ଅନାଦି ଚରଣ ସାହୁ
ଅନାଦି ଚରଣ ସାହୁ | |
---|---|
ସାଂସଦ: ୧୩ଶ ଲୋକ ସଭା | |
କାର୍ଯ୍ୟକାଳ ୧୯୯୯ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଖଇରପଙ୍କା, ଗଞ୍ଜାମ | ୧ ଜୁଲାଇ ୧୯୪୦
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜେପି |
ଜୀବନ ସାଥୀ | ଉର୍ମିମାଳା ସାହୁ |
ବାପା/ବୋଉ | ପିତା: ମାଗତା ସାହୁ |
ଘର | ବ୍ରହ୍ମପୁର |
ବୃତ୍ତି | ରାଜନୀତିଜ୍ଞ, ପ୍ରଶାସକ ଏବଂ ଲେଖକ |
ଅନାଦି ଚରଣ ସାହୁ (ଜନ୍ମ: ୧ ଜୁଲାଇ ୧୯୪୦) ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ ତଥା ଲେଖକ । ସେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ବ୍ରହ୍ମପୁର ରୁ ୧୩ଶ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ । ସେ ଭାରତୀୟ ପୋଲିସ ସେବାର ଜଣେ ଅଫିସର ଥିଲେ ଏବଂ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ମଧ୍ୟ ପାଇଥିଲେ ।[୧][୨][୩][୪]
ସାହିତ୍ୟିକ କୃତି[ସମ୍ପାଦନା]
ଓଡ଼ିଆ ଭାଷାରେ ତାଙ୍କର କିଛି ସାହିତ୍ୟିକ କୃତି ହେଲା, ଜଙ୍ଗଲୀ ସହର, ଜରାସନ୍ଧ, ମାୟା, ତାଣ୍ଡବ, ମୁଣ୍ଡ ମେଖଳା । ତାଙ୍କରି ରଚିତ ଗଳ୍ପ ସଂକଲନ ହେଉଛି ପାଣ୍ଡୁର ବଳୟ, ଚକାଡ଼ୋଳା ଓ ନତଜାନୁ ।[୫]
ଆଧାର[ସମ୍ପାଦନା]
- ↑ "13th Lok Sabha Members Bioprofile". Lok Sabha. Retrieved 28 April 2022.
- ↑ "Orissa Parliamentary Constituencies". Elections.in. Retrieved 8 September 2020.
- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 28 April 2022.
- ↑ "Congress MP Anadi Charan Sahu meets Pramod Mahajan, visit causes initial flutters". India Today. Retrieved 28 April 2022.
- ↑ "Members : Lok Sabha". 164.100.47.194. Retrieved 28 April 2022.