କଳ୍ପନା କୁମାରୀ ଦେବୀ
ଦେଖଣା
କଳ୍ପନା କୁମାରୀ ଦେବୀ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୯୩୬ କଟକ, ଖଡ଼ିଅଣ୍ଟା[୧] |
| ମୃତ୍ୟୁ | ୨୮ ଅଗଷ୍ଟ ୨୦୧୭ କଲିକତା |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ସାହିତ୍ୟ କୃତି | ଅଚିହ୍ନା ବାସଭୂମି[୨] |
| ପୁରସ୍କାର | ସାହିତ୍ୟ ଏକାଡେମି ପୁରସ୍କାର |
| ଜୀବନସାଥୀ | କଣ୍ଡୁରୀ ଚରଣ ଦାସ [୩] |
| ସନ୍ତାନ | ସବର୍ଣ୍ଣୀ ଦାସ[୪] |
କଳ୍ପନା କୁମାରୀ ଦେବୀ (୧୯୩୬ - ୨୮ ଅଗଷ୍ଟ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକା ଥିଲେ । [୫] ସେ ପ୍ରାୟ ୨ଶହରୁ ଅଧିକ ଗଳ୍ପ ଓ ୧୦ଟି ଉପନ୍ୟାସ ରଚନା କରିଥିଲେ । ସମାଜ ଓ ସାମାଜିକ ବ୍ୟବସ୍ଥା ତାଙ୍କ ସାହିତ୍ୟରେ ବିଶେଷ ଭାବରେ ପ୍ରତିଫଳିତ ହେଉଥିଲା । [୬]
ପାରିବାରିକ ଜୀବନ
[ସମ୍ପାଦନା]କଳ୍ପନା କୁମାରୀ, ଓଡ଼ିଆ ଲେଖକ କଣ୍ଡୁରୀ ଚରଣ ଦାସଙ୍କୁ ୧୯୫୮ମସିହାରେ ବିବାହ କରିଥିଲେ । ସେବେଠାରୁ ସେ କଲିକତାରେ ରହିଆସୁଥିଲେ । ତାଙ୍କ ଝିଅ ସବର୍ଣ୍ଣୀ ଦାସ "ପ୍ରଥମା" ନାମକ ଏକ ବଙ୍ଗଳା ପତ୍ରିକାର ପ୍ରକାଶକ ଅଟନ୍ତି ।
ରଚନାବଳୀ
[ସମ୍ପାଦନା]୧୯୫୩ ମସିହାରେ କଳ୍ପନାଙ୍କର ପ୍ରଥମ ଗଳ୍ପ "ଆସନ୍ତାକାଲି" ପତ୍ରିକାରେ ପ୍ରକାଶ ପାଇଥିଲା ।
ଉପନ୍ୟାସ
[ସମ୍ପାଦନା]ଗଳ୍ପ ସଂକଳନ
[ସମ୍ପାଦନା]- ଛୋଟଗଳ୍ପ - ୧୯୫୮
- ଅନ୍ତରେ ଅନ୍ତରେ ଭଗବାନ - ୧୯୮୧[୧୧]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Orissa reference: glimpses of Orissa. TechnoCAD Systems. 2001.
- ↑ http://www.newindianexpress.com/states/odisha/article314658.ece%5B%5D
- ↑ "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-05-27.
{{cite web}}: Cite has empty unknown parameter:|1=(help) - ↑ http://www.telegraphindia.com/1140527/jsp/odisha/story_18385055.jsp#.U4Q653bRNeF
- ↑ Savitri Rout (1971). Women Pioneers in Oriya Literature: A Monograph. Manorama Rout.
- ↑ Contemporary Indian Literature. S.L. Shastry. 1973.
- ↑ http://www.telegraphindia.com/1120215/jsp/odisha/story_15136285.jsp#.U421j3by9Ls
- ↑ Indian Literature. Sahitya Akademi. 1958.
- ↑ The Indian P.E.N. P.E.N. All-India Centre. 1959.
- ↑ Odisha Reference Year Book 2014. B.K.Publications Pvt. Ltd. p. 756. ISBN 9789380422541.
- ↑ "କଥା ଝରକା" (ମାର୍ଚ୍ଚ ୨୦୧୮): ୩୬. Retrieved 19 March 2018.
{{cite journal}}:|first=missing|last=(help); Cite journal requires|journal=(help)[permanent dead link] - ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
- ↑ "ଆର୍କାଇଭ୍ କପି". Archived from the original on 2012-04-19. Retrieved 2014-06-03.
{{cite web}}: Cite has empty unknown parameter:|1=(help) - ↑ http://kadambini.org/pdf/Brochure_English.pdf