ମନୋଜ କୁମାର ପଣ୍ଡା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମନୋଜ କୁମାର ପଣ୍ଡା
ଜନ୍ମ ୧୯୫୪
ବୃତ୍ତି ଶିକ୍ଷକ
ଭାଷା ଓଡ଼ିଆ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷାନୁଷ୍ଠାନ ସମ୍ବଲପୁର ବିଶ୍ଵବିଦ୍ୟାଳୟ
ସାହିତ୍ୟ କୃତିs ହାଡ଼ ବଗିଚା, ମାୟା ବଗିଚା
ପୁରସ୍କାର ଶାରଳା ପୁରସ୍କାର (୨୦୧୫)

ମନୋଜ କୁମାର ପଣ୍ଡା (ଜନ୍ମ: ୧୯୫୪) ଜଣେ ଓଡ଼ିଆ ଲେଖକ । ସେ ବଲାଙ୍ଗୀରର ଏକ ବିଦ୍ୟାଳୟରେ ଇଂରାଜୀ ପଢ଼ାନ୍ତି ।[୧] ୨୦୧୦ରେ ତାଙ୍କର ଇଂରାଜୀରେ ଅନୁଦିତ ପୁସ୍ତକ 'ଦି ବୋନ ଗାର୍ଡେନ ଆଣ୍ଡ ଅଦର ଷ୍ଟୋରିଜ', ଆୟର୍ଲାଣ୍ଡରେ ଅବସ୍ଥିତ ଫ୍ରେଙ୍କ ଓ'[୨] କନର ଆନ୍ତର୍ଜାତୀୟ ଗଳ୍ପ ପୁରସ୍କାର ପାଇଁ ସମଗ୍ର ଏସିଆ ମହାଦେଶରୁ ଦଶ ଜଣ ଗାଳ୍ପିକଙ୍କ ମଧ୍ୟରେ ସ୍ଥାନିତ ହୋଇଥିଲା । ତାଙ୍କ ରଚିତ 'ମାୟା ବଗିଚା' ପୁସ୍ତକ ନିମନ୍ତେ ସେ ଶାରଳା ପୁରସ୍କାର, ୨୦୧୫ ପାଇବେ ।[୩]

ବହି[ସମ୍ପାଦନା]

ଗଳ୍ପ ସଂକଳନ[ସମ୍ପାଦନା]

  • ହାଡ଼ ବଗିଚା
  • ବର୍ଣ୍ଣ ବଗିଚା
  • ମାୟା ବଗିଚା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Jena Monalisa (୨୮ June ୨୦୧୩). DASURAM'S SCRIPT: The Best of New Odia Writing. HarperCollins Publishers India. pp. ୧୦୫–. ISBN ୯୭୮-୯୩-୫୦୨୯-୬୭୮-୩. 
  2. Panda, Namita. "Award hope for Panda". The Telegraph. http://www.telegraphindia.com/1100709/jsp/orissa/story_12654399.jsp. Retrieved 20 August 2015. 
  3. "Manoj Kumar Panda to receive Sarala Puraskar". Odisha Sun Times. http://odishasuntimes.com/2015/08/19/manoj-kumar-panda-to-receive-sarala-puraskar/. Retrieved 20 August 2015. 
  4. ରଥ, ଡ. ସନ୍ତୋଷ କୁମାର (୨୦୧୩). ଶବ୍ଦ ସଂକେତ ଓ ଶୁନ୍ୟସ୍ଥାନ. ପକ୍ଷୀଘର ପ୍ରକାଶନୀ. ISBN ୯୭୮୮୧୯୨୦୮୪୧୨୧.  Check date values in: &#୧୨୪;date= (help)