ନନ୍ଦକିଶୋର ସାମଲ

ଉଇକିପିଡ଼ିଆ ରୁ
Jump to navigation Jump to search
ନନ୍ଦକିଶୋର ସାମଲ
ଜନ୍ମ ଓ ଜନ୍ମସ୍ଥାନ (1925-06-12) ୧୨ ଜୁନ ୧୯୨୫ (ବୟସ ୯୫)
କୁଶୁପୁର, କଟକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବିକାକବି
ନାଟ୍ୟକାର
ଶିଶୁ ସାହିତ୍ୟିକ
ବାପା ବୋଉହରେକୃଷ୍ଣ ସାମଲ
ପଦ୍ମାବତୀ ସାମଲ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨

ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ ।[୨] ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]

ଜୀବନୀ[ସମ୍ପାଦନା]

ନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁଶୁପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।[୬]

ରଚନାବଳୀ[ସମ୍ପାଦନା]

  • ମୋତେ ଯେତେବେଳେ ଦଶବରଷ
  • ଆମ ଘର[୭]

ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨[୮]
  • ଗୋକର୍ଣ୍ଣିକା ସମ୍ମାନ
  • ଝୁମୁକା ପୁରସ୍କାର[୯]

ଆଧାର[ସମ୍ପାଦନା]

  1. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 47–. ISBN 978-81-8450-151-3.
  2. Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ.
  4. Orissa Reference: Glimpses of Orissa. TechnoCAD Systems. 2001.
  5. "A-Z of Publisher Entries" (PDF). odishaculture.gov.in/. Culture Dept. Govt of Odisha. Retrieved 12 June 2020.
  6. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  7. "କୋଠ ଭୋଗଖିଆର କବି" (PDF). ଉତ୍କଳ ପ୍ରସାଙ୍ଗ (ଡିସେମ୍ବର ୨୦୧୩): ୨୯-୩୨. Retrieved 12 June 2020.
  8. "ODISHA SAHITYA ACADEMY AWARDED BOOKS AND WRITERS" (PDF). Odisha Reference Manual (2011): 92–99. Retrieved 12 June 2020.
  9. "ଆମ ଘରର କବି ନନ୍ଦକିଶୋର". www.samajalive.in/. ସମାଜ. Archived from the original on 12 June 2020. Retrieved 12 June 2020.