ଅଚ୍ୟୁତାନନ୍ଦ ପ‌ତି

ଉଇକିପିଡ଼ିଆ‌ରୁ
ଅଚ୍ୟୁତାନନ୍ଦ ପ‌ତି
ଜନ୍ମ ଓ ଜନ୍ମସ୍ଥାନ (1927-06-26) ୨୬ ଜୁନ ୧୯୨୭ (ବୟସ ୯୬)
ନରହରିପୁର, କୋଦଣ୍ଡପୁର, ଯାଜପୁର ଜିଲ୍ଲା
ଭାଷାଓଡ଼ିଆ
ସାହିତ୍ୟ କୃତି'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
ସିକ୍ତ ସୈକତ
ଅଶୁଭ ପୁତ୍ରର କାହାଣୀ
କାହାଣୀ ନୁହେଁ କାବ୍ୟ
ପୁରସ୍କାରଶାରଳା ପୁରସ୍କାର, ୨୦୧୩
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର, ୨୦୦୨

ଅଚ୍ୟୁତାନନ୍ଦ ପ‌ତି (୨୬ ଜୁନ ୧୯୨୭)[୧] ଜଣେ ଓଡ଼ିଆ ସାହିତ୍ୟିକ ।[୨] ଗଳ୍ପପୁସ୍ତକ ସିକ୍ତ ସୈକତ, ଅଶୁଭ ପୁତ୍ରର କାହାଣୀକାହାଣୀ ନୁହେଁ କାବ୍ୟ ଆଦି ତାଙ୍କର ଜନପ୍ରିୟ ସାହିତ୍ୟ କୃତି । ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ନିମନ୍ତେ ସେ ଅନେକ ପୁରସ୍କାରରେ ଭୂଷିତ । ୨୦୦୮ରେ ତାଙ୍କ ରଚିତ 'ଚା'ରୁ ଚୈତନ୍ୟ (ଗଳ୍ପ)ନିମନ୍ତେ ତାଙ୍କୁ ୨୦୧୩ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଛି ।[୩][୪][୫]

ରଚନାବଳୀ[ସମ୍ପାଦନା]

ଗଳ୍ପ[ସମ୍ପାଦନା]

  • କାହାଣୀ ନୁହେଁ କାବ୍ୟ (୧୯୫୧)
  • ଅଶୁଭ ପୁତ୍ରର କାହାଣୀ (୧୯୭୩)
  • ଉଗ୍ରସେନ ଉବାଚ (୧୯୭୬)
  • ସ୍ନାୟୁ ଓ ସନ୍ୟାସୀ (୧୯୮୧)
  • ଚାରି ସଙ୍ଗାତ କଥା (୧୯୮୩)
  • 'ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ (୨୦୦୮)
  • ସିକ୍ତ ସୈକତ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ମଣିଷକୁ ଭଲପାଇବାରେ ମୁଁ ତୃପ୍ତି ପାଏ". ଧରିତ୍ରୀ. Retrieved 12 December 2020.
  2. Nagendra (1988). Indian Literature. Prabhat Prakashan. pp. 498–.
  3. "34th Sarala award conferred on Achyutananda Pati". ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ. 27 October 2013. Archived from the original on 10 November 2013.
  4. "Achyutananda Pati gets Sarala Award". ଦି ପାଓନିଅର. 22 September 2013. Retrieved 30 October 2013.
  5. "Bhubaneswar: Achyutananda Pati recieves prestigious Sarala Award-2013". 27 October 2013. Retrieved 30 October 2013.
  6. http://orissa.gov.in/e-magazine/orissaannualreference/ORA-2011/pdf/100.pdf
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  8. "Sarala Award Recipients". IMFA. Retrieved 3 March 2017.
  9. "Jadunath Das Mahapatra Sahitya Samman for writer Pati". The New Indian Express. Retrieved 2 June 2021.