ଅଚ୍ୟୁତାନନ୍ଦ ପତି
(ଅଚ୍ୟୁତାନନ୍ଦ ପତିରୁ ଲେଉଟି ଆସିଛି)
Jump to navigation
Jump to search
ଅଚ୍ୟୁତାନନ୍ଦ ପତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନରହରିପୁର, କୋଦଣ୍ଡପୁର, ଯାଜପୁର ଜିଲ୍ଲା | ୨୬ ଜୁନ ୧୯୨୭
ଭାଷା | ଓଡ଼ିଆ |
ସାହିତ୍ୟ କୃତି | 'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ ସିକ୍ତ ସୈକତ ଅଶୁଭ ପୁତ୍ରର କାହାଣୀ କାହାଣୀ ନୁହେଁ କାବ୍ୟ |
ପୁରସ୍କାର | ଶାରଳା ପୁରସ୍କାର, ୨୦୧୩ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨ |
ଅଚ୍ୟୁତାନନ୍ଦ ପତି (୨୬ ଜୁନ ୧୯୨୭)[୧] ଜଣେ ଓଡ଼ିଆ ସାହିତ୍ୟିକ ।[୨] ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀ ଓ କାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।[୩][୪][୫]
ରଚନାବଳୀ[ସମ୍ପାଦନା]
ଗଳ୍ପ[ସମ୍ପାଦନା]
- କାହାଣୀ ନୁହେଁ କାବ୍ୟ (୧୯୫୧)
- ଅଶୁଭ ପୁତ୍ରର କାହାଣୀ (୧୯୭୩)
- ଉଗ୍ରସେନ ଉବାଚ (୧୯୭୬)
- ସ୍ନାୟୁ ଓ ସନ୍ୟାସୀ (୧୯୮୧)
- ଚାରି ସଙ୍ଗାତ କଥା (୧୯୮୩)
- 'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ (୨୦୦୮)
- ସିକ୍ତ ସୈକତ
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୨[୬]
- ଶାରଳା ପୁରସ୍କାର, ୨୦୧୩[୭]
- ସାରଳା ସମ୍ମାନ, ୧୯୯୮
- ଝଙ୍କାର ପୁରସ୍କାର, ୧୯୮୪
ଆଧାର[ସମ୍ପାଦନା]
- ↑ "ମଣିଷକୁ ଭଲପାଇବାରେ ମୁଁ ତୃପ୍ତି ପାଏ". ଧରିତ୍ରୀ. Retrieved 12 December 2020.
- ↑ Nagendra (1988). Indian Literature. Prabhat Prakashan. pp. 498–.
- ↑ "34th Sarala award conferred on Achyutananda Pati". ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ. 27 October 2013. Cite has empty unknown parameter:
|coauthors=
(help) - ↑ "Achyutananda Pati gets Sarala Award". ଦି ପାଓନିଅର. 22 September 2013. Retrieved 30 October 2013.
- ↑ "Bhubaneswar: Achyutananda Pati recieves prestigious Sarala Award-2013". 27 October 2013. Retrieved 30 October 2013.
- ↑ http://orissa.gov.in/e-magazine/orissaannualreference/ORA-2011/pdf/100.pdf
- ↑ "Sarala Award Recipients". IMFA. Retrieved 3 March 2017.