Jump to content

ରମେଶ ପ୍ରସାଦ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ରମେଶ ପ୍ରସାଦ ପାଣିଗ୍ରାହୀ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସାହିତ୍ୟ ଭାରତୀ ସମ୍ମାନ
ୱେବସାଇଟ
rameshprasadpanigrahi.com

ରମେଶ ପ୍ରସାଦ ପାଣିଗ୍ରାହୀ (ଜନ୍ମ: ୧୯୪୪) ଜଣେ ଓଡ଼ିଆ ନାଟ୍ୟକାର, ଔପନ୍ୟାସିକ ଓ ସଂଳାପ ଲେଖକ ।[୧] ସେ ୧୯୮୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୨୦ ମସିହାରେ ସାହିତ୍ୟ ଭାରତୀ ସମ୍ମାନ[୨] ପାଇଥିଲେ ।

ରଚନାବଳୀ

[ସମ୍ପାଦନା]

ନାଟକ

  • ମହାନାଟକ
  • ବିନ୍ଦୁ ଓ ବଳୟ
  • ବେଦୀରୁ ସବାରୀ ଅନେକ ଦୂର
  • ପକା କମ୍ବଳ ପୋତ ଛତା
  • ତପସ୍ୟା
  • ତିମିର ତୃଷ୍ଣା
  • ମୁକ୍ତି ମଣ୍ଡପ[୩]
  • ମୁଁ ଆମ୍ଭେ ଆମ୍ଭେମାନେ[୪]
  • ପାଉଁଶ ତଳ ନିଆଁ - ୨୦୨୨ (ବର୍ଷା ପ୍ରକାଶନୀ)
  • ଶେଷ ପାହାଚ
  • ଆତ୍ମଲିପି
  • ହେ ପୃଥିବୀ ବିଦାୟ
  • ଶିଳାର ସ୍ୱପ୍ନ
  • ନଷ୍ଟ ଚନ୍ଦ୍ରର ଉପତ୍ୟକା
  • ଜଣେ ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ସମ୍ପର୍କରେ
  • ଧୃତରାଷ୍ଟ୍ରର ଆଖି

ଏକାଙ୍କିକା

  • ଉଡ଼ନ୍ତା ପାହାଡ଼ର ଦର୍ଜା(ସଂକଳନ)
  • ଗେଣ୍ଡା
  • ଅପ୍ରୀତିକର ନାଟକ
  • ବିଗତ ଭବିଷ୍ୟତ ଏବଂ ପୃଥିବୀ ଅନ୍ଧକାର ହେଲା
  • ଜୁଲି ଓ ଅଭିଜିତ ମାନଙ୍କ ପାଇଁ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୮୪[୫]
  • ସାହିତ୍ୟ ଭାରତୀ ସମ୍ମାନ - ୨୦୨୦[୬]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୩[୭]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
  • ଗୁରୁକୃପା ସମ୍ମାନ – ୨୦୨୨ (ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ପ୍ରଦତ୍ତ)[୮]
  1. ↑ "Literature: Drama". www.odisha.gov.in. ଓଡ଼ିଶା ସରକାର. Retrieved 3 March 2020.
  2. ↑ "ରମେଶ ପାଣିଗ୍ରାହୀଙ୍କୁ ମିଳିବ 'ସାହିତ୍ୟ ଭାରତୀ' ପୁରସ୍କାର". ଧରିତ୍ରୀ. No. ଭୁବନେଶ୍ୱର. ଧରିତ୍ରୀ. 3 March 2020. p. 5. Archived from the original on 4 March 2020. Retrieved 3 March 2020.
  3. ↑ "ପାଣିଗ୍ରାହୀ, ରମେଶ". nationallibrary.gov.in. National Library of India e-catelogue. Retrieved 3 March 2020.
  4. ↑ "ଶାରଳା ପୁରସ୍କାର ଚୟନରେ ପାତର ଅନ୍ତର !". dhaulitimes.com/. dhauli times. Retrieved 3 March 2020.[permanent dead link]
  5. ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 March 2020.
  6. ↑ "ନାଟ୍ୟକାର ରମେଶ ପାଣିଗ୍ରାହୀ ପାଇବେ ସାହିତ୍ୟ ଭାରତୀ ସମ୍ମାନ". sambad.in. sambad. Archived from the original on 4 March 2020. Retrieved 3 March 2020.
  7. ↑ "LIST OF Awards". rajdhanibookfair.com. Archived from the original on 7 July 2022. Retrieved 24 February 2021.
  8. ↑ "ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପାଇଲେ 'ଗୁରୁକୃପା ସମ୍ମାନ'". www.odishasambad.in. odisha sambad. Archived from the original on 13 December 2022. Retrieved 13 December 2022.

ଅଧିକ ତଥ୍ୟ

[ସମ୍ପାଦନା]