ଦେବ୍ରାଜ ଲେଙ୍କା
ଦେବ୍ରାଜ ଲେଙ୍କା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୩୮[୧] କୁଶପଙ୍ଗୀ, ବାଙ୍କୀ, କଟକ |
ବୃତ୍ତି | ଗାଳ୍ପିକ ଓ ଔପନ୍ୟାସିକ |
ଭାଷା | ଓଡ଼ିଆ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଦେବ୍ରାଜ ଲେଙ୍କା, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୨] ସେ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ପ୍ରକାଶିତ ପୁସ୍ତକ[ସମ୍ପାଦନା]
- ପ୍ରେମ ନଗରର ଅନେକ କଥା
- ଅନ୍ଧ ମୁହାଣୀ
- ପୃଥିବୀର ତରା
- ଗପ ମସିହା ୨୦୦୦
- ଯା'ରେ ଭାସି ଭାସି ଯା
- ଲାଗା ଚୁନରୀ ମେ ଦାଗ୍
- ଖେଳ
- ଦେବ୍ରାଜର ଅର୍କେଷ୍ଟ୍ରା (୧୯୭୫)
- ଗାଁ ଗାଁ ଆହା ଆହା
- ପାଉଁଶଗଦାର ସୁନାର ଧୂଳି
- ମୋ ଧନମାଳୀ
- ଜୋକର
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଗାଁ ଗାଁ ଆହା ଆହା)[୩][୪]
- ବିଶ୍ୱନାଥ ପଶାୟତ ଶତବାର୍ଷିକୀ ସମ୍ମାନ[୫]
- କା ସମ୍ମାନ - ୨୦୦୯[୬]
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର[୭]
- ଜେମା-ସାମନ୍ତ ସୃଜନୀ ପୁରସ୍କାର(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୮[୮]
- ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୭
ଆଧାର[ସମ୍ପାଦନା]
- ↑ Accessions List, India. January 1976.
- ↑ Books India. National Book Trust. 1973.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 October 2016.
- ↑ http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ Sarala Sahitya Sansad > About Us, accessdate: October 23, 2016
- ↑ http://www.thehindu.com/todays-paper/tp-national/tp-otherstates/ka-samman-conferred-on-eminent-writer-debaraj-lenka/article157668.ece
- ↑ "Poet Pratibha Satpathy to get Sahitya Bharati Samman". The Economic Times. Retrieved 23 October 2016.
- ↑ "ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଦିବସ". ସମ୍ବାଦ ୦୮/୦୫/୨୦୧୮ ପୃଷ୍ଠା ୧୧. Retrieved 8 May 2018.