ଦେବେନ୍ଦ୍ର ଦାସ
ଦେଖଣା
ଦେବେନ୍ଦ୍ର ଦାସ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଦେବେନ୍ଦ୍ର ଦାସ |
| ବୃତ୍ତି | କବି |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ପଦୁଅଁ ପାପୁଲି |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩[୧] |
ଦେବେନ୍ଦ୍ର ଦାସ ଜଣେ ଓଡ଼ିଆ ଗୀତିକବି । ୨୦୧୩ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ପଦୁଅଁ ପାପୁଲି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨]
ରଚନାବଳୀ
[ସମ୍ପାଦନା]- ପଦୁଅଁ ପାପୁଲି (ଗୀତିକବିତା)[୩]
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "୨୦୧୦, ୨୦୧୧, ୨୦୧୨ ମସିହାରେ ପ୍ରକାଶିତ ୨୦୧୩ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର: ୯ଟି ବିଭାଗରେ". ପ୍ରତିନିଧି. ଭୁବନେଶ୍ୱର. 29 October 2017. Archived from the original on 27 July 2022. Retrieved 27 July 2022.
- ↑ "୨୦୧୩ ଓ ୧୪ ଲାଗି ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର". ସମ୍ବାଦ. ଭୁବନେଶ୍ୱର: smbad.in. 28 October 2017. Archived from the original on 27 July 2022. Retrieved 27 July 2022.
- ↑ "ଆଉ ଭାଗବଣ୍ଟା ହେବନି ସାହିତ୍ୟ ଏକାଡେମି ପୁରସ୍କାର ରାଶି". ସମ୍ବାଦ. ଭୁବନେଶ୍ୱର: smbad.in. 2 December 2017. Archived from the original on 27 July 2022. Retrieved 27 July 2022.