ଅଚ୍ୟୁତାନନ୍ଦ ପ‌ତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅଚ୍ୟୁତାନନ୍ଦ ପ‌ତି
ଜନ୍ମ ୨୬ ଜୁନ ୧୯୨୭ (1927-06-26) (୯୦ ବର୍ଷ)
ନରହରିପୁର, କୋଦଣ୍ଡପୁର, ଯାଜପୁର ଜିଲ୍ଲା
ଭାଷା ଓଡ଼ିଆ
ଆଞ୍ଚଳିକତା ଓଡ଼ିଆ
ସାହିତ୍ୟ କୃତିs 'ଚ'ରୁ ଚୈତନ୍ୟ
ସିକ୍ତ ସୈକତ
ଅଶୁଭ ପୁତ୍ରର କାହାଣୀ
କାହାଣୀ ନୁହେଁ କାବ୍ୟ
ପୁରସ୍କାର ଶାରଳା ପୁରସ୍କାର, ୨୦୧୩
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨

ଅଚ୍ୟୁତାନନ୍ଦ ପ‌ତି (୨୬ ଜୁନ ୧୯୨୭)[୧] ଜଣେ ଓଡ଼ିଆ ସାହିତ୍ୟିକ ।[୨] ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀକାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚ'ରୁ ଚୈତନ୍ୟ ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।[୩][୪][୫]

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩
  • ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨[୬]
  • ଶାରଳା ପୁରସ୍କାର, ୨୦୧୩[୭]
  • ସାରଳା ସମ୍ମାନ, ୧୯୯୮

ଆଧାର[ସମ୍ପାଦନା]

  1. "କଥା ଝରକା". କଥା 30 (8): 50. Retrieved 17 September 2017. 
  2. Nagendra (୧୯୮୮). Indian Literature. Prabhat Prakashan. pp. ୪୯୮–. 
  3. "34th Sarala award conferred on Achyutananda Pati". ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ. 27 October 2013. 
  4. "Achyutananda Pati gets Sarala Award". ଦି ପାଓନିଅର. 22 September 2013. http://www.dailypioneer.com/state-editions/bhubaneswar/achyutananda-pati-gets-sarala-award.html. Retrieved 30 October 2013. 
  5. "Bhubaneswar: Achyutananda Pati recieves prestigious Sarala Award-2013". 27 October 2013. http://www.mbctv.co.in/viewnews.php?news_id=28819. Retrieved 30 October 2013. 
  6. http://orissa.gov.in/e-magazine/orissaannualreference/ORA-2011/pdf/100.pdf
  7. "Sarala Award Recipients". IMFA. Retrieved 3 March 2017.