ରାଧାମୋହନ ମହାପାତ୍ର

ଉଇକିପିଡ଼ିଆ‌ରୁ
ରାଧାମୋହନ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ (1944-02-03) ୩ ଫେବୃଆରୀ ୧୯୪୪ (ବୟସ ୮୦)
ଚର୍ଚ୍ଚିକା, ବାଙ୍କି, କଟକ, ଓଡ଼ିଶା
ବୃତ୍ତି
  • ଲେଖକ
  • ଔପନ୍ୟାସିକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ଇତିହାସ)
ସାହିତ୍ୟ କୃତିଭୂମିତୃଷ୍ଣା (ଉପନ୍ୟାସ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦
ଜୀବନସାଥୀପ୍ରତିଭା ମହାପାତ୍ର

ରାଧାମୋହନ ମହାପାତ୍ର ଜଣେ ଓଡ଼ିଆ ଲେଖକ ଓ ଔପନ୍ୟାସିକ । ସେ ୨୦୦୦ ମସିହାରେ ତାଙ୍କ ରଚିତ ଉପନ୍ୟାସ ଭୂମିତୃଷ୍ଣା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ଜୀବନୀ[ସମ୍ପାଦନା]

୧୯୪୪ ମସିହାର ଫେବୃଆରୀ ୩ ତାରିଖରେ ସେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଇତିହାସରେ ସ୍ନାତକୋତ୍ତର କରିବା ପରେ ଓଡ଼ିଶା ଅର୍ଥ ସେବା ସଂସ୍ଥାର ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ପ୍ରଥମ ପ୍ରଭାତ (୧୯୮୧)
  • ସତ୍ୟମ୍ ଏବ (୧୯୮୪)
  • ଝରେ ଶ୍ରାବଣ ଝୁରେ ଫଗୁଣ (୧୯୮୮)
  • ଜୀଅନ୍ତ ଶବ (୧୯୮୯)
  • ତମସା ତୀର୍ଥ (୧୯୯୩)
  • ଜଙ୍ଗଲର ଜମାନବନ୍ଦୀ (୧୯୯୪)
  • ବ୍ୟାଘ୍ର ନିନାଦ (୧୯୯୫)
  • ଅରଣ୍ୟ ଅତିଥି (୧୯୯୬)
  • ରକ୍ତର ରଙ୍ଗ (୧୯୯୭)
  • ଭୂମିତୃଷ୍ଣା (୨୦୦୦)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 April 2024.
  2. ମହାପାତ୍ର, ରାଧାନାଥ (1997). ରକ୍ତର ରଙ୍ଗ (in Oriya) (1 ed.). ଭୁବନେଶ୍ୱର: ପ୍ରତିଭାନୀ. p. ୧୧୫. Retrieved 3 April 2024.{{cite book}}: CS1 maint: unrecognized language (link)

ଅଧିକ ତଥ୍ୟ[ସମ୍ପାଦନା]