ଅଭିନ୍ନ ଚନ୍ଦ୍ର ରାଓ
ଅଭିନ୍ନ ଚନ୍ଦ୍ର ରାଓ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୮୯୮ ମେହେନ୍ଦିପୁର,କଟକ |
ଜାତୀୟତା | ![]() |
ଶିକ୍ଷା | ସ୍ନାତକୋତ୍ତର(ହୋମିଓପାଥି)[୧] |
ପ୍ରସିଦ୍ଧି | ହୋମିଓପାଥି ଚିକିତ୍ସକ[୨] |
ସନ୍ତାନ | ପ୍ରଦୀପ ରାଓ[୩] |
ପୁରସ୍କାର | ପଦ୍ମଶ୍ରୀ |
ଡା଼ ଅଭିନ୍ନ ଚନ୍ଦ୍ର ରାଓ ଓଡ଼ିଶାର ପ୍ରଥମ ହୋମିଓପାଥି ଚିକିତ୍ସକ । ପ୍ରଥମ ଓଡ଼ିଆ ହିସାବରେ, ସେ ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ହୋମିଓପାଥି ଚିକିତ୍ସା ବିଷୟରେ ସେ ବହୁ ପୁସ୍ତକ ମଧ୍ୟ ରଚନା କରିଯାଇଛନ୍ତି । ଭୁବନେଶ୍ୱରସ୍ଥିତ ହୋମିଓପାଥି ମହାବିଦ୍ୟାଳୟକୁ ତାଙ୍କରି ନାମରେ ନାମିତ[୪] କରାଯାଇଛି ।[୫]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ପଦ୍ମଶ୍ରୀ - ୧୯୬୮[୬]
ଆଧାର[ସମ୍ପାଦନା]
- ↑ Orissa Review. Home Department, Government of Orissa. 1890.
- ↑ All India Homoeopathic Directory. Indian Homoeopathic Gazette. 1970.
- ↑ Directory & Who's who of Homeopathic Practitioners. B. Jain. 1970.
- ↑ http://as.ori.nic.in/drachmc/morew.asp
- ↑ ODISHA Reference Year Book 2014. B.K.PUBLICIATIONS PVT. LTD. p. 777. ISBN 9789380422541.
- ↑ http://archive.india.gov.in/myindia/padmashri_awards_list1.php?start=2060