ଅଭିନ୍ନ ଚନ୍ଦ୍ର ରାଓ
Appearance
ଅଭିନ୍ନ ଚନ୍ଦ୍ର ରାଓ | |
---|---|
ଜନ୍ମ | ୧୮୯୮ ମେହେନ୍ଦିପୁର,କଟକ |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ହୋମିଓପାଥି)[୧] |
ପ୍ରସିଦ୍ଧି | ହୋମିଓପାଥି ଚିକିତ୍ସକ[୨] |
ସନ୍ତାନ | ପ୍ରଦୀପ ରାଓ[୩] |
ପୁରସ୍କାର | ପଦ୍ମଶ୍ରୀ |
ଡା଼ ଅଭିନ୍ନ ଚନ୍ଦ୍ର ରାଓ ଓଡ଼ିଶାର ପ୍ରଥମ ହୋମିଓପାଥି ଚିକିତ୍ସକ । ପ୍ରଥମ ଓଡ଼ିଆ ହିସାବରେ, ସେ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ହୋମିଓପାଥି ଚିକିତ୍ସା ବିଷୟରେ ସେ ବହୁ ପୁସ୍ତକ ମଧ୍ୟ ରଚନା କରିଯାଇଛନ୍ତି । ଭୁବନେଶ୍ୱରସ୍ଥିତ ହୋମିଓପାଥି ମହାବିଦ୍ୟାଳୟକୁ ତାଙ୍କରି ନାମରେ ନାମିତ[୪] କରାଯାଇଛି ।[୫]
ପ୍ରକାଶିତ ରଚନାବଳୀ
- ପାରିବାରିକ ଚିକିତ୍ସା
- ଓଡ଼ିଆ ହୋମିଓପାଥିକ ମେଟେରିଆ ମେଡ଼ିକା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ - ୧୯୬୮[୬]
ଆଧାର
[ସମ୍ପାଦନା]- ↑ Orissa Review. Home Department, Government of Orissa. 1890.
- ↑ All India Homoeopathic Directory. Indian Homoeopathic Gazette. 1970.
- ↑ Directory & Who's who of Homeopathic Practitioners. B. Jain. 1970.
- ↑ "ଆର୍କାଇଭ୍ କପି". Archived from the original on 2015-10-05. Retrieved 2014-06-09.
{{cite web}}
: Cite has empty unknown parameter:|1=
(help) - ↑ ODISHA Reference Year Book 2014. B.K.PUBLICIATIONS PVT. LTD. p. 777. ISBN 9789380422541.
- ↑ "ଆର୍କାଇଭ୍ କପି". Archived from the original on 2015-12-08. Retrieved 2014-06-09.
{{cite web}}
: Cite has empty unknown parameter:|1=
(help)