ନନ୍ଦକିଶୋର ସାମଲ
ନନ୍ଦକିଶୋର ସାମଲ | |
---|---|
ଜନ୍ମ | କୁଶୁପୁର, କଟକ | ୧୨ ଜୁନ ୧୯୨୫
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବୃତ୍ତି(s) | କବି ନାଟ୍ୟକାର ଶିଶୁ ସାହିତ୍ୟିକ |
Parent | ହରେକୃଷ୍ଣ ସାମଲ ପଦ୍ମାବତୀ ସାମଲ |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨ |
ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ ।[୨] ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]
ଜୀବନୀ[ସମ୍ପାଦନା]
ନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁଶୁପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।[୬]
ରଚନାବଳୀ[ସମ୍ପାଦନା]
- ମୋତେ ଯେତେବେଳେ ଦଶବରଷ
- ଆମ ଘର[୭]
ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 47–. ISBN 978-81-8450-151-3.
- ↑ Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ.
- ↑ Orissa Reference: Glimpses of Orissa. TechnoCAD Systems. 2001.
- ↑ "A-Z of Publisher Entries" (PDF). odishaculture.gov.in/. Culture Dept. Govt of Odisha. Retrieved 12 June 2020.
- ↑ Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
- ↑ "କୋଠ ଭୋଗଖିଆର କବି" (PDF). ଉତ୍କଳ ପ୍ରସାଙ୍ଗ (ଡିସେମ୍ବର ୨୦୧୩): ୨୯-୩୨. Retrieved 12 June 2020.
- ↑ "ODISHA SAHITYA ACADEMY AWARDED BOOKS AND WRITERS" (PDF). Odisha Reference Manual (2011): 92–99. Retrieved 12 June 2020.
- ↑ "ଆମ ଘରର କବି ନନ୍ଦକିଶୋର". www.samajalive.in/. ସମାଜ. Archived from the original on 12 June 2020. Retrieved 12 June 2020.