ରାଇଚରଣ ଦାସ
Appearance
ରାଇଚରଣ ଦାସ | |
---|---|
ବୃତ୍ତି | ପ୍ରାବନ୍ଧିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଏକବିଂଶ ଶତାବ୍ଦୀର ସାହିତ୍ୟ ଆଧୁନିକ ଅବବୋଧ |
ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୫) |
ରାଇଚରଣ ଦାସ ଜଣେ ଓଡ଼ିଆ ପ୍ରାବନ୍ଧିକ ତଥା ସାହିତ୍ୟିକ । ତାଙ୍କର ପୁସ୍ତକ “ଏକବିଂଶ ଶତାବ୍ଦୀର ସାହିତ୍ୟ” ପାଇଁ ସେ ୨୦୦୫ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୧] ରାଇଚରଣ ଦାସଙ୍କ ଲିଖିତ ବଣ୍ଡା ପର୍ବତର ଅଧିବାସୀ ନାମକ ପୁସ୍ତକରେ ବିଶିଷ୍ଟ ଭାଷାତତ୍ତ୍ୱବିତ୍ ଡଃ ଖଗେଶ୍ୱର ମହାପାତ୍ରଙ୍କର ‘ବଣ୍ଡା ଭାଷା’ ସମ୍ପର୍କିତ ଗବେଷଣାତ୍ମକ ପ୍ରବନ୍ଧ ସ୍ଥାନ ପାଇଛି ତଥା କୋରାପୁଟର ବଣ୍ଡା ଜନଜାତିଙ୍କ ସହିତ ଅନୁଭୂତିର ବିବରଣୀ ମଧ୍ୟ ରହିଛି ।[୨]
ରଚନାବଳୀ
[ସମ୍ପାଦନା]ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
---|---|---|
ଏକବିଂଶ ଶତାବ୍ଦୀର ସାହିତ୍ୟ[୩] | ଜ୍ଞାନଯୁଗ ପବ୍ଲିକେସନ୍ସ୍ | |
ଚେତନାର ଉନ୍ମେଶ ଉତ୍ତରଣ[୪] | ଅଗ୍ରଦୂତ | |
Festivals of Orissa (ଧୀରେନ୍ଦ୍ରନାଥ ପଟ୍ଟନାୟକଙ୍କ ସହିତ) [୫] | ୧୯୮୨ | ଓଡ଼ିଶା ସାହିତ୍ୟ ଏକାଡେମୀ |
ଚେତନାର ଉନ୍ମେଶ ଓ ବିକାଶ[୬] | ୧୯୮୩ | ଅଗ୍ରଦୂତ |
ବଣ୍ଡା ପର୍ବତର ଅଧିବାସୀ | ||
ଆଧୁନିକ ଅବବୋଧ | ୧୯୮୩ | ଓଡ଼ିଆ ଗବେଷଣା ପରିଷଦ (କଟକ) ପରିବେଶକ ପୁସ୍ତକ ଭଣ୍ଡାର (ବ୍ରହ୍ମପୁର) |
ବୈଜ୍ଞାନିକର ସମସ୍ୟା | ୧୯୬୬ | ମାକ୍ ବୁକ୍ସ୍ |
ସିରସ୍ତା ଓ ସରସୀ | ମାକ୍ ବୁକ୍ସ୍ | |
ଅଭ୍ୟୁଥାନ କଥା | ମାକ୍ ବୁକ୍ସ୍ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫ (“ଏକବିଂଶ ଶତାବ୍ଦୀର ସାହିତ୍ୟ” ପାଇଁ)
ଆଧାର
[ସମ୍ପାଦନା]- ↑ "Odisha Sahitya Akademi". odishasahityaakademi.org. Archived from the original on 2019-03-27. Retrieved 2019-02-21.
- ↑ http://odishasahityaakademi.org/pdf/book_2014.pdf
- ↑ http://odiabookbazar.com/index.php?route=product/product&product_id=2115
- ↑ http://vnautocollege.org/LibraryBooks.asp?pgno=1263
- ↑ https://books.google.co.in/books?id=a9PQAAAAMAAJ&redir_esc=y
- ↑ http://shodhganga.inflibnet.ac.in/bitstream/10603/202789/15/15_backmatter.pdf