କୈଳାଶ ଚନ୍ଦ୍ର ମେହେର
ଦେଖଣା
ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର | |
|---|---|
| ଜନ୍ମ | ୨୨ ଜାନୁଆରୀ ୧୯୫୪ |
| ଶିକ୍ଷା | ସ୍ନାତକ (ଚିତ୍ରକଳା) |
| ଶିକ୍ଷାନୁଷ୍ଠାନ | ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ |
| ବୃତ୍ତି | ଚିତ୍ରଶିଳ୍ପୀ |
| ବୈବାହିକ-ସାଥୀ | ଲକ୍ଷ୍ମୀ ମେହେର |
| ସନ୍ତାନ | ପ୍ରକାଶ, ଜୟନ୍ତ |
କୈଳାଶ ଚନ୍ଦ୍ର ମେହେର (ଜନ୍ମ: ୧୯୫୪) ଜଣେ ଶିଳ୍ପୀ । ସେ ଟସର ନିର୍ମିତ ବସ୍ତ୍ର ଉପରେ ଫେବ୍ରିକ ରଙ୍ଗ ସାହାଯ୍ୟରେ ଚିତ୍ର ଅଙ୍କନ କରିଥାଆନ୍ତି ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Three from Odisha get Padma honours - Times Of India". indiatimes.com. 2013. Archived from the original on 2013-06-16. Retrieved 30 January 2013.
Kailash Chandra Meher are recipients of Padma Shri
- ↑ "Padma Shri Kailash Chandra Meher received Odisha Living Legend Award". orissadiary.com. Archived from the original on 4 March 2016. Retrieved 5 May 2016.