Jump to content

ଦେବେନ୍ଦ୍ର ଚୌଧୁରୀ

ଉଇକିପିଡ଼ିଆ‌ରୁ
ଦେବେନ୍ଦ୍ର ଚୌଧୁରୀ
ଜନ୍ମ ଓ ଜନ୍ମସ୍ଥାନଦେବେନ୍ଦ୍ର ଚୌଧୁରୀ
(1972-10-01) ୧ ଅକ୍ଟୋବର ୧୯୭୨ (ବୟସ ୫୧)
ବୃତ୍ତିଶିଶୁ ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚୁଇଁ ଚଢ଼େଇ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[]

ଦେବେନ୍ଦ୍ର ଚୌଧୁରୀ (ଜନ୍ମ: ୧ ଅକ୍ଟୋବର ୧୯୭୨) ଜଣେ ଓଡ଼ିଆ ଲେଖକ, ଯିଏକି ମୁଖ୍ୟତଃ ଶିଶୁ ସାହିତ୍ୟରେ ନିଜର ଲେଖନୀ ଚାଳନା କରନ୍ତି ।[] ସେ ଓଡ଼ିଆ ଭାଷାରେ ବିଭିନ୍ନ ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି ।[] ୨୦୧୬ ମସିହାରେ ତାଙ୍କୁ ତାଙ୍କର ଶିଶୁ ସାହିତ୍ୟ ପୁସ୍ତକ ଚୁଇଁ ଚଢ଼େଇ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[][]

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

ଦେବେନ୍ଦ୍ର ଚୌଧୁରୀ ୧୯୭୨ ମସିହାର ଅକ୍ଟୋର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଲାର ପିକରାଳିସ୍ଥିତ କପିଳ ମୁନି ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ ଶିକ୍ଷା ସମାପ୍ତ କରି କେନ୍ଦ୍ରାପଡ଼ା ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ ।

ରଚନାବଳୀ

[ସମ୍ପାଦନା]
  • ଚୁଇଁ ଚଢ଼େଇ (ଶିଶୁ ସାହିତ୍ୟ)[][]
  • ଚୁଟିଆ ମୂଷାର ଚାଲାକି
  1. "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
  3. Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
  4. Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.{{cite news}}: CS1 maint: unrecognized language (link)
  5. "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
  7. "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.{{cite news}}: CS1 maint: unrecognized language (link)