ତାରାପ୍ରସାଦ ଦାସ
ତାରାପ୍ରସାଦ ଦାସ | |
---|---|
ଜନ୍ମ | |
ନାଗରିକତା | ଭାରତୀୟ |
ଶିକ୍ଷା | ଏମବିବିଏସ, DOMS |
ପୁରାତନ ଛାତ୍ର | ସମ୍ବଲପୁର ବିଶ୍ୱବିଦ୍ୟାଳୟ କାନପୁର ବିଶ୍ୱବିଦ୍ୟାଳୟ |
ବୃତ୍ତି | Ophthalmologist |
ତାରାପ୍ରସାଦ ଦାସ(୧ ଅପ୍ରେଲ ୧୯୫୦) ଜଣେ ଭାରତୀୟ ଚକ୍ଷୁ ବିଶେଷଜ୍ଞ ଅଟନ୍ତି । ସେ retina ଓ vitreous membrane ରୋଗର ସେ ବିଶେଷଜ୍ଞ । ବର୍ତ୍ତମାନ ସେ ଏଲଭି ପ୍ରସାଦ ଚକ୍ଷୁ ଡାକ୍ତରଖାନାରେ ଉପ ସଭାପତି ଅଛନ୍ତି । ସନ ୟେଟ ସେନ ବିଶ୍ୱବିଦ୍ୟାଳୟ,(ଚୀନ)ରେ ଅଧ୍ୟାପକ ଥିଲେ ।[୧]
ତାରାପ୍ରସାଦ ଦାସ ୧୯୭୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ(ଏମବିବିଏସ) ଓ ୧୯୮୦ରେ କାନପୁର ବିଶ୍ୱବିଦ୍ୟାଳୟରୁ ମେଡିସିନ ଓ ସର୍ଜରୀରେ ଡିପ୍ଲୋମା ପାସ କରିଥିଲେ । [୧]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ରେଭେନ୍ସା ବିଶ୍ୱବିଦ୍ୟାଳୟରୁ Doctorate of science.
- ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ।[୨]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Taraprasad Das". L V Prasad Eye Institute. Retrieved 2014-01-18.
- ↑ "Three from Odisha get Padma honours". The Times Of India. 2013-01-26. Retrieved 2014-01-18.