ଭଗବାନ ଜୟସିଂହ

ଉଇକିପିଡ଼ିଆ‌ରୁ
ଭଗବାନ ଜୟସିଂହ
ଜନ୍ମ (1952-12-01) ୧ ଡିସେମ୍ବର ୧୯୫୨ (ବୟସ ୭୧)
ସଂପୁର, ବୋଲଗଡ଼, ଖୋର୍ଦ୍ଧା
ଜାତୀୟତାଭାରତୀୟ
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ,ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୬

ଭଗବାନ ଜୟସିଂହ (ଜନ୍ମ ୧ ଡିସେମ୍ବର ୧୯୫୨)[୧] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ସମାଲୋଚକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖନ୍ତି । ଓଡ଼ିଆରେ ତାଙ୍କର ୭ଟି ଓ ଇଂରାଜୀରେ ୫ଟି କବିତା ସଂକଳନ ପ୍ରକାଶ ପାଇଛି ।[୨] ବୃତ୍ତିରେ ସେ ଜଣେ ଶିକ୍ଷାବିତ ।[୩] ୨୦୧୬ ବର୍ଷ ପାଇଁ ସେ ନିଜ କବିତା ପୁସ୍ତକ ଫେରନ୍ତି ଘର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ନିର୍ବାସନର ପକ୍ଷୀ[୪]
  • ଘୋଷଯାତ୍ରା (କଟକ ଫ୍ରେଣ୍ଡସ୍ ପବ୍ଲିଶର୍ସ ୧୯୯୪)
  • ଓଲଟ ଦୃଶ୍ୟ (କଟକ ଆର୍ଯ୍ୟ ପ୍ରକାଶନ ୧୯୯୫)
  • ମାୟାଘେରରେ କାଳିଦାସ(ପୁରୀ ସତ୍ୟମ ପ୍ରକାଶନ ୨୦୦୨)
  • ଏଇ ଅଛି ଏଇ ନାହିଁ
  • ଲାଲ ଡଙ୍ଗା
  • ଫେରନ୍ତି ଘର (ବାଲେଶ୍ୱର: ଶ୍ରଦ୍ଧା ପବ୍ଲିକେଶନ୍, ୨୦୧୪)[୫]
  • The Dapples of Darkness[୬]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୬ (ଫେରନ୍ତି ଘର)[୭]
  • ଝଙ୍କାର ପୁରସ୍କାର (କବିତା), ୨୦୦୦[୮](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ସମ୍ମାନ)
  • ଗୋକର୍ଣ୍ଣିକା ସମ୍ମାନ
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୨୩ (ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)[୯]

ଆଧାର[ସମ୍ପାଦନା]

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 501–. ISBN 978-81-260-0873-5.
  2. Bhagaban Jayasingh (2 April 2019). The Dapples of Darkness. Black Eagle Books. ISBN 978-1-64560-004-6.
  3. The Literary Half-yearly. Mysore University, Department of Post-graduate Studies in English. 1986.
  4. Indian Literature. Sähitya Akademi. 1988.
  5. "E Catalogue". nationallibrary.gov.in. National Library of India. Retrieved 27 November 2019.
  6. "ସୃଜନ ସ୍ମୃତି". No. ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୭ - ଡିସେମ୍ବର ୧୦ ୨୦୧୯ ପୃଷ୍ଠା ୩. ଧରିତ୍ରୀ. Retrieved 27 November 2019.
  7. "ସୃଜନ ଆଳାପ". No. ଧରିତ୍ରୀ ୦୬/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଧରିତ୍ରୀ. Retrieved 6 August 2020.
  8. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  9. "ଶ୍ରୀନିବାସ ଉଦଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ". No. ସମ୍ବାଦ ୦୩/୦୩/୨୦୨୩ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 March 2023. Retrieved 3 March 2023.