ପ୍ରଫୁଲ୍ଲ କୁମାର ମହାନ୍ତି
Jump to navigation
Jump to search
ପ୍ରଫୁଲ୍ଲ କୁମାର ମହାନ୍ତି | |
---|---|
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ପ୍ରଫୁଲ୍ଲ କୁମାର ମହାନ୍ତି(ଜନ୍ମ : ୧୯୩୯) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ ।[୧] ସେ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରବନ୍ଧ, ଅନୁବାଦ, ନାଟକ ଓ ଗଳ୍ପ ଆଦି ଲେଖିଥାନ୍ତି ।[୨] ତାଙ୍କର ପ୍ରାୟ ୧୪ଟି ପୁସ୍ତକ ପ୍ରକାଶ ପାଇସାରିଛି । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୩] ୧୯୯୭ରେ ସ୍ୱେଚ୍ଛାକୃତ ଅବସରପରେ ସେ ସାମ୍ବାଦିକତା ମଧ୍ୟ କରିଥିଲେ ।
ରଚନବଳୀ[ସମ୍ପାଦନା]
ସମାଲୋଚନା[ସମ୍ପାଦନା]
- ଶତାବ୍ଦୀର ଶେଷ ଅଙ୍କରେ ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା[୪]
- ବିରହ ଓ ଅନ୍ୟ ବିଭବମାନେ
- କିଛି ଆକାଶ କିଛି ମାଟି
- ନିଦାଘରେ କବି
- The Joys of poetry
ନାଟକ[ସମ୍ପାଦନା]
- କଳା ଜହ୍ନ
- ମଲା ଆକାଶ
- ସରାଗ ସନ୍ୟାସୀ
ଗଳ୍ପ[ସମ୍ପାଦନା]
- ଶେଷ ଅପେକ୍ଷା
ଅନୁବାଦ[ସମ୍ପାଦନା]
- Wooden Horse(ମନୋରଞ୍ଜନ ଦାସଙ୍କ କାଠ ଘୋଡା ନାଟକର ଅନୁବାଦ)
- Quite flows the Mahanadi(ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗଳ୍ପମାନଙ୍କର ଅନୁବାଦ)
- End of Kichak(ଗଙ୍ଗାଧର ମେହେରଙ୍କ କିଚକ ବଦ୍ଧର ଅନୁବାଦ)
- History of Kannada Literatureର ଓଡ଼ିଆ ଅନୁବାଦ
ପ୍ରବନ୍ଧ[ସମ୍ପାଦନା]
- Religion, Democracy and Other Reflections
ଶିକ୍ଷା ସମ୍ବନ୍ଧୀୟ[ସମ୍ପାଦନା]
- Festivals of Orissa
- Communication Skill[୫]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୪(ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା ପାଇଁ)[୬]
ଆଧାର[ସମ୍ପାଦନା]
- ↑ Nava Kishor Das (2012). Odisha. Seagull Books. ISBN 978-81-7046-293-4.
- ↑ Pratibha India. A. Sitesh. 2005.
- ↑ https://www.telegraphindia.com/1140109/jsp/odisha/story_17765033.jsp
- ↑ http://www.thehindu.com/2004/12/23/stories/2004122304631200.htm
- ↑ http://magazines.odisha.gov.in/Orissareview/jan2005/englishPdf/Profulla_Mohanty.pdf
- ↑ Goa Akademi, Panaji (2008). Travel writing in India. Sahitya Akademi. ISBN 978-81-260-2598-5.