପଣ, ୧୯୯୨
- ପ୍ରିୟତମା, ୧୯୯୧
- ରୁଚିର ନାଗର, ୧୯୯୦
- ସ୍ୱୟ ବଂର, ୧୯୮୧
- କାଳସର୍ପ, ୧୯୭୮ (କ୍ଷୁଦ୍ରଗଳ୍ପ)
- ମାନଚିତ୍ର, ୧୯୭୩
- ବିଷାଦ ଯୋଗ
- ରୁନୁ ପାଇଁ କବିତା
- ଲୋକଟିଏ
- ଦିନେ ଦିନେ
- ଅର୍ଦ୍ଧନାରୀଶ୍ୱର
- ରୁବି ପାଇଁ କେତୋଟି କବିତା
- ଦ୍ୱିତୀୟ ଇଶ୍ୱର
- ଚିତ୍ର ପ୍ରତିମା
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯[୬]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୫ (ବିଶାଦଯୋଗ)[୭]
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୭ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର, ୨୦୨୧ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ)
- ସଚ୍ଚି ରାଉତରାୟ କବିତା ସମ୍ମାନ, ୨୦୧୪ (୩୦ତମ ଭୁବନେଶ୍ୱର ପୁସ୍ତକମେଳା)
- ଗୋକର୍ଣ୍ଣିକା ସମ୍ମାନ
ଆଧାର[ସମ୍ପାଦନା]
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
- ↑ K. M. George (1992). Modern Indian Literature, an Anthology. Sahitya Akademi. pp. 316–. ISBN 978-81-7201-324-0. Retrieved 12 September 2012.
- ↑ S. N. Vikramraj Urs (1992). Commonwealth quarterly. S.N. Vikramraj Urs. Retrieved 12 September 2012.
- ↑ Editorial Board Pratiyogita Darpan (1 September 2010). General Knowledge Digest. Upkar Prakashan. pp. 158–. ISBN 978-81-7482-094-5. Retrieved 12 September 2012.
- ↑ Kanchan Chakraberti; Dinanath Pathy (1991). Tribal art, primitivism, and modern relevance. Working Artists Association of Orissa. Retrieved 12 September 2012.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 December 2016.