ନାରୁ ମହାନ୍ତି

ଉଇକିପିଡ଼ିଆ‌ରୁ
ନାରୁ ମହାନ୍ତି
ଜନ୍ମ (1943-07-18) ୧୮ ଜୁଲାଇ ୧୯୪୩ (ବୟସ ୭୯)
ଜାତୀୟତାଭାରତୀୟ
Notable workପୂର୍ବାପର
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯

ନାରୁ ମହାନ୍ତି (ଜନ୍ମ : ୧୮ ଜୁଲାଇ ୧୯୪୩), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ।[୧] ସେ ୧୯୯୯ ମସିହାରେ ଉପନ୍ୟାସ "ପୂର୍ବାପର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ମହାନ୍ତି, ୧୯୪୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ବାଲିଆଠାରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ସରକାରୀ ଚାକିରି କରି ସେବାନିବୃତ ହୋଇସାରିଛନ୍ତି ।[୩]

ରଚନାବଳୀ[ସମ୍ପାଦନା]

  • ପୂର୍ବାପର
  • ଅନ୍ୟ ଗତି ନାହିଁ
  • ବିଘ୍ନିତ ଆରୋହଣ
  • ଗୋଟିଏ ଦୁଃଖର ଅନ୍ୟ ସହଯୋଗୀ ଭୂମିକା
  • ଗୃହଚକ୍ର ଅଙ୍ଗାରର ଆତ୍ମଲିପି
  • ଯେ ଯାହାର ପରିଧିରେ ଅଥବା ନଗେନ୍
  • ଓଭରବ୍ରିଜ
  • ପଙ୍ଗୁର ଆତ୍ମକଥା
  • ଦଳେଇ ଆଇଲେ ମୂଳରୁ - ୨୦୦୭(କଟକ ଷ୍ଟୁଡେଣ୍ଟସ ଷ୍ଟୋର)[୪]
  • ବାଟ ପାଉ ନଥିବା ଜଣେ ପ୍ରୋଢ଼ର ଦୁର୍ଦଶା
  • ଶୋଧ ଡମ୍ବରୁ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୯ (ପୂର୍ବାପର)[୫]
  • ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ - ୨୦୧୬[୬]

ଆଧାର[ସମ୍ପାଦନା]

  1. Indian Literature. Sahitya Akademi. 1992.
  2. Orissa reference: glimpses of Orissa. TechnoCAD Systems. 2001.
  3. G. S. Balarama Gupta (1976). The Journal of Indian Writing in English. G. S. Balarama Gupta.
  4. http://odishaculture.gov.in/pdf/bibliography/Odisha_Bibliography_Vol_7.pdf
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 October 2018.
  6. "ପୁସ୍ତକ ପଠନ ବିନା ଜ୍ଞାନର ବିକାଶ ଅସମ୍ଭବ". Retrieved 23 October 2018.