ପ୍ରଫୁଲ୍ଲ କୁମାର ମହାନ୍ତି
Appearance
ପ୍ରଫୁଲ୍ଲ କୁମାର ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ବ୍ରହ୍ମପୁର, ଗଞ୍ଜାମ | ୨୩ ଜୁଲାଇ ୧୯୩୯
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ପ୍ରଫୁଲ୍ଲ କୁମାର ମହାନ୍ତି (ଜନ୍ମ : ୨୩ ଜୁଲାଇ ୧୯୩୯) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ।[୧] ସେ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରବନ୍ଧ, ଅନୁବାଦ, ନାଟକ ଓ ଗଳ୍ପ ଆଦି ଲେଖିଥାନ୍ତି ।[୨] ତାଙ୍କର ପ୍ରାୟ ୧୪ଟି ପୁସ୍ତକ ପ୍ରକାଶ ପାଇସାରିଛି । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୩] ୧୯୯୭ରେ ସ୍ୱେଚ୍ଛାକୃତ ଅବସରପରେ ସେ ସାମ୍ବାଦିକତା ମଧ୍ୟ କରିଥିଲେ ।
ରଚନାବଳୀ
[ସମ୍ପାଦନା]
ସମାଲୋଚନା[ସମ୍ପାଦନା]
ନାଟକ[ସମ୍ପାଦନା]
ଗଳ୍ପ[ସମ୍ପାଦନା]
|
ଅନୁବାଦ[ସମ୍ପାଦନା]
ପ୍ରବନ୍ଧ[ସମ୍ପାଦନା]
ଶିକ୍ଷା ସମ୍ବନ୍ଧୀୟ[ସମ୍ପାଦନା]
|
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନରାରୀ ଫେଲୋସିପ - ୨୦୨୨[୬]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪ ('ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା' ପାଇଁ)[୭] [୮]
- ମାନସିଂହ ସମ୍ମାନ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)
- ସାରଳା ସମ୍ମାନ - ୨୦୨୧ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[୯]
- ଉପେନ୍ଦ୍ର ଭଞ୍ଜ ସମ୍ମାନ
- ଗୋଦାବରୀଶ ମିଶ୍ର ସମ୍ମାନ
- ମାନସିଂହ ସମ୍ମାନ
- ନାଟ୍ୟଶ୍ରୀ ସମ୍ମାନ[୧୦]
ଆଧାର
[ସମ୍ପାଦନା]- ↑ Nava Kishor Das (2012). Odisha. Seagull Books. ISBN 978-81-7046-293-4.
- ↑ Pratibha India. A. Sitesh. 2005.
- ↑ https://www.telegraphindia.com/1140109/jsp/odisha/story_17765033.jsp
- ↑ http://www.thehindu.com/2004/12/23/stories/2004122304631200.htm
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2021-09-22. Retrieved 2018-02-16.
{{cite web}}
: Cite has empty unknown parameter:|1=
(help) - ↑ "ପ୍ରଫୁଲ୍ଲ ମହାନ୍ତି କେନ୍ଦ୍ର ସାହିତ୍ୟ ଅକାଦେମୀର ଅନରାରୀ ଫେଲୋ ନିର୍ବାଚିତ". No. ସମ୍ବାଦ ୨୬/୦୫/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 26 May 2022. Retrieved 26 May 2022.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ Goa Akademi, Panaji (2008). Travel writing in India. Sahitya Akademi. ISBN 978-81-260-2598-5.
- ↑ "ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ପାଇବେ ସାରଳା ସମ୍ମାନ". No. ସମ୍ବାଦ ୧୯/୦୪/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 19 April 2022. Retrieved 19 April 2022.
- ↑ "ପ୍ରଫୁଲ୍ଲ ମହାନ୍ତି ପାଇବେ ଶାରଳା ସମ୍ମାନ". No. ଧରିତ୍ରୀ ୧୯/୦୪/୨୦୨୨ କଟକ ସଂସ୍କରଣ ପୃଷ୍ଠା ୧୦. ଧରିତ୍ରୀ. 19 April 2022. Archived from the original on 19 April 2022. Retrieved 19 April 2022.