Jump to content

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ

ଉଇକିପିଡ଼ିଆ‌ରୁ

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଏକ ସାରସ୍ୱତ ସମ୍ମାନ[] ଯାହା ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ଏହା ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହା ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବିଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ନାମରେ ନାମିତ । ପୁରସ୍କାର ବିଜେତାଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଏ । ୧୯୯୩ରୁ ପ୍ରବର୍ତ୍ତିତ ଏହି ସମ୍ମାନର ପ୍ରଥମ ପ୍ରାପକ ହେଉଛନ୍ତି ଓଡ଼ିଆ କବି ରାଧାମୋହନ ଗଡ଼ନାୟକ ।[]

ପୁରସ୍କାରପ୍ରାପ୍ତ ସାହିତ୍ୟିକମାନଙ୍କର ତାଲିକା

[ସମ୍ପାଦନା]
ସାହିତ୍ୟିକଙ୍କ ନାମସମ୍ମାନ ବର୍ଷସୂଚନା
ରାଧାମୋହନ ଗଡ଼ନାୟକ୧୯୯୩
କୃଷ୍ଣଚନ୍ଦ୍ର ତ୍ରିପାଠୀ୧୯୯୪
ନଟବର ସାମନ୍ତରାୟ୧୯୯୫
ରାଜକିଶୋର ପଟ୍ଟନାୟକ୧୯୯୬
ଲକ୍ଷ୍ମୀଧର ନାୟକ୧୯୯୭
ଗୌରୀ କୁମାର ବ୍ରହ୍ମା୧୯୯୮
ନିତ୍ୟାନନ୍ଦ ମହାପାତ୍ର୧୯୯୯
ବିନୋଦଚନ୍ଦ୍ର ନାୟକ୨୦୦୦
ବସନ୍ତ କୁମାରୀ ପଟ୍ଟନାୟକ୨୦୦୧
ଅଚ୍ୟୁତାନନ୍ଦ ପ‌ତି୨୦୦୨
ଚିନ୍ତାମଣି ବେହେରା୨୦୦୩
ମନୋରଞ୍ଜନ ଦାସ୨୦୦୪
ଉମାଶଙ୍କର ପଣ୍ଡା୨୦୦୫
ସୁଦର୍ଶନ ଆଚାର୍ଯ୍ୟ୨୦୦୬
ମନୋଜ ଦାସ୨୦୦୭
ମହାପାତ୍ର ନୀଳମଣି ସାହୁ୨୦୦୮
ଦାଶରଥି ଦାସ୨୦୦୯
ଚନ୍ଦ୍ରଶେଖର ରଥ୨୦୧୦
ଗଗନେନ୍ଦ୍ର ନାଥ ଦାଶ୨୦୧୧
ବ୍ରଜନାଥ ରଥ୨୦୧୨
ଧନେଶ୍ୱର ମହାପାତ୍ର୨୦୧୩
ଶାନ୍ତନୁ କୁମାର ଆଚାର୍ଯ୍ୟ୨୦୧୪
ମଧୁସୂଦନ ପତି୨୦୧୫[]
ବିଭୂତି ପଟ୍ଟନାୟକ୨୦୧୬[]
ରବି ସିଂ୨୦୧୭[]
ରମାକାନ୍ତ ରଥ୨୦୧୮[]
ବୀଣାପାଣି ମହାନ୍ତି୨୦୧୯[]
ରାମଚନ୍ଦ୍ର ବେହେରା୨୦୨୦[]
ପ୍ରତିଭା ରାୟ ୨୦୨୧
ସୀତାକାନ୍ତ ମହାପାତ୍ର ୨୦୨୨
ଶ୍ରୀନିବାସ ଉଦ୍ଗାତା ୨୦୨୩
  1. Pratibha India. A. Sitesh. 1997.
  2. "ATIBADI JAGANNATH DAS AWARDS" (PDF). ଓଡ଼ିଶା ସରକାର. Retrieved 15 April 2014.
  3. https://www.telegraphindia.com/1150912/jsp/odisha/story_42185.jsp
  4. "Bibhuti Patnaik to receive Atibadi Jagannath Das Award". ଟାଇମ୍ସ ଅଫ ଇଣ୍ଡିଆ. Retrieved 9 September 2016.
  5. http://kalingatv.com/latestnews/renowned-poet-rabi-singh-receive-atibadi-jagannath-das-award-2017/
  6. "ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର". No. ସମ୍ବାଦ ୨୭/୦୭/୨୦୧୮ ପୃଷ୍ଠା ୯. Retrieved 27 July 2018.[permanent dead link]
  7. "ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର". No. ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. Retrieved 3 March 2020.
  8. "ରାମଚନ୍ଦ୍ର ପାଇବେ ଅତିବଡ଼ୀ ପୁରସ୍କାର". dharitriepaper.in. Retrieved 28 January 2021.

ଅଧିକ ତଥ୍ୟ

[ସମ୍ପାଦନା]