ଶିଶିର ମିଶ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଶିଶିର ମିଶ୍ର
Sisir mishra.JPG
ଜନ୍ମ ଓ ଜନ୍ମସ୍ଥାନ ୧୯୪୨
ଓଡ଼ିଶା
ଜାତୀୟତା ଭାରତୀୟ
ପ୍ରସିଦ୍ଧି କଥାଚିତ୍ର ନିର୍ଦ୍ଦେଶନା
ପୁରସ୍କାର ଜୟଦେବ ପୁରସ୍କାର, ୨୦୦୫

ଶିଶିର ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଓ ହିନ୍ଦୀ କଥାଚିତ୍ର ନିର୍ଦ୍ଦେଶକ ଅଟନ୍ତି । ଓଡ଼ିଆ କଥାଚିତ୍ରକୁ ସାମଗ୍ରୀକ ଅବଦାନ ନିମନ୍ତେ ତାଙ୍କୁ ୨୦୦୫ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି ।[୧]

ଓଡ଼ିଆ କଥାଚିତ୍ରରେ ଭୂମିକା[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ସାବତ ମା ୨୦୦୩ ନିର୍ଦ୍ଦେଶକ, କାହାଣୀ, ସଂଳାପ, ପଟ୍ଟଲେଖା
ସୁନା ଭାଉଜ ୧୯୯୪ ନିର୍ଦ୍ଦେଶକ
ବସ୍ତ୍ର ହରଣ ୧୯୯୧ ନିର୍ଦ୍ଦେଶକ, କାହାଣୀ, ପଟ୍ଟଲେଖା
ଏଇ ଆମ ସଂସାର ୧୯୮୬ ନିର୍ଦ୍ଦେଶକ
ସମୟ ବଡ଼ ବଳବାନ ୧୯୮୫ ନିର୍ଦ୍ଦେଶକ, ଅଭିନେତା
ସୁବର୍ଣ୍ଣ ସୀତା ୧୯୮୩ ନିର୍ଦ୍ଦେଶକ
ସୁନା ସଂସାର ୧୯୭୭ ନିର୍ଦ୍ଦେଶକ, ପଟ୍ଟଲେଖା, ଅଭିନେତା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]