Jump to content

ଦାଶରଥି ଦାସ

ଉଇକିପିଡ଼ିଆ‌ରୁ
ଦାଶରଥି ଦାସ
ଜନ୍ମ ଓ ଜନ୍ମସ୍ଥାନ (1936-07-27) ୨୭ ଜୁଲାଇ ୧୯୩୬ (ବୟସ ୮୯)
ଅୟତପୁର, କେନ୍ଦ୍ରାପଡ଼ା
ବୃତ୍ତିଶିକ୍ଷାବିତ, ପ୍ରାବନ୍ଧିକ ଓ ସମାଲୋଚକ
ଭାଷାଓଡ଼ିଆ, ଇଂରାଜୀ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିବିଦଗ୍ଧ ମନଷା[]
ଚିହ୍ନା ମାଟି, ଅଚିହ୍ନା ଆକାଶ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ
ଶାରଳା ପୁରସ୍କାର
କେନ୍ଦ୍ରସାହିତ୍ୟ ଏକାଡେମୀ

ଦାଶରଥି ଦାସ (ଜନ୍ମ: ୨୭ ଜୁଲାଇ ୧୯୩୬), ଓଡ଼ିଆଇଂରାଜୀ ଭାଷାର ଜଣେ ଗାଳ୍ପିକ, ପ୍ରାବନ୍ଧିକ ତଥା ସମାଲୋଚକ ।[] ସେ କେନ୍ଦ୍ରାପଡ଼ା ଜିଲ୍ଲାର ଅୟତପୁରଠାରେ ୧୭ ଜୁଲାଇ ୧୯୩୬ରେ ଜନ୍ମଗ୍ରହଣ କରିଥିଲେ ।[] ସେ ରେଭେନ୍ସା ମହାବିଦ୍ୟାଳୟବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗ ଉପରେ ଆଧାରିତ ପ୍ରାୟ ଦଶରୁ ଉର୍ଦ୍ଧ ପୁସ୍ତକ ରଚନା କରିସାରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
ପୁସ୍ତକପ୍ରକାଶନ ବର୍ଷପ୍ରକାଶକକଥାବସ୍ତୁ
କବିସୂର୍ଯ୍ୟ ବଳଦେବ ରଥ[]୧୯୮୭ସାହିତ୍ୟ ଏକାଡେ଼ମୀକବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଓ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ
ବିଚିତ୍ର ହରିବଂଶ[]୧୯୮୧ପାଣିଗ୍ରାହୀଭଗବାନ କୃଷ୍ଣଙ୍କ ଲୀଳା ଉପରେ ପର୍ଯ୍ୟବସିତ ପୁସ୍ତକ
ମଧୁସୂଦନଙ୍କ ଶ୍ରେଷ୍ଠ କବିତା[]୧୯୯୪ଅଗ୍ରଦୂତମଧୁସୂଦନଙ୍କ କବିତା ସଙ୍କଳନ
ଚିହ୍ନା ମାଟି, ଅଚିହ୍ନା ଆକାଶ[]୧୯୮୭ଫ୍ରେଣ୍ଡସ୍ ପବ୍ଳିସରସ୍ସୀତାକାନ୍ତ ମହାପାତ୍ରଙ୍କ ରଚନା ଉପରେ ଆଲୋଚନାତ୍ମକ ପୁସ୍ତକ
ମୃତ୍ୟୁଲୋକରେ ଋତୁ ସପ୍ତମ[]୧୯୭୯ଅଗ୍ରଦୂତରମାକାନ୍ତ ରଥଙ୍କ କବିତା ବିଶ୍ଳେଷଣାତ୍ମକ ପୁସ୍ତକ
ବୃହତ ଗରୁଡ଼ ପୁରାଣ[୧୦]୧୯୬୪ଅରକ୍ଷିତ ଦାସହିନ୍ଦୁ ପୌରାଣିକ ଗ୍ରନ୍ଥ
କବିତା ନୁହଁ ମାନଚିତ୍ର [୧୧]୧୯୯୬ସଙ୍ଗମ ପବ୍ଳିକେଶନସ୍୧୮୭୬-୧୯୯୫ ମଧ୍ୟରେ ବିଭିନ୍ନ କବିଙ୍କ ଉପରେ ଆଲୋଚନାତ୍ମକ ପୁସ୍ତକ
ଐତିହ୍ୟ ଓ ଆଧୁନିକତା[୧୨]୨୦୦୮ଅଗ୍ରଦୂତବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ
କବିସୂର୍ଯ୍ୟ କାବ୍ୟବିଭା[୧୩]୧୯୭୮ଅଗ୍ରଦୂତ
ବିବିଧ ପ୍ରସ୍ତାବ[୧୪]୧୯୯୩ଫ୍ରେଣ୍ଡସ୍ ପବ୍ଳିସରସ୍ଓଡ଼ିଆ ସାହିତ୍ୟ ଉପରେ ଆଲୋଚନାତ୍ମକ ପୁସ୍ତକ
ବିଷ୍ଣୁ ଗର୍ଭ ପୁରାଣ[୧୫]୧୯୯୫ଦାଶରଥି ପୁସ୍ତକାଳୟ
ଆଧୁନିକ କାବ୍ୟ ଜିଜ୍ଞାସା: ଚିତ୍ରକଳ୍ପ[୧୬]୧୯୭୪ଅଗ୍ରଦୂତ
ବାମନ ପୁରାଣ[୧୭]୧୯୬୯ଦାଶରଥି ପୁସ୍ତକାଳୟବାମନ ହିନ୍ଦୁ ଦେବ ଅବତାର
କାବ୍ୟ ସମ୍ବାଦ[୧୮]୧୯୭୩ଫ୍ରେଣ୍ଡସ୍ ପବ୍ଳିସରସ୍ଓଡ଼ିଆଏବଂ ସଂସ୍କୃତ କାବ୍ୟ ମଧ୍ୟରେ ଏକ ଆଲୋଚନାଧର୍ମୀ ପୁସ୍ତକ
ବିଚିତ୍ର ଭାରତ[୧୯]୧୯୫୫
ବିବିଧ ସମାଲୋଚନା୧୯୮୨---
ନାନା ନିବନ୍ଧ୧୯୯୨---
ସାହିତ୍ୟ ବିବେକ୧୯୯୬---
ମହାପାତ୍ର ନୀଳମଣି ସାହୁଙ୍କ ଶ୍ରେଷ୍ଠ ଗଳ୍ପ[୨୦]୨୦୧୪ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ରଚନା ମଧ୍ୟରରୁ ନିର୍ବାଚିତ ଅଠରଟି ଗଳ୍ପ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "ଆର୍କାଇଭ୍ କପି". Archived from the original on 2021-04-16. Retrieved 2013-07-17. {{cite web}}: Cite has empty unknown parameter: |1= (help)
  2. http://www.orissadiary.com/news.asp?id=11932[permanent dead link]
  3. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 273–. ISBN 978-81-260-0873-5.
  4. "ଆର୍କାଇଭ୍ କପି". Archived from the original on 2015-09-11. Retrieved 2013-07-17. {{cite web}}: Cite has empty unknown parameter: |1= (help)
  5. Dasarathi Das (1987). Kavisurya Baladeva Rath. Sahitya Akademi. Retrieved 17 July 2013.
  6. Lokanātha Pāṇigrāhī; Acyutānanda Dāsa; Dasarathi Das (1981). Bicitra Haribaṃśa: Mahāpurusha Acyutānanda Dāsaṅka bhābānuyāẏī. Pāṇigrāhī. Retrieved 17 July 2013.
  7. Madhusūdana Rāta; Dasarathi Das (1994). Madhusūdana Rātaṅka śreshṭha kabitā. Agraduta. Retrieved 17 July 2013.
  8. Dasarathi Das (1987). Cihnā māṭi, acihnā ākāśa. Phreṇḍas Pabliśarsa. Retrieved 17 July 2013.
  9. Dasarathi Das (1979). Mr̥tyulokare r̥tu saptama. Agradūta. Retrieved 17 July 2013.
  10. Dasarathi Das (1964). Br̥hat Garuḍa purāṇa. Arakshita Dāsa. Retrieved 17 July 2013.
  11. Kabitāra nūā mānacitra. Saṅgama Pabḷikeśans. 1996. Retrieved 17 July 2013.
  12. Dasarathi Das (2008). Aitihya o ādhunikatā. Agradūta. Retrieved 17 July 2013.
  13. Dasarathi Das (1978). Kabisūryyakābyabibhā. Agradūta. Retrieved 17 July 2013.
  14. Dasarathi Das (1993). Bibidha prastāba. Phreṇḍs Pabliśarsa. Retrieved 17 July 2013.
  15. Caitanya Dāsa; Dasarathi Das (1956). Bishṇugarbha purāṇa. Dāśarathi Pustākalaẏa. Retrieved 17 July 2013.
  16. Dasarathi Das (1974). Ādhunika kābyajijñāsā: citrakalpa. Agradūta. Retrieved 17 July 2013.
  17. Dasarathi Das (1969). Bāmana purāṇa. Dāśarathī Pustakālaẏa. Retrieved 17 July 2013.
  18. Dasarathi Das (1973). Kābyasamvāda. Preṇḍas pabliśarsa. Retrieved 17 July 2013.
  19. Biśvambhara; Dasarathi Das (1955). Bicitra Bhārata. Dā. Dāsa. Retrieved 17 July 2013.
  20. ଦାସ, ଦାଶରଥି (2014). ମହାପାତ୍ର ନୀଳମଣି ସାହୁଙ୍କ ଶ୍ରେଷ୍ଠ ଗଳ୍ପ (ପ୍ରଥମ ed.). ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. vii. ISBN 812377123-1.
  21. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved ୧୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  22. "Four Odias get Sahitya Akademi Award". The Pioneer. 6 December 2018. Archived from the original on 18 October 2020. Retrieved 6 December 2018.
  23. http://orissa.gov.in/e-magazine/orissaannualreference/ORA-2011/pdf/100.pdf
  24. "ଆର୍କାଇଭ୍ କପି". Archived from the original on 2013-07-18. Retrieved 2013-07-17. {{cite web}}: Cite has empty unknown parameter: |1= (help)
  25. http://www.naxatranews.com/naxatra/detail.html?detail=5974[permanent dead link]
  26. http://www.hindu.com/2007/06/15/stories/2007061554030300.htm
  27. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2013-07-17. {{cite web}}: Cite has empty unknown parameter: |1= (help)
  28. "ଆର୍କାଇଭ୍ କପି". Archived from the original on 2013-02-08. Retrieved 2013-07-17. {{cite web}}: Cite has empty unknown parameter: |1= (help)
  29. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 12 June 2021.
  30. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  31. ବିଶୋଇ, ମମତା. "ସତ୍ ସମାଲୋଚକ ଦାଶରଥି ଦାସ". ସତ୍ୟବାଦୀ. Retrieved 1 September 2016.