ମହାଦେବ ଆୟାର ଗଣପତି
ଦେଖଣା
ମହାଦେବ ଆୟାର ଗଣପତି (୧୯୦୩–୧୯୭୬)[୧][୨] ଜଣେ ଇଞ୍ଜିନିୟର ଓ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ,[୩] ମୂମ୍ବାଇର ଚର୍ଚ୍ଚଗେଟ ରେଳ ଷ୍ଟେସନ ଏବଂ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା ଭଳି ଅନୁଷ୍ଠାନ ତାଙ୍କରି ନେତୃତ୍ୱରେ ତିଆରି ହୋଇପାରିଛି । ପଦ୍ମ ପୁରସ୍କାର ପ୍ରଚଳନର ପ୍ରଥମ ବର୍ଷରେ ହିଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ ।[୪] ୧୯୭୩-୭୪ ବର୍ଷରେ ସେ ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୫]
ମହାଦେବ ଆୟାରଙ୍କଦ୍ୱାରା କରାଯାଇଥିବା ମୁଖ୍ୟ କାମ :
- ରାଉରକେଲା ଷ୍ଟିଲ ପ୍ଲାଣ୍ଟ[୬]
- କାଣ୍ଡଲା ବନ୍ଦର[୭]
- ବାରଣାସୀର ମାଲବ୍ୟ ସେତୁ[୮][୯]
- ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନା,[୧୦]
- ପେରମ୍ବୁର ରେଳ ଡବା କାରଖାନା[୧୦]
- କଲିକତାର ବିବେକାନନ୍ଦ ସେତୁ
- ଚର୍ଚ୍ଚଗେଟ ରେଳ ଷ୍ଟେସନ ଓ ପଶ୍ଚିମ ରେଳବାୟିର ଅନ୍ୟାନ୍ୟ କାମ[୧୧][୧୨]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଓ ବାହାଦୂର, ୧୯୪୬
- ରେଲୱେ ବୋର୍ଡ ସ୍ୱର୍ଣ୍ଣ ପଦକ, ୧୯୫୦.
- ଇନଷ୍ଟିଚିଉଟ ଅଫ୍ ଇଞ୍ଜିନିୟରସ ତରଫରୁ ଭାଇସରାୟ ସମ୍ମାନ, ୧୯୫୩.
- ପଦ୍ମଭୂଷଣ (୧୯୫୪)
ଆଧାର
[ସମ୍ପାଦନା]- ↑ http://books.google.co.uk/books?ei=WoAWUa3kBpHKrAfElICQAg&id=UF9IAQAAIAAJ&dq=Bhushan+ganapati+shri&q=President+of+the+institution+of+engineers, "Bulletin of Institution of Engineers India, Volume 26 p. 38"
- ↑ p. 353, India who's who, INFA Publications, 1973.
- ↑ The corporate story of SAIL by N.
- ↑ http://archive.india.gov.in/myindia/padmabhushan_awards_list1.php?start=1120[permanent dead link]
- ↑ List of Past Presidents of the Institution of Engineers (India) (http://www.ieindia.info/pastpresi1.aspx Archived 2011-10-16 at the Wayback Machine.)
- ↑ Times of India Year Book 1960-61, p.228, lists M.
- ↑ Railway Gazette, 103, p. 515, 1955 http://books.google.co.uk/books?ei=YcW3Tsz8A8TqrAfijr3kAw&ct=result&id=LYhCAQAAIAAJ&dq=damodar+breaches+ganapathi&q=damodar+breaches+#search_anchor
- ↑ Reference to paper by M.
- ↑ http://www.irfca.org/gallery/GeneralScenes/archive3/plaque.jpg.html?g2_imageViewsIndex=1 Link to a photo of the plaque on the bridge showing M.
- ↑ ୧୦.୦ ୧୦.୧ Railway Gazette, 103, p. 515, http://books.google.co.uk/books?ei=YcW3Tsz8A8TqrAfijr3kAw&ct=result&id=LYhCAQAAIAAJ&dq=damodar+breaches+ganapathi&q=damodar+breaches+#search_anchor
- ↑ Link to Railway Gazette article by M.
- ↑ The economics of Rail Transport by J.