Jump to content

ଶାରଳା ପୁରସ୍କାର

ଉଇକିପିଡ଼ିଆ‌ରୁ

ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଏହି ପୁରସ୍କାର ଓଡ଼ିଆ ଭାଷାସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡାଇଲା ପଣ୍ଡାଙ୍କଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗୃପଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଆନୁକୁଲ୍ୟରେ ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଅଛି ।

ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ ।[]

ଶାରଳା ପୁରସ୍କାର ବିଜେତା[]
ବର୍ଷବିଜେତାବହିଟିକା
୨୦୨୪ସରୋଜିନୀ ସାହୁଅସ୍ଥିର ପାଦ[]
୨୦୨୩ଭୀମ ପୃଷ୍ଟିଜମ୍ବୁଲୋକ[]
୨୦୨୨ଗୌରହରି ଦାସବାଘ ଓ ଅନ୍ୟାନ୍ୟ ଗଳ୍ପ[]
୨୦୨୧ପାରମିତା ଶତପଥୀଅଭିପ୍ରେତ କାଳ[]
୨୦୨୦ନିତ୍ୟାନନ୍ଦ ନାୟକସେତେବେଳକୁ ନଥିବି[]
୨୦୧୯ପ୍ରଦୀପ ଦାଶଚରୁ ଚିବର ଓ ଚର୍ଯ୍ୟା[]
୨୦୧୮ଶତ୍ରୁଘ୍ନ ପାଣ୍ଡବମିଶ୍ର ଧ୍ରୁପଦ[]
୨୦୧୭ବନଜ ଦେବୀକାଠ ପୁଅ ଓ ଅନ୍ୟାନ୍ୟ ଗଳ୍ପ[୧୦]
୨୦୧୬ହୃଷୀକେଶ ମଲ୍ଲିକଜେଜେ ଦେଖି ନଥିବା ଭାରତ[୧୧]
୨୦୧୫ମନୋଜ କୁମାର ପଣ୍ଡାମାୟା ବଗିଚା[୧୨]
୨୦୧୪ପ୍ରଫୁଲ୍ଲ ଦାସବହ୍ନିମାନ
୨୦୧୩ଅଚ୍ୟୁତାନନ୍ଦ ପତିଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ
୨୦୧୨ହୃଷୀକେଶ ପଣ୍ଡାଗର୍ବ କରିବାର କଥା
୨୦୧୧ହରିହର ମିଶ୍ରଦିବ୍ୟ ଅସନ୍ତୋଷ
୨୦୧୦ବୀଣାପାଣି ମହାନ୍ତିଅପହଞ୍ଚ ଆକାଶ
୨୦୦୯ପ୍ରସନ୍ନ କୁମାର ମିଶ୍ରଖରାରେ ବାଙ୍ଗରା ଲୋକ
୨୦୦୮ହରପ୍ରସାଦ ଦାସହାରମୋନିଅମରେ ତୋଡ଼ି
୨୦୦୭ଦାଶରଥି ଦାସବିଦଗ୍ଧ ମାନସ
୨୦୦୬ଅନ୍ନପୂର୍ଣ୍ଣା ମହାରଣାଅମୃତ ଅନୁଭବ
୨୦୦୫ହୃଦାନନ୍ଦ ରାୟଜଣେ ଅନୁଭବୀ ଅନୁଭବର
୨୦୦୪ସାତକଡ଼ି ହୋତାମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ[୧୩]
୨୦୦୩ଜଗଦୀଶ ମହାନ୍ତିସୁନା ଇଲିସି
୨୦୦୩ ଦୀପକ ମିଶ୍ର ନିଦାଘ ଯାତ୍ରା
୨୦୦୧ତରୁଣ କାନ୍ତି ମିଶ୍ରଆକାଶ ସେତୁ
୨୦୦୨ ଉତ୍ତମ କୁମାର ପ୍ରଧାନ କଳାହାଣ୍ଡିର କଥାକାର
ଶ୍ରୀନିବାସ ଉଦ୍‌ଗାତାଋତମ୍,
୨୦୦୦ଗୋପାଳ ଛୋଟରାୟନାଟ୍ୟ ସାହିତ୍ୟର ସାମଗ୍ରିକ କୃତି
୧୯୯୯ବିଭୂତି ପଟ୍ଟନାୟକକଥା ସାହିତ୍ୟର ସାମଗ୍ରିକ କୃତି
୧୯୯୮ଜଗନ୍ନାଥ ପ୍ରସାଦ ଦାସପ୍ରିୟ ବିଦୁଷକ[୧୪]
୧୯୯୭ମନମୋହନ ଚୌଧୁରୀକସ୍ତୁରୀ ମୃଗସମ
୧୯୯୬ସତ୍ୟନାରାୟଣ ରାଜଗୁରୁମାେ ଜୀବନ ସଂଗ୍ରାମ
୧୯୯୫ରାଜେନ୍ଦ୍ର କିଶୋର ପଣ୍ଡାଅନ୍ୟା ଓ ଶୈଳକଳ୍ପ
୧୯୯୪ଭୁବନେଶ୍ୱର ବେହେରାଗାଁର ଡାକ
୧୯୯୩ନୃସିଂହ ଚରଣ ପଣ୍ଡାଖାରବେଳ
୧୯୯୨ପ୍ରତିଭା ଶତପଥୀଶବରୀ
୧୯୯୧ ରବି ପଟ୍ଟନାୟକ ବନ୍ଧ୍ୟା ଗାନ୍ଧାରୀ
ରାମଚନ୍ଦ୍ର ବେହେରାଓଁ କାର ଧ୍ୱନି
୧୯୯୦ ପ୍ରତିଭା ରାୟ ଯାଜ୍ଞସେନୀ
ମନୋରଞ୍ଜନ ଦାସନନ୍ଦିକା କେଶରୀ
୧୯୮୯ଚିତ୍ତରଞ୍ଜନ ଦାସଓଡ଼ିଶା ଓ ଓଡ଼ିଆ
୧୯୮୮ଶରତ କୁମାର ମହାନ୍ତିସଂସ୍କୃତି ଅପସଂସ୍କୃତି
୧୯୮୭ଶାନ୍ତନୁ କୁମାର ଆଚାର୍ଯ୍ୟଶକୁନ୍ତଳା
୧୯୮୬କିଶୋରୀ ଚରଣ ଦାସଭିନ୍ନ ପାଉଁଶ
୧୯୮୫ସୀତାକାନ୍ତ ମହାପାତ୍ରଆରଦୃଶ୍ୟ
୧୯୮୪ରମାକାନ୍ତ ରଥସଚିତ୍ର ଅନ୍ଧାର
୧୯୮୩ମହାପାତ୍ର ନୀଳମଣି ସାହୁଅଭିଶପ୍ତ ଗନ୍ଧର୍ବ
୧୯୮୨ଚନ୍ଦ୍ରଶେଖର ରଥସମ୍ରାଟ ଓ ଅନ୍ୟମାନେ
୧୯୮୧ମନୋଜ ଦାସଧୁମାଭ୍ର ଦିଗନ୍ତ
୧୯୮୦ସୁରେନ୍ଦ୍ର ମହାନ୍ତିକୁଳବୃଦ୍ଧ ଚରିତ ଉପନ୍ୟାସ[୧୫]

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "Manoj Kumar Panda to receive Sarala Puraskar". Odisha Sun Times. Archived from the original on 20 August 2015. Retrieved 20 August 2015.
  2. "IMFA". imfa.in. 2012. Archived from the original on 21 January 2016. Retrieved 1 January 2013. Sarala Award Recipients
  3. (RM), Samaja Digital (20 September 2024). "ସରୋଜିନୀ ସାହୁଙ୍କୁ ମିଳିବ ଶାରଳା ପୁରସ୍କାର". Samaja Live. Retrieved 21 September 2024.
  4. Digital, Sambad (27 October 2023). "ବେଣୁଧର ଓ ମୋହିନୀମୋହନଙ୍କୁ କଳା ସମ୍ମାନ: ଭୀମ ପୃଷ୍ଟି ପାଇଲେ ଶାରଳା ପୁରସ୍କାର". Sambad. Retrieved 21 September 2024.
  5. "୪୩ ତମ ଶାରଳା ପୁରସ୍କାର ପାଇଁ ମନୋନୀତ ହେଲେ ପ୍ରସିଦ୍ଧ ଗାଳ୍ପିକ ଡକ୍ଟର ଗୌରହରି ଦାସ". www.prameyanews7.com. ପ୍ରମେୟ. Archived from the original on 24 September 2022. Retrieved 20 September 2022.
  6. "Sarala Puraskar for noted Odia writer Paramita Satpathy". newindianexpress.com. Retrieved 6 August 2021.
  7. "କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର". www.samajalive.in. ସମାଜ. Archived from the original on 7 October 2020. Retrieved 7 October 2020.
  8. "ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର". sambad.in. sambad.in. Retrieved 7 September 2019.
  9. "Sarala award for poet Satrughna". newindianexpress.com. Retrieved 8 September 2018.
  10. "Banaj Devi to receive Sarala award for Kathapua". The Hindu. Retrieved 8 September 2018.
  11. "ହୃଷୀକେଶ ପାଇବେ ଶାରଳା ପୁରସ୍କାର". ଧରିତ୍ରୀ. Retrieved 3 September 2016.
  12. "Manoj Panda chosen for Sarala Award". The Statesman. Retrieved 20 August 2015.
  13. http://zeenews.india.com/home/satkadi-hota-to-receive-sarala-award_160979.html
  14. Mohanty, Sachidananda. "The world of J.P.Das". The Hindu. Retrieved 29 April 2014.
  15. Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.