ଅରବିନ୍ଦ ରାୟ

ଉଇକିପିଡ଼ିଆ ରୁ
Jump to navigation Jump to search
ଅରବିନ୍ଦ ରାୟ
ଜନ୍ମ ଓ ଜନ୍ମସ୍ଥାନ୧୯୬୪
ଜଗତସିଂହପୁର ଜିଲ୍ଲା
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନସ୍ୱାମୀ ବିବେକାନନ୍ଦ ମେମୋରିଆଲ ମହାବିଦ୍ୟାଳୟ, ଜଗତସିଂହପୁର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦
ଜୀବନ ସାଥିଲିଲି ଦାସ

ଅରବିନ୍ଦ ରାୟ (ଜନ୍ମ: ୧୯୬୪) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ।[୧] ୨୦୧୦ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ବାଟ ବସାଘର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[୨] କ୍ଷୁଦ୍ରଗଳ୍ପ ବ୍ୟତିତ ଉପନ୍ୟାସ ଓ ଶିଶୁ ସାହିତ୍ୟରେ ମଧ୍ୟ ସେ ନିଜ ଲେଖନୀ ଚାଳନା କରିଥାନ୍ତି । ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରୀ ଅଟନ୍ତି । ତାଙ୍କ ଧର୍ମପତ୍ନୀ "ଲିଲି ଦାସ" ମଧ୍ୟ ଜଣେ ସାହିତ୍ୟିକ ଅଟନ୍ତି ।[୩]

ରଚନାବଳୀ[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ବାଟ ବସାଘର
  • ଦି ପାଦ ପୃଥିବୀ
  • ଅନ୍ତରଙ୍ଗ ମଣିଷ
  • ଛାଇ ଲେଉଟାଣି
  • ବଢ଼ିଲା ନଈ- ୨୦୧୧ (ସାହିତ୍ୟ ଶ୍ୱେତପଦ୍ମା)

ଉପନ୍ୟାସ[ସମ୍ପାଦନା]

  • ଆକ୍ଟର - ୨୦୧୩ (ପଶ୍ଚିମା ପବ୍ଲିକେଶନସ୍)
  • ଚାଲ୍‌ ଫେରିଯିବା - ୨୦୦୬ (ଆନନ୍ଦ ପ୍ରକାଶନ, କଟକ)
  • ଗୋଲାମ ନଗରୀ ଘୋଡ଼ା

ଶିଶୁ ସାହିତ୍ୟ[ସମ୍ପାଦନା]

  • ଆମ ପିଲାଦିନ
  • ଅଟର ମଟର କଟର କେଁ

ଅନ୍ୟାନ୍ୟ[ସମ୍ପାଦନା]

  • ଭାରତୀୟ ଭାଷାର ପ୍ରଥମ ଆଧୁନିକ ଗଳ୍ପ
  • ଚିତ୍ର ଓ ଚରିତ୍ର
  • କଥା କାଳଜୟୀ
  • ଅନ୍ଧାର ଯେତିକି ଆଲୁଅ ସେତିକି - ୨୦୧୨ (କଟକ ଫ୍ରେଣ୍ଡସ୍ ପବ୍ଲିଶର୍ସ)
  • ଦିପାଦ ପୃଥିବୀ (ସହ ଲେଖକ: ଲିଲି ଦାସ) - ୧୯୯୫ (ଶ୍ରଦ୍ଧା ପ୍ରକାଶନ, କଟକ)
  • ଦୃଶ୍ୟ ବଦଳୁଛି - ୨୦୦୩ (ଅପୂର୍ବା)
  • ଗୋଲାମ ନଗର ଘୋଡ଼ା - ୨୦୧୦
  • ନଷ୍ଟାଲଜିଆ - ୨୦୧୧ (ମନୋଜ ପ୍ରକାଶନ)
  • ପବନର ଖେଳ - ୨୦୧୦ (ପଶ୍ଚିମା ପ୍ରକାଶନ)
  • ସାମନରେ ସକାଳ - ୨୦୧୧ (ପକ୍ଷୀଘର ପ୍ରକାଶନ)[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦[୫]
  • ସାହିତ୍ୟ ଏକାଡେମୀ ଯୁବ ପ୍ରତିଭା ପୁରସ୍କାର -୧୯୯୫-୯୬[୬]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର[୭]

ଆଧାର[ସମ୍ପାଦନା]

  1. "Sahitya Akademi awards presented". thehindu.com. Retrieved 21 December 2018.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.
  3. "More and more authors in Orissa tie the knot to deal with increasing literary hardships". indiatoday.in. Retrieved 21 December 2018.
  4. opac.nationallibrary.gov.in http://opac.nationallibrary.gov.in/cgi-bin/gw/chameleon?sessionid=2018122111030720206&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&search=KEYWORD&searchid=H2&sourcescreen=INITREQ&itempos=1&rootsearch=KEYWORD&pos=11&function=NEXTPAGE. Retrieved 21 December 2018. Missing or empty |title= (help)
  5. "State Sahitya Akademi awards announced Read more at: timesofindia.indiatimes.com/articleshow/17850379.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. Retrieved 21 December 2018.
  6. "List of 'Yuva Prativa' Award Winners". odishasahityaakademi.org. Retrieved 21 December 2018.
  7. "ଅରବିନ୍ଦ ରାୟ". odiasahitya.com. Retrieved 21 December 2018.