ଗାୟତ୍ରୀ ମିଶ୍ର
ଗାୟତ୍ରୀ ମିଶ୍ର | |
---|---|
ଜନ୍ମ | ଗାୟତ୍ରୀ ମିଶ୍ର |
ଜାତୀୟତା | ![]() |
ଜଣାଶୁଣା | ସାହିତ୍ୟିକ |
Notable work | "ଏମିତି ଥିଲେ ଆମ ବାପୁଜୀ"[୧] |
ପୁରସ୍କାର(ଗୁଡ଼ିକ) | ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୨] |
ଗାୟତ୍ରୀ ମିଶ୍ର ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଶିଶୁ ସାହିତ୍ୟ ପୁସ୍ତକ "ଏମିତି ଥିଲେ ଆମ ବାପୁଜୀ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୮୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୨][୧]
ରଚନାବଳୀ[ସମ୍ପାଦନା]
- "ଏମିତି ଥିଲେ ଆମ ବାପୁଜୀ" (୧୯୮୫, ଶିଶୁ ସାହିତ୍ୟ ପୁସ୍ତକ)[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Retrieved 17 August 2021.
- ↑ ୨.୦ ୨.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |