ନବକିଶୋର ରାଜ

ଉଇକିପିଡ଼ିଆ‌ରୁ

ନବକିଶୋର ରାଜ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଔପନାସିକ । ୨୦୧୨ ମସିହାରେ ତାଙ୍କର ଉପନ୍ୟାସ "ଛାୟା ପୁରୁଷ" ପାଇଁ ତାଙ୍କୁ ଏହି ଉପାଧି ମିଳିଥିଲା ।[୧][୨]

ରଚନାବଳୀ[ସମ୍ପାଦନା]

ତାଙ୍କର ଅନ୍ୟ ରଚନାଗୁଡ଼ିକ ହେଲା:

  • ଈଶ୍ୱର ଆଲ୍ଲା ତେରୋ ନାମ[୩]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୨]

ଆଧାର[ସମ୍ପାଦନା]

  1. "Odisha Sahitya Akademi". odishasahityaakademi.org. Retrieved 2019-02-19.
  2. ୨.୦ ୨.୧ "୨୦୧୧-୧୨ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର | ଓଡ଼ିଆ ସ୍ପଟ୍ ନି‌‍‌ୟୁଜ୍, odia spotnews| SAHITYA_ACADEMY AWARD | Odia News, Latest Odisha News, Odisha Breaking News, Odisha Headlines, Online Odia News Portal". news.kansult.in. Retrieved 2019-02-19.
  3. http://www.orissaculture.gov.in/pdf/bibliography/bib2000.pdf