ମୋହନ ନାୟକ
ମୋହନ ନାୟକ | |
---|---|
![]() | |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
In office ୧୯୭୪ – ୧୯୭୭ | |
ପର ଅଧିକାରୀ | ଘନଶ୍ୟାମ ବେହେରା |
ନିର୍ବାଚନ ମଣ୍ଡଳୀ | ଗୋପାଳପୁର |
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୬୭ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | ଦୁରା |
ସାଂସଦ: ୩ୟ ଲୋକ ସଭା | |
ଅଫିସରେ ୧୯୬୨ – ୧୯୬୭ | |
ନିର୍ବାଚନ ମଣ୍ଡଳୀ | ଭଞ୍ଜନଗର |
ସାଂସଦ: ୨ୟ ଲୋକ ସଭା | |
ଅଫିସରେ ୧୯୫୭ – ୧୯୬୨ | |
ନିର୍ବାଚନ ମଣ୍ଡଳୀ | ଗଞ୍ଜାମ |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୫୨ – ୧୯୫୭ | |
ପୂର୍ବ ଅଧିକାରୀ | ରାମ ଚନ୍ଦ୍ର ମିଶ୍ର |
ପର ଅଧିକାରୀ | ଦଣ୍ଡପାଣି ଦାସ, ଲିଙ୍ଗରାଜ ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଜୁନ ୧୯୨୧ |
ମୃତ୍ୟୁ | ୨୬ ସେପ୍ଟେମ୍ବର ୧୯୮୩ | (ବୟସ ୬୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଚନ୍ଦ୍ରମା ନାୟକ |
ବାପା/ମା' | ବିଜୁଳି ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମୋହନ ନାୟକ (ଜନ୍ମ: ୩ ଜୁନ ୧୯୨୧ - ୨୬ ସେପ୍ଟେମ୍ବର ୧୯୮୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଲୋକ ସଭାର ସାଂସଦ ଭାବରେ ୨ ଥର କାର୍ଯ୍ୟ କରିଥିଲେ । ୧୯୫୨ ବ୍ରହ୍ମପୁର ଉପ-ନିର୍ବାଚନ, ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର, ଦୁରା ଓ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୪ର୍ଥ, ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଓ ଭଞ୍ଜନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ୨ୟ ଓ ୩ୟ ଲୋକ ସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।
ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]
ମୋହନ ୧୯୨୧ ମସିହାର ଜୁନ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଜୁଳି ନାୟକ ଓ ପତ୍ନୀଙ୍କ ନାମ ଚନ୍ଦ୍ରମା ନାୟକ ।[୧]
ରାଜନୈତିକ ଜୀବନ[ସମ୍ପାଦନା]
ମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦ ଲୋକ ସଭାର ସାଂସଦ ଭାବରେ ୨ ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ବ୍ରହ୍ମପୁର | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଦୁରା | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୧ | ୧୯୭୩ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ଦୁରା | କଂଗ୍ରେସ (ଆର୍) |
୧୯୭୩ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ଗୋପାଳପୁର | ଭାରତୀୟ ଜାତୀୟ କଂଗ୍ରେସ |
ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୭ | ୧୯୬୨ | ସଭ୍ୟ, ୨ୟ ଲୋକ ସଭା | ଗଞ୍ଜାମ | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୨ | ୧୯୬୭ | ସଭ୍ୟ, ୩ୟ ଲୋକ ସଭା | ଭଞ୍ଜନଗର | ଭାରତୀୟ ଜାତୀୟ କଂଗ୍ରେସ |
ମୃତ୍ୟୁ[ସମ୍ପାଦନା]
ମୋହନ ୧୯୮୩ ମସିହାର ସେପ୍ଟେମ୍ବର ୨୬ ତାରିଖରେ ୬୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ "Shri Mohan Nayak". odishaassembly.nic.in. Odisha Assembly. Retrieved 5 January 2021.