ଗାୟତ୍ରୀ ମିଶ୍ର

ଉଇକିପିଡ଼ିଆ‌ରୁ
ଗାୟତ୍ରୀ ମିଶ୍ର
ଜନ୍ମ
ଗାୟତ୍ରୀ ମିଶ୍ର
ଜାତୀୟତା ଭାରତୀୟ
ଜଣାଶୁଣାସାହିତ୍ୟିକ
ଉଲ୍ଲେଖନୀୟ କାମ"ଏମିତି ଥିଲେ ଆମ ବାପୁଜୀ"[୧]
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୨]

ଗାୟତ୍ରୀ ମିଶ୍ର ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଶିଶୁ ସାହିତ୍ୟ ପୁସ୍ତକ "ଏମିତି ଥିଲେ ଆମ ବାପୁଜୀ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୮୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୨][୧]

ରଚନାବଳୀ[ସମ୍ପାଦନା]

  • "ଏମିତି ଥିଲେ ଆମ ବାପୁଜୀ" (୧୯୮୫, ଶିଶୁ ସାହିତ୍ୟ ପୁସ୍ତକ)[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Archived from the original on 17 January 2020. Retrieved 17 August 2021.{{cite web}}: CS1 maint: bot: original URL status unknown (link)
  2. ୨.୦ ୨.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.

Lua error in package.lua at line 80: module 'Module:Authority control/config' not found.