ସଞ୍ଜୟ ହାତୀ
Appearance
ସଞ୍ଜୟ ହାତୀ | |
---|---|
ଜନ୍ମ | ସଞ୍ଜୟ କୁମାର ହାତୀ ୧୯୬୬ |
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫ |
ସଞ୍ଜୟ ହାତୀ (ଜନ୍ମ : ୧୯୬୬) ଜଣେ ଓଡ଼ିଆ ନାଟ୍ୟକାର । ସେ ନାଟକ ମଞ୍ଚମାୟା ପାଇଁ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ସଞ୍ଜୟ ରାଉରକେଲାରେ ଜନ୍ମଗ୍ରହଣ କରିଥିଲେ । ୧୯୯୧ ମସିହାରେ ସେ ନିଜର ପ୍ରଥମ ନାଟକ ଆସନ୍ନ ପ୍ରଭାତର ସ୍ୱପ୍ନ ଲେଖିଥିଲେ । ବୃତ୍ତିରେ ସେ ଜଣେ ଓଡ଼ିଆ ଅଧ୍ୟାପକ ।[୨] ସେ ସମୟ ହାତରେ ଡୋରି ଚଳଚ୍ଚିତ୍ରର କାହାଣୀ ମଧ୍ୟ ଲେଖିଥିଲେ ।
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ତୃତୀୟ ପୃଥିବୀ
- ପ୍ରତ୍ୟାଗତ
- ଗୁରୁଦକ୍ଷିଣା
- ଚିତ୍ରଲେଖା
- ସ୍ୱର୍ଗରେ ବବାଲ
- ମୃତ ସଞ୍ଜୟର ଇସ୍ତାହାର
- ଡାହା ମିଛି
- ଅଭିଶପ୍ତ ବେତାଳ
- ପୁନଶ୍ଚ ମୁକ୍ତି
- ଡ୍ରାମାବନ୍ଦ
- ଦେଶୀ ମେମ୍
- ଶତାବ୍ଦୀର ଆମ୍ବକଥା
- ମାୟାସୁରଭି
- ମଢ ଉପରେ ରାଜନୀତି
- କ୍ରେନ୍ ଗେନ୍ ଡଟ୍ କମ୍
- ମଞ୍ଚମାୟା
- ବିଜୁଳି ଚୂଲା
- ଅମରତ୍ନ
- ଶୁନ୍ୟତା
- ଅନ୍ୱେଷା
- ସାରେ ଜାହାଁସେ ଆଛା
- ବାଜି
- ପୁଣ୍ୟର ନଦୀ ତୀରେ
- ହାଇୱେ କୀଳା
- ମଡେଲ ଟୋଣ୍ଟି ଫାଷ୍ଟ
- ଶୀକାର
- ଧର୍ମଘଟ
- ପରିଣତି
- ଦଫା ୩୫୪
- ବେବିହ୍ନେଲ୍ ଭାଇରସ୍
ଯାତ୍ରାନାଟକ
[ସମ୍ପାଦନା]- ମୋଷ୍ଟ ୱାଣ୍ଟେଡ୍ କ୍ରାନ୍ତି ମିଶ୍ର
- ଭୁଲ୍ ରହିଗଲା କେଉଁଠି
ଚଳଚ୍ଚିତ୍ର
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫[୪]
ଆଧାର
[ସମ୍ପାଦନା]- ↑ "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
- ↑ "Teaching Staff". www.sgwc.edu.in. Sushiladevi Govt Women's College. Archived from the original on 12 August 2020. Retrieved 12 August 2020.
- ↑ "ପ୍ରଗତିବାଦୀ ସାକ୍ଷାତକାର". No. ପ୍ରଗତିବାଦୀ ୧୨/୦୮/୨୦୨୦ ପୃଷ୍ଠା ୩. ପ୍ରଗତିବାଦୀ. Archived from the original on 12 August 2020. Retrieved 12 August 2020.
- ↑ "Odisha Sahitya Akademi Award For 2015, 2016 Announced: Here's The List". kalingatv.com. kalinga tv. Archived from the original on 25 July 2020. Retrieved 25 July 2020.