ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଉଇକିପିଡ଼ିଆ‌ରୁ

ଓଡ଼ିଶାର ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧][୨]ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ସଭ୍ୟମାନଙ୍କ ତାଲିକା ।[୩]

ସୂଚନା:
ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ
* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।

# ନିର୍ବାଚନ ମଣ୍ଡଳୀ ଆରକ୍ଷଣ ଜିଲ୍ଲା ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି ) ୧୪ଶ ବିଧାନ ସଭା ସଦସ୍ୟ ରାଜନୈତିକ ଦଳ
ପଦ୍ମପୁର ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ପଦ୍ମପୁର (ବି), ଝାରବନ୍ଧ, ପାଇକମାଳ, ରାଜବୋଡ଼ାସମ୍ବର, ବିଜୟ ରଞ୍ଜନ ସିଂ ବରିହା ବିଜଦ
ବିଜେପୁର ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ବରପାଲି (ବି), ବିଜେପୁର, ଗାଇସିଲଟ, ବରପାଲି (ଅଂଶ) ସୁବଳ ସାହୁ କଂଗ୍ରେସ
ବରଗଡ଼ ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ବରଗଡ଼ (ପୌ), ବରଗଡ଼, ବରପାଲୀ (ଆଂଶିକ) ସାଧୁ ନେପାକ କଂଗ୍ରେସ
ଅତାବିରା ଅନୁସୂଚିତ ଜାତି ବରଗଡ଼ ଜିଲ୍ଲା ଅତାବିରା (ବି), ଅତାବିରା, ଭେଡେନ ନିହାର ରଞ୍ଜନ ମହାନନ୍ଦ କଂଗ୍ରେସ
ଭଟଲୀ ଅଣ ସଂରକ୍ଷିତ ବରଗଡ଼ ଜିଲ୍ଲା ସୋହେଲା, ଭଟଲୀ, ଅମ୍ବାଭୋନା ସୁସାନ୍ତ ସିଂହ ବିଜଦ
ବ୍ରଜରାଜନଗର ଅଣ ସଂରକ୍ଷିତ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ) ଅନୁପ କୁମାର ସାଏ କଂଗ୍ରେସ
ଝାରସୁଗୁଡ଼ା ଅଣ ସଂରକ୍ଷିତ ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ) ନବକିଶୋର ଦାସ କଂଗ୍ରେସ
ତଳସରା ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା, ବାଲିଶଙ୍କର, ବରଗାଁ, ଲେଫ୍ରିପଡ଼ା (ଅଂଶ) ପ୍ରଫୁଲ୍ଲ ମାଝି କଂଗ୍ରେସ
ସୁନ୍ଦରଗଡ଼ ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ (ପୌ), ସୁନ୍ଦରଗଡ଼, ଟାଙ୍ଗରପାଲି, ହେମଗିରି, ଲେଫ୍ରିପଡ଼ା (ଅଂଶ) ଜୋଗେଶ କୁମାର ସିଂହ କଂଗ୍ରେସ
୧୦ ବୀରମିତ୍ରପୁର ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର (ପୌ), କୁଆଁରମୁଣ୍ଡା, ନୂଆଗାଁ, ବିଶ୍ରା (ଅଂଶ) ଜର୍ଜ ତିର୍କୀ ସ୍ୱାଧୀନ
୧୧ ରଘୁନାଥପାଲୀ ଅନୁସୂଚିତ ଜାତି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା (Township), ଲାଠିକଟା (ଆଂଶିକ) ସୁବ୍ରତ ତରାଇ ବିଜଦ
୧୨ ରାଉରକେଲା ଅଣ ସଂରକ୍ଷିତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା (ପୌ), କୁଲୁଙ୍ଗା (O.G.), ବିଶ୍ରା (ଆଂଶିକ) ଶାରଦା ପ୍ରସାଦ ନାୟକ ବିଜଦ
୧୩ ରାଜଗାଙ୍ଗପୁର ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର (ପୌ), ରାଜଗାଙ୍ଗପୁର, କୁତ୍ରା, ଲାଠିକଟା (ଆଂଶିକ) ଗ୍ରେଗୋରୀ ମିଞ୍ଜ କଂଗ୍ରେସ
୧୪ ବଣାଇ ଅନୁସୂଚିତ ଜନଜାତି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ, ବଣାଇଗଡ଼, ଲହୁଣିପଡ଼ା, କଇରା ଭୀମସେନ ଚୌଧୁରୀ ଭାଜପା
୧୫ କୁଚିଣ୍ଡା ଅନୁସୂଚିତ ଜନଜାତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା (ବି), କୁଚିଣ୍ଡା, ବାମରା, ଜମନକିରା ରାଜେନ୍ଦ୍ର କୁମାର ଛତ୍ରିଆ କଂଗ୍ରେସ
୧୬ ରେଙ୍ଗାଲି ଅନୁସୂଚିତ ଜାତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି, ଧାନକୁଡ଼ା, ମାନେଶ୍ୱର (ଆଂଶିକ) ଦୁର୍ଯ୍ୟୋଧନ ଗଡ଼ିଆ କଂଗ୍ରେସ
୧୭ ସମ୍ବଲପୁର ଅଣ ସଂରକ୍ଷିତ ସମ୍ବଲପୁର ଜିଲ୍ଲା ସମ୍ବଲପୁର (ପୌ), ବୁର୍ଲା (ବି), ହୀରାକୁଦ (ବି) ଜୟନାରାୟଣ ମିଶ୍ର ଭାଜପା
୧୮ ରେଢ଼ାଖୋଲ ଅଣ ସଂରକ୍ଷିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ (ବି), ରେଢ଼ାଖୋଲ, ଜୁଜୁମରା, ନାକଟିଦେଉଳ, ମାନେଶ୍ୱର (ଆଂଶିକ) ପ୍ରସନ୍ନ ଆଚାର୍ଯ୍ୟ ବିଜଦ
୧୯ ଦେବଗଡ଼ ଅଣ ସଂରକ୍ଷିତ ଦେବଗଡ଼ ଜିଲ୍ଲା ଦେବଗଡ଼ (ପୌ), ତିଳେଇବଣି, ବାରକୋଟ, ରିଆମାଳ, ସଞ୍ଜିବ କୁମାର ପ୍ରଧାନ ବିଜଦ
୨୦ ତେଲକୋଇ ଅନୁସୂଚିତ ଜନଜାତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର, ତେଲକୋଇ, ବାଂଶପାଳ (ଅଂଶ) ପ୍ରେମାନନ୍ଦ ନାୟକ ବିଜଦ
୨୧ ଘସିପୁରା ଅଣ ସଂରକ୍ଷିତ କେନ୍ଦୁଝର ଜିଲ୍ଲା ଘସିପୁରା, ଘଟଗାଁ, ଆନନ୍ଦପୁର (ଅଂଶ) ବଦ୍ରିନାରାୟଣ ପାତ୍ର ବିଜଦ
୨୨ ଆନନ୍ଦପୁର ଅନୁସୂଚିତ ଜାତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର (ପୌ), ହାତୀବାଡ଼ି, ଆନନ୍ଦପୁର (ଅଂଶ) ଭାଗିରଥୀ ସେଠୀ ବିଜଦ
୨୩ ପାଟଣା ଅନୁସୂଚିତ ଜନଜାତି କେନ୍ଦୁଝର ଜିଲ୍ଲା ପାଟଣା, ସହରପଡ଼ା, ଝୁମ୍ପୁରା (ଅଂଶ), ଚମ୍ପୁଆ (ଅଂଶ) ହୃଷିକେଶ ନାୟକ ବିଜଦ
୨୪ କେନ୍ଦୁଝର ଅନୁସୂଚିତ ଜନଜାତି କେନ୍ଦୁଝର ଜିଲ୍ଲା କେନ୍ଦୁଝର (ପୌ), କେନ୍ଦୁଝର, ଝୁମ୍ପୁରା (ଅଂଶ) , ବାଂଶପାଳ (ଅଂଶ) ସୁବର୍ଣ୍ଣ ନାୟକ ବିଜଦ
୨୫ ଚମ୍ପୁଆ ଅଣ ସଂରକ୍ଷିତ କେନ୍ଦୁଝର ଜିଲ୍ଲା ଯୋଡ଼ା (ପୌ), ବଡ଼ବିଲ (ପୌ), ଯୋଡ଼ା, ଚମ୍ପୁଆ (ଅଂଶ) ଜିତୁ ପଟ୍ଟନାୟକ ସ୍ୱାଧୀନ
୨୬ ଯଶୀପୁର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ଯଶୀପୁର, ରରୁଆଁ, ଶୁକୃଳି, କୁସୁମି (ଅଂଶ) କମଳାକାନ୍ତ ନାୟକ ବିଜଦ
୨୭ ସାରସକଣା ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ସାରସକଣା, ବିଜାତଳ, ବିଶୋଇ, କୁସୁମୀ (ଅଂଶ) ରାମ ଚନ୍ଦ୍ର ହାଁସଦା ବିଜଦ*
୨୮ ରାଇରଙ୍ଗପୁର ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର (ବି), ରାଇରଙ୍ଗପୁର, ତିରିଙ୍ଗି, ବହଳଦା, ଜାମଡ଼ା ଶ୍ୟାମ ଚରଣ ହାଁସଦା କଂଗ୍ରେସ
୨୯ ବାଙ୍ଗିରିପୋଷି ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଶି, କୁଳିଅଣା, ଶାମଖୁଣ୍ଟା ସରୋଜିନୀ ହେମ୍ବ୍ରମ ବିଜଦ
୩୦ କରଞ୍ଜିଆ ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ (ବି), କରଞ୍ଜିଆ, ଠାକୁରମୁଣ୍ଡା, କପ୍ତିପଦା (ଅଂଶ) ବିଜୟ କୁମାର ନାୟକ ବିଜଦ
୩୧ ଉଦଳା ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ଉଦଳା (ବି), ଉଦଳା, ଗୋପବନ୍ଧୁନଗର, କପ୍ତିପଦା (ଅଂଶ) ଶ୍ରୀନାଥ ସୋରେନ ବିଜଦ
୩୨ ବଡ଼ସାହି ଅନୁସୂଚିତ ଜାତି ମୟୂରଭଞ୍ଜ ଜିଲ୍ଲା ବେତନଟି, ବଡ଼ସାହି (ଅଂଶ) ମନୋରଞ୍ଜନ ସେଠୀ ବିଜଦ
୩୩ ବାରିପଦା ଅନୁସୂଚିତ ଜନଜାତି ମୟୂରଭଞ୍ଜ ଜିଲ୍ଲା ବାରିପଦା (ପୌ), ବାରିପଦା, ଖୁଣ୍ଟା, ବଡ଼ସାହି (ଅଂଶ) ସାନନ୍ଦ ମାରାଣ୍ଡି ବିଜଦ
୩୪ ମୋରଡ଼ା ଅଣ ସଂରକ୍ଷିତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା, ଶୁଳିଆପଡ଼ା, ରାସଗୋବିନ୍ଦପୁର ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜଦ
୩୫ ଜଳେଶ୍ୱର ଅଣ ସଂରକ୍ଷିତ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର (ବି), ଜଳେଶ୍ୱର, ବସ୍ତା (ଅଂଶ) ଦେବୀପ୍ରସନ୍ନ ଚାନ୍ଦ କଂଗ୍ରେସ
୩୬ ଭୋଗରାଇ ଅଣ ସଂରକ୍ଷିତ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅନନ୍ତ ଦାସ ବିଜଦ
୩୭ ବସ୍ତା ଅଣ ସଂରକ୍ଷିତ ବାଲେଶ୍ୱର ଜିଲ୍ଲା ବାଲିଆପାଳ, ବସ୍ତା (ଅଂଶ) ରଘୁନାଥ ମହାନ୍ତି ବିଜଦ
୩୮ ବାଲେଶ୍ୱର ଅଣ ସଂରକ୍ଷିତ ବାଲେଶ୍ୱର ଜିଲ୍ଲା ବାଲେଶ୍ୱର (ପୌ), ବାଲେଶ୍ୱର (ଅଂଶ) ଜୀବନ ପ୍ରଦୀପ ଦାଶ ବିଜଦ
୩୯ ରେମୁଣା ଅନୁସୂଚିତ ଜାତି ବାଲେଶ୍ୱର ଜିଲ୍ଲା ରେମୁଣା, ବାଲେଶ୍ୱର (ଅଂଶ) ସୁଦର୍ଶନ ଜେନା ବିଜଦ
୪୦ ନୀଳଗିରି ଅଣ ସଂରକ୍ଷିତ ବାଲେଶ୍ୱର ଜିଲ୍ଲା ନୀଳଗିରି (ବି), ନିଳଗିରି, ଔପଦା, ବାହନଗା (ଅଂଶ) ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସ୍ୱାଧୀନ
୪୧ ସୋର ଅନୁସୂଚିତ ଜାତି ବାଲେଶ୍ୱର ଜିଲ୍ଲା ସୋରୋ (ବି), ସୋରୋ, ବାହାନଗା (ଅଂଶ) ସୁରେନ୍ଦ୍ର ପ୍ରସାଦ ପରମାଣିକ କଂଗ୍ରେସ
୪୨ ଶିମୂଳିଆ ଅଣ ସଂରକ୍ଷିତ ବାଲେଶ୍ୱର ଜିଲ୍ଲା ଶିମୂଳିଆ, ଖଇରା ପର୍ଶୁରାମ ପାଣିଗ୍ରାହୀ ବିଜଦ
୪୩ ଭଣ୍ଡାରିପୋଖରୀ ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି, ବନ୍ତ ପ୍ରଫୁଲ୍ଲ ସାମଲ ବିଜଦ
୪୪ ଭଦ୍ରକ ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ଭଦ୍ରକ (ପୌ), ଭଦ୍ରକ ଯୁଗଳ କିଶୋର ପଟ୍ଟନାୟକ ବିଜଦ
୪୫ ବାସୁଦେବପୁର ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ବାସୁଦେବପୁର, ବାସୁଦେବପୁର, ତିହିଡ଼ି (ଅଂଶ) ବିଜୟଶ୍ରୀ ରାଉତରାୟ ବିଜଦ
୪୬ ଧାମନଗର ଅନୁସୂଚିତ ଜାତି ଭଦ୍ରକ ଜିଲ୍ଲା ଧାମନଗର, ତିହିଡ଼ି (ଅଂଶ) ରାଜେନ୍ଦ୍ର କୁମାର ଦାସ ବିଜଦ
୪୭ ଚାନ୍ଦବାଲି ଅଣ ସଂରକ୍ଷିତ ଭଦ୍ରକ ଜିଲ୍ଲା ଚାନ୍ଦବାଲି, ତିହିଡ଼ି (ଅଂଶ) ବିଜୟ ନାୟକ ବିଜଦ
୪୮ ବିଞ୍ଝାରପୁର ଅନୁସୂଚିତ ଜାତି ଯାଜପୁର ଜିଲ୍ଲା ବିଞ୍ଝାରପୁର, ଦଶରଥପୁର (ଅଂଶ) ପ୍ରମିଳା ମଲ୍ଲିକ ବିଜଦ
୪୯ ବରୀ ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ବରୀ, ଯାଜପୁର (ଅଂଶ), ରସୁଲପୁର (ଅଂଶ) ଦେବାଶିଷ ନାୟକ ବିଜଦ
୫୦ ବଡ଼ଚଣା ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ବଡ଼ଚଣା ଅମର ପ୍ରସାଦ ଶତପଥୀ ବିଜଦ*
୫୧ ଧର୍ମଶାଳା ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ଧର୍ମଶାଳା, ରସୁଲପୁର (ଅଂଶ) କଳ୍ପତରୁ ଦାସ ବିଜଦ
୫୨ ଯାଜପୁର ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ଯାଜପୁର (ପୌ), ଯାଜପୁର (ଅଂଶ), ଦଶରଥପୁର (ଅଂଶ) ପ୍ରଣବ ପ୍ରକାଶ ଦାସ ବିଜଦ
୫୩ କୋରାଇ ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ବ୍ୟାସନଗର (ପୌ), ବ୍ୟାସନଗର (O. G), କୋରେଇ, ରସୁଲପୁର (ଅଂଶ) ପ୍ରିତୀରଞ୍ଜନ ଘଡ଼ାଇ ବିଜଦ
୫୪ ସୁକିନ୍ଦା ଅଣ ସଂରକ୍ଷିତ ଯାଜପୁର ଜିଲ୍ଲା ସୁକିନ୍ଦା, ଦାନଗଦି ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଜଦ
୫୫ ଢେଙ୍କାନାଳ ଅଣ ସଂରକ୍ଷିତ ଢେଙ୍କାନାଳ ଜିଲ୍ଲା ଢେଙ୍କାନାଳ (ପୌ), ଗନ୍ଦିଆ, ଢେଙ୍କାନାଳ (ଅଂଶ) ନବୀନ ନନ୍ଦ ବିଜଦ*
୫୬ ହିନ୍ଦୋଳ ଅନୁସୂଚିତ ଜାତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ, ଓଡ଼ାପଡ଼ା ଅଞ୍ଜଳୀ ବେହେରା ବିଜଦ
୫୭ କାମାକ୍ଷାନଗର ଅଣ ସଂରକ୍ଷିତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର (ବି), ଭୁବନ (ବି), ଭୁବନ, କାମାକ୍ଷାନଗର (ଅଂଶ), ଢେଙ୍କାନାଳ (ଅଂଶ) ପ୍ରଫୁଲ୍ଲ କୁମାର ମଲିକ ବିଜଦ
୫୮ ପର୍ଜଙ୍ଗ ଅଣ ସଂରକ୍ଷିତ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ, କଙ୍କଡ଼ାହାଡ଼, କାମାକ୍ଷାନଗର (ଅଂଶ) ନୃସିଂହ ସାହୁ ବିଜଦ
୫୯ ପାଲଲହଡ଼ା ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ପାଲଲହଡ଼ା, କଣିହା (ଅଂଶ) ରବି ନାରାୟଣ ପାଣୀ ବିଜଦ
୬୦ ତାଳଚେର ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ତାଳଚେର (ପୌ), ତାଳଚେର, କଣିହା (ଅଂଶ) ବ୍ରଜ କିଶୋର ପ୍ରଧାନ ସ୍ୱାଧୀନ
୬୧ ଅନୁଗୋଳ ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ଅନୁଗୋଳ (ପୌ), ନାଲକୋନଗର, ଅନୁଗୋଳ (ଅଂଶ), ବଅଁରପାଳ (ଅଂଶ) ରଜନୀକାନ୍ତ ସିଂହ ବିଜଦ
୬୨ ଛେଣ୍ଡିପଦା ଅନୁସୂଚିତ ଜାତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା, ବଅଁରପାଳ (ଅଂଶ) ଖଗେଶ୍ୱର ବେହେରା ବିଜଦ
୬୩ ଆଠମଲ୍ଲିକ ଅଣ ସଂରକ୍ଷିତ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ (ବି), ଆଠମଲ୍ଲିକ, କିଶୋରନଗର, ଅନୁଗୋଳ (ଅଂଶ) ରମେଶ ଚନ୍ଦ୍ର ନାୟକ ବିଜଦ
୬୪ ବୀରମହାରାଜପୁର ଅନୁସୂଚିତ ଜାତି ସୁବର୍ଣ୍ଣପୁର ଜିଲ୍ଲା ବିନିକା (ବି), ଉଲୁଣ୍ଡା, ବୀରମହାରାଜପୁର, ବିନକା (ଅଂଶ) ପଦ୍ମନାଭ ବେହେରା ବିଜଦ
୬୫ ସୋନପୁର ଅଣ ସଂରକ୍ଷିତ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର (ପୌ), ତରଭା (ବି), ସୋନପୁର, ତରଭା, ଡୁଙ୍ଗୁରିପାଲୀ, ବିନିକା (ଅଂଶ) ନିରଞ୍ଜନ ପୂଜାରୀ ବିଜଦ
୬୬ ଲୋଇସିଂହା ଅନୁସୂଚିତ ଜାତି ବଲାଙ୍ଗୀର ଜିଲ୍ଲା ଲୋଇସିଂହା, ଆଗଲପୁର, ପୁଇଁତଳା ରମାକାନ୍ତ ସେଠ ବିଜଦ
୬୭ ପାଟଣାଗଡ଼ ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ (ବି), ପାଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା କନକ ବର୍ଦ୍ଧନ ସିଂଦେଓ ଭାଜପା
୬୮ ବଲାଙ୍ଗୀର ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର (ପୌ), ବଲାଙ୍ଗୀର, ଦେଓଗାଁ ଅନଙ୍ଗ ଉଦୟ ସିଂହ ଦେଓ ବିଜଦ
୬୯ ଟିଟିଲାଗଡ଼ ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ (ବି), ଟିଟିଲାଗଡ଼, ସଇଁତଳା, ତେନ୍ତୁଳିଖୁଣ୍ଟି (ଗୁଡ଼ଭେଲା) ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ
୭୦ କଣ୍ଟାବାଞ୍ଝି ଅଣ ସଂରକ୍ଷିତ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି (ବି), ତୁରକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ
୭୧ ନୂଆପଡ଼ା ଅଣ ସଂରକ୍ଷିତ ନୂଆପଡ଼ା ଜିଲ୍ଲା ନୂଆପଡ଼ା, କୋମନା, ଖରିଆର ରୋଡ଼ (ବି) ରାଜେନ୍ଦ୍ର ଢୋଲକିଆ ବିଜଦ
୭୨ ଖଡ଼ିଆଳ ଅଣ ସଂରକ୍ଷିତ ନୂଆପଡ଼ା ଜିଲ୍ଲା ଖଡ଼ିଆଳ (ବି), ବୋଡ଼େନ, ସିନାପାଲ୍ଲୀ, ଖଡ଼ିଆଳ, ହିତେଶ କୁମାର ବଗର୍ତ୍ତୀ ଭାଜପା
୭୩ ଉମରକୋଟ ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ଉମରକୋଟ (ବି), ରାଇଘର, ଉମରକୋଟ (ଅଂଶ) ସୁବାଶ ଗଣ୍ଡ (ଉ.ନି) ବିଜଦ
୭୪ ଝରିଗାଁ ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ଝରିଗାଁ, ଚନ୍ଦାହାଣ୍ଡି, ଉମରକୋଟ (ଅଂଶ) ରମେଶ ଚନ୍ଦ୍ର ମାଝି ବିଜଦ
୭୫ ନବରଙ୍ଗପୁର ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର (ପୌ), ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା (ଅଂଶ) ମନୋହର ରନ୍ଧାରୀ ବିଜଦ
୭୬ ଡାବୁଗାଁ ଅନୁସୂଚିତ ଜନଜାତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ, ପାପଡ଼ାହାଣ୍ଡି, କୋଷାଗୁମୁଡ଼ା (ଅଂଶ) ଭୁଜବଳ ମାଝି କଂଗ୍ରେସ
୭୭ ଲାଞ୍ଜିଗଡ଼ ଅନୁସୂଚିତ ଜନଜାତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼, ଥୁଆମାଳ ରାମପୁର, ଜୟପାଟଣା (ଅଂଶ), , ଭବାନିପାଟଣା (ଅଂଶ) ଶିବାଜୀ ମାଝି କଂଗ୍ରେସ
୭୮ ଜୁନାଗଡ଼ ଅଣ ସଂରକ୍ଷିତ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ (ବି), ଜୁନାଗଡ଼, ଗୋଲାମୁଣ୍ଡା ଗୋବର୍ଦ୍ଧନ ଦାଶ କଂଗ୍ରେସ
୭୯ ଧର୍ମଗଡ଼ ଅଣ ସଂରକ୍ଷିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼, କୋକସରା, କଳମପୁର, ଜୟପାଟଣା (ଅଂଶ) ପୁଷ୍ପେନ୍ଦ୍ର ସିଂଦେଓ ବିଜଦ
୮୦ ଭବାନୀପାଟଣା ଅନୁସୂଚିତ ଜାତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା (ପୌ), କେସିଙ୍ଗା (ବି), ଭବାନୀପାଟଣା (ଅଂଶ), କେସିଙ୍ଗା (ଅଂଶ) ଦୁଷ୍ମନ୍ତ ନାୟକ କଂଗ୍ରେସ
୮୧ ନର୍ଲା ଅଣ ସଂରକ୍ଷିତ କଳାହାଣ୍ଡି ଜିଲ୍ଲା ନର୍ଲା, କାର୍ଲାମୁଣ୍ଡା, ମଦନପୁର-ରାମପୁର, କେସିଙ୍ଗା (ଅଂଶ) ଭୂପିନ୍ଦର ସିଂହ କଂଗ୍ରେସ
୮୨ ବାଲିଗୁଡ଼ା ଅନୁସୂଚିତ ଜନଜାତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, କ. ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ, କରେନ୍ଦ୍ର ମାଝି ଭାଜପା
୮୩ ଘୁ. ଉଦୟଗିରି ଅନୁସୂଚିତ ଜନଜାତି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି (ବି), ରାଇକିଆ, ଦାରିଙ୍ଗବାଡ଼ି, ଘୁ. ଉଦୟଗିରି, ଟିକାବାଲି, ମନୋଜ କୁମାର ପ୍ରଧାନ ଭାଜପା
୮୪ ଫୁଲବାଣୀ ଅନୁସୂଚିତ ଜନଜାତି କନ୍ଧମାଳ ଜିଲ୍ଲା ଫୁଲବାଣୀ (ବି), ଚକାପାଦ, ଫୁଲବାଣୀ, ଖଜୁରୀପଡ଼ା, ଫିରିଙ୍ଗିଆ, ଦେବେନ୍ଦ୍ର କହଁର ବିଜଦ
୮୫ କଣ୍ଟାମାଳ ଅଣ ସଂରକ୍ଷିତ ବୌଦ୍ଧ ଜିଲ୍ଲା କଣ୍ଟାମାଳ, ବୌଦ୍ଧ (ଅଂଶ) ଭଗବାନ କହଁର ବିଜଦ
୮୬ ବୌଦ୍ଧ ଅଣ ସଂରକ୍ଷିତ ବୌଦ୍ଧ ଜିଲ୍ଲା ବୌଦ୍ଧଗଡ଼ (ବି), ହରଭଙ୍ଗା, ବୌଦ୍ଧ (ଅଂଶ) ପ୍ରଦୀପ କୁମାର ଅମାତ ବିଜଦ
୮୭ ବଡ଼ମ୍ବା ଅଣ ସଂରକ୍ଷିତ କଟକ ଜିଲ୍ଲା ବଡ଼ମ୍ବା, ବଡ଼ମ୍ବା ନରସିଂହପୁର ଦେବୀପ୍ରସାଦ ମିଶ୍ର ବିଜଦ
୮୮ ବାଙ୍କୀ ଅଣ ସଂରକ୍ଷିତ କଟକ ଜିଲ୍ଲା ବାଙ୍କୀ (ବି), ବାଙ୍କୀ, ବାଙ୍କୀ-ଡମପଡ଼ା, ବାରଙ୍ଗ (ଅଂଶ) ପ୍ରଭାତ କୁମାର ତ୍ରିପାଠୀ ବିଜଦ
୮୯ ଆଠଗଡ଼ ଅଣ ସଂରକ୍ଷିତ କଟକ ଜିଲ୍ଲା ଆଠଗଡ଼ (ବି), ଆଠଗଡ଼, ତିଗିରିଆ, ଟାଙ୍ଗୀ-ଚୌଦ୍ୱାର (ଅଂଶ) ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଉ.ନି) ବିଜଦ
୯୦ ବାରବାଟି କଟକ ଅଣ ସଂରକ୍ଷିତ କଟକ ଜିଲ୍ଲା କଟକ (ମ) (ଅଂଶ) ଦେବାଶିଷ ସାମନ୍ତରାୟ ବିଜଦ
୯୧ ଚୌଦ୍ୱାର-କଟକ ଅଣ ସଂରକ୍ଷିତ କଟକ ଜିଲ୍ଲା ଚୌଦ୍ୱାର (ପୌ), ଚୌଦ୍ୱାର (O. G), ଚାରବାଟିଆ (C. T), କଟକ (ମ) (ଅଂଶ), ଟାଙ୍ଗୀ-ଚୌଦ୍ୱାର (ଅଂଶ) ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜଦ
୯୨ ନିଆଳି ଅନୁସୂଚିତ ଜାତି କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ (ଅଂଶ) ପ୍ରମୋଦ କୁମାର ମଲ୍ଲିକ ବିଜଦ
୯୩ କଟକ ସଦର ଅନୁସୂଚିତ ଜାତି କଟକ ଜିଲ୍ଲା କଟକ ସଦର, କଟକ (ମ) (ଅଂଶ), ନିଶ୍ଚିନ୍ତକୋଇଲି (ଅଂଶ) କାଳିନ୍ଦୀ ବେହେରା ବିଜଦ
୮୭ ସାଲେପୁର ଅଣ ସଂରକ୍ଷିତ କଟକ ଜିଲ୍ଲା ସାଲେପୁର, ଟାଙ୍ଗୀ-ଚୌଦ୍ୱାର (ଅଂଶ) ଚନ୍ଦ୍ର ସାରଥୀ ବେହେରା ବିଜଦ
୯୫ ମାହାଙ୍ଗା ଅଣ ସଂରକ୍ଷିତ କଟକ ଜିଲ୍ଲା ମାହାଙ୍ଗା, ନିଶ୍ଚିନ୍ତକୋଇଲି (ଅଂଶ) ପ୍ରତାପ ଜେନା ବିଜଦ
୯୬ ପାଟକୁରା ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ, ଗରଦପୁର, ମାର୍ଶାଘାଇ (ଅଂଶ) ବେଦ ପ୍ରକାଶ ଅଗ୍ରୱାଲ ବିଜଦ
୯୭ କେନ୍ଦ୍ରାପଡ଼ା ଅନୁସୂଚିତ ଜାତି କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା (ପୌ), କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ (ଅଂଶ) ସିପ୍ରା ମଲ୍ଲିକ ବିଜଦ
୯୮ ଆଳି ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି, ରାଜକନିକା ପ୍ରତାପ କେଶରୀ ଦେବ ବିଜଦ
୯୯ ରାଜନଗର ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ (ବି), ରାଜନଗର, ପଟ୍ଟାମୁଣ୍ଡାଇ (ଅଂଶ) ଅଲେଖ କୁମାର ଜେନା ବିଜଦ
୧୦୦ ମହାକାଳପଡ଼ା ଅଣ ସଂରକ୍ଷିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା, ମାର୍ଶାଘାଇ (ଅଂଶ) ଅତନୁ ସବ୍ୟସାଚୀ ନାୟକ ବିଜଦ
୧୦୧ ପାରାଦ୍ୱୀପ ଅଣ ସଂରକ୍ଷିତ ଜଗତସିଂହପୁର ଜିଲ୍ଲା ପାରାଦୀପ (ପୌ), କୁଜଙ୍ଗ, ତିର୍ତ୍ତୋଲ (ଅଂଶ) ଦାମୋଦର ରାଉତ ବିଜଦ
୧୦୨ ତିର୍ତ୍ତୋଲ ଅନୁସୂଚିତ ଜାତି ଜଗତସିଂହପୁର ଜିଲ୍ଲା ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ (ଅଂଶ) ରବିନ୍ଦ୍ରନାଥ ଭୋଇ ବିଜଦ
୧୦୩ ବାଲିକୁଦା-ଏରସମା ଅଣ ସଂରକ୍ଷିତ ଜଗତସିଂହପୁର ଜିଲ୍ଲା ବାଲିକୁଦା, ଏରସମା ପ୍ରଶାନ୍ତ କୁମାର ମୁଦୁଲି ବିଜଦ
୧୦୪ ଜଗତସିଂହପୁର ଅଣ ସଂରକ୍ଷିତ ଜଗତସିଂହପୁର ଜିଲ୍ଲା ଜଗତସିଂହପୁର (ପୌ), ଜଗତସିଂହପୁର, ନୂଆଗାଁ ବିଷ୍ଣୁ ଚରଣ ଦାସ ବିଜଦ
୧୦୫ କାକଟପୁର ଅନୁସୂଚିତ ଜାତି ପୁରୀ ଜିଲ୍ଲା କୋଣାର୍କ (ବି), କାକଟପୁର, ଅସ୍ତରଙ୍ଗ, ଗୋପ(ଅଂଶ) ରବି ମଲ୍ଲିକ ବିଜଦ
୧୦୬ ନିମାପଡ଼ା ଅଣ ସଂରକ୍ଷିତ ପୁରୀ ଜିଲ୍ଲା ନିମାପଡ଼ା (ବି), ନିମାପଡ଼ା, ଗୋପ (ଅଂଶ) ସମିର ରଞ୍ଜନ ଦାଶ ବିଜଦ
୧୦୭ ପୁରୀ ଅଣ ସଂରକ୍ଷିତ ପୁରୀ ଜିଲ୍ଲା ପୁରୀ (ପୌ), ପୁରୀ ସଦର (ଅଂଶ), ଗୋପ (ଅଂଶ) ମହେଶ୍ୱର ମହାନ୍ତି ବିଜଦ
୧୦୮ ବ୍ରହ୍ମଗିରି ଅଣ ସଂରକ୍ଷିତ ପୁରୀ ଜିଲ୍ଲା ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର (ଅଂଶ) ସଞ୍ଜୟ କୁମାର ଦାସବର୍ମା ବିଜଦ
୧୦୯ ସତ୍ୟବାଦୀ ଅଣ ସଂରକ୍ଷିତ ପୁରୀ ଜିଲ୍ଲା ସତ୍ୟବାଦୀ, କଣାସ ପ୍ରସାଦ କୁମାର ହରିଚନ୍ଦନ କଂଗ୍ରେସ
୧୧୦ ପିପିଲି ଅଣ ସଂରକ୍ଷିତ ପୁରୀ ଜିଲ୍ଲା ପିପିଲି (ବି), ପିପିଲି, ଡେଲାଙ୍ଗ ପ୍ରଦୀପ ମହାରଥୀ ବିଜଦ
୧୧୧ ଜୟଦେବ ଅନୁସୂଚିତ ଜାତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା, ବାଲିପାଟଣା ଅରବିନ୍ଦ ଢାଲି ବିଜଦ
୧୧୨ ଭୁବନେଶ୍ୱର ସେଣ୍ଟ୍ରାଲ (ମଧ୍ୟ) ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର (ମ) (ଅଂଶ) ବିଜୟ କୁମାର ମହାନ୍ତି ବିଜଦ
୧୧୩ ଭୁବନେଶ୍ୱର ନର୍ଥ (ଉତ୍ତର) ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର (ମ) (ଅଂଶ), ଭୁବନେଶ୍ୱର (ଅଂଶ) ଭାଗିରଥୀ ବଡ଼ଜେନା ବିଜଦ
୧୧୪ ଏକାମ୍ର-ଭୁବନେଶ୍ୱର ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର (ମ) (ଅଂଶ), ଭୁବନେଶ୍ୱର (ଅଂଶ) ଅଶୋକ ଚନ୍ଦ୍ର ପଣ୍ଡା ବିଜଦ
୧୧୫ ଜଟଣୀ ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ (ପୌ), ଜଟଣୀ, ଖୋର୍ଦ୍ଦା (ଅଂଶ), ଭୁବନେଶ୍ୱର (ଅଂଶ) ବିଭୁତି ଭୂଷଣ ବଳବନ୍ତରାୟ ବିଜଦ
୧୧୬ ବେଗୁନିଆ ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ, ବୋଲଗଡ଼ ପ୍ରଶାନ୍ତ ନନ୍ଦ ବିଜଦ*
୧୧୭ ଖୋର୍ଦ୍ଧା ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା (ପୌ), ଟାଙ୍ଗୀ, ଖୋର୍ଦ୍ଦା (ଅଂଶ) ରାଜେନ୍ଦ୍ର କୁମାର ସାହୁ ସ୍ୱାଧୀନ
୧୧୮ ଚିଲିକା ଅଣ ସଂରକ୍ଷିତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ (ବି), ବାଣପୁର (ବି), ଚିଲିକା, ବାଣପୁର ରଘୁନାଥ ସାହୁ ବିଜଦ
୧୧୯ ରଣପୁର ଅଣ ସଂରକ୍ଷିତ ନୟାଗଡ଼ ଜିଲ୍ଲା ରଣପୁର, ଓଡ଼ଗାଁ (ଅଂଶ) ସତ୍ୟନାରାୟଣ ପ୍ରଧାନ ବିଜଦ
୧୨୦ ଖଣ୍ଡପଡ଼ା ଅଣ ସଂରକ୍ଷିତ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା (ବି), ଖଣ୍ଡପଡ଼ା, ଭାପୁର ସିଦ୍ଧାର୍ଥ ଶେଖର ସିଂହ ବିଜଦ
୧୨୧ ଦଶପଲ୍ଲା ଅନୁସୂଚିତ ଜାତି ନୟାଗଡ଼ ଜିଲ୍ଲା ଦଶପଲ୍ଲା, ଗଣିଆ, ନୂଆଗାଁ କାଶିନାଥ ମଲ୍ଲିକ ବିଜଦ
୧୨୨ ନୟାଗଡ଼ ଅଣ ସଂରକ୍ଷିତ ନୟାଗଡ଼ ଜିଲ୍ଲା ନୟାଗଡ଼ (ବି), ନୟାଗଡ଼, ଓଡ଼ଗାଁ (ଅଂଶ) ଅରୁଣ କୁମାର ସାହୁ ବିଜଦ
୧୨୩ ଭଞ୍ଜନଗର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର (ବି), ଭଞ୍ଜନଗର, ଜଗନ୍ନାଥପ୍ରସାଦ ବିକ୍ରମ କେଶରୀ ଆରୁଖ ବିଜଦ
୧୨୪ ପୋଲସରା ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା (ବି), ପୋଲସରା (ବି), ବୁଗୁଡ଼ା, ପୋଲସରା ନିରଞ୍ଜନ ପ୍ରଧାନ ବିଜଦ
୧୨୫ କବିସୂର୍ଯ୍ୟ ନଗର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର(ବି), କୋଦଳା (ବି), ବେଗୁନିଆପଡ଼ା, କବିସୂର୍ଯ୍ୟନଗର (ଅଂଶ), ପୁରୁଷୋତ୍ତମପୁର (ଅଂଶ) ଭି. ସୁଜ୍ଞାନ କୁମାରୀ ଦେଓ ବିଜଦ
୧୨୬ ଖଲ୍ଲିକୋଟ ଅନୁସୂଚିତ ଜାତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ (ବି), ପୁରୁଷୋତ୍ତମପୁର (ବି), ଖଲିକୋଟ, ପୁରୁଷୋତ୍ତମପୁର (ଅଂଶ) ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜଦ
୧୨୭ ଛତ୍ରପୁର ଅନୁସୂଚିତ ଜାତି ଗଞ୍ଜାମ ଜିଲ୍ଲା ଛତ୍ରପୁର (ବି), ଗଞ୍ଜାମ (ବି), ରମ୍ଭା (ବି), ଗଞ୍ଜାମ, ଛତ୍ରପୁର ଆଦିକନ୍ଦ ସେଠୀ ସି. ପି. ଆଇ
୧୨୮ ଆସିକା ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଆସିକା (ବି), ଆସିକା, କବିସୂର୍ଯ୍ୟ ନଗର (ଅଂଶ) ଦେବରାଜ ମହାନ୍ତି ବିଜଦ
୧୨୯ ସୋରଡ଼ା ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ସୋରଡ଼ା (ବି), ବେଲଗୁଣ୍ଠା (ବି), ସୋରଡ଼ା, ବେଲଗୁଣ୍ଠା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜଦ
୧୩୦ ସାନଖେମୁଣ୍ଡି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି, ଧରାକୋଟ ରମେଶ ଚନ୍ଦ୍ର ଜେନା କଂଗ୍ରେସ
୧୩୧ ହିଞ୍ଜିଳି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ (ବି), ହିଞ୍ଜିଳିକାଟୁ, ଶେରଗଡ଼ ନବୀନ ପଟ୍ଟନାୟକ ବିଜଦ
୧୩୨ ଗୋପାଳପୁର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଗୋପାଳପୁର (ବି), ରଙ୍ଗେଇଲୁଣ୍ଡା, କୁକୁଡ଼ାଖଣ୍ଡି (ଅଂଶ), ବ୍ରହ୍ମପୁର (ପୌ) (ଅଂଶ) ପ୍ରଦୀପ କୁମାର ପାଣିଗ୍ରାହୀ ବିଜଦ
୧୩୩ ବ୍ରହ୍ମପୁର ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର (ପୌ) (ଅଂଶ), ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିଜଦ
୧୩୪ ଦିଗପହଣ୍ଡି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି (ବି), ଦିଗପହଣ୍ଡି, କୁକୁଡ଼ାଖଣ୍ଡି (ଅଂଶ) ସୂର୍ଯ୍ୟନାରାୟଣ ପାତ୍ର ବିଜଦ
୧୩୫ ଚିକିଟି ଅଣ ସଂରକ୍ଷିତ ଗଞ୍ଜାମ ଜିଲ୍ଲା ଚିକିଟି (ବି), ଚିକିଟି, ଚିକିଟି ପାତ୍ରପୁର ଉଷାଦେବୀ ବିଜଦ
୧୩୬ ମୋହନା ଅନୁସୂଚିତ ଜନଜାତି ଗଜପତି ଜିଲ୍ଲା ମୋହନା, ରା. ଉଦୟଗିରି, ନୂଆଗଡ଼, ରାୟଗଡ଼ା ଚକ୍ରଧର ପାଇକ କଂଗ୍ରେସ
୧୩୭ ପାରଳାଖେମୁଣ୍ଡି ଅଣ ସଂରକ୍ଷିତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି (ପୌ), କାଶିନଗର (ବି), ପାରଳାଖେମୁଣ୍ଡି, ଗୁମା, କାଶିନଗର କୋଦୁରୁ ନାରାୟଣ ରାଓ ବିଜଦ
୧୩୮ ଗୁଣୁପୁର ଅନୁସୂଚିତ ଜନଜାତି ରାୟଗଡ଼ା ଜିଲ୍ଲା ଗୁଣୁପୁର (ବି), ଗୁଡାରୀ (ବି), ଗୁଣୁପୁର, ଗୁଡାରୀ, ରାମନଗୁଡ଼ା, ପଦମପୁର, ଚନ୍ଦ୍ରପୁର ରାମମୂର୍ତ୍ତି ମୁତିକା ବିଜଦ
୧୩୯ ବିଷମ କଟକ ଅନୁସୂଚିତ ଜନଜାତି ରାୟଗଡ଼ା ଜିଲ୍ଲା ବିଷମ କଟକ, ମୁନିଗୁଡ଼ା, କୋଲନରା, କଲ୍ୟାଣସିଂପୁର ଡମ୍ବରୁଧର ଉଲାକା କଂଗ୍ରେସ
୧୪୦ ରାୟଗଡ଼ା ଅନୁସୂଚିତ ଜନଜାତି ରାୟଗଡ଼ା ଜିଲ୍ଲା ରାୟଗଡ଼ା (ପୌ), ରାୟଗଡ଼ା, କାଶୀପୁର ଲାଲ ବିହାରି ହିମିରିକା ବିଜଦ
୧୪୧ ଲକ୍ଷ୍ମୀପୁର ଅନୁସୂଚିତ ଜନଜାତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ଦଶମନ୍ତପୁର, ବନ୍ଧୁଗାଁ, ନାରାୟଣପାଟଣା ଝିନ ହିକ୍‌କା ବିଜଦ
୧୪୨ କୋଟପାଡ଼ ଅନୁସୂଚିତ ଜନଜାତି କୋରାପୁଟ ଜିଲ୍ଲା କୋଟପାଡ଼ (ବି), କୋଟପାଡ଼, କୁନ୍ଦ୍ରା, ବୋରିଗୁମ୍ମା (ଅଂଶ), ବୈପାରୀଗୁଡ଼ା (ଅଂଶ) ବାସୁଦେବ ମାଝି କଂଗ୍ରେସ
୧୪୩ ଜୟପୁର ଅଣ ସଂରକ୍ଷିତ କୋରାପୁଟ ଜିଲ୍ଲା ଜୟପୁର (ପୌ), ଜୟପୁର, ବୋରିଗୁମ୍ମା (ଅଂଶ) ରବି ନାରାୟଣ ନନ୍ଦ ବିଜଦ
୧୪୪ କୋରାପୁଟ ଅନୁସୂଚିତ ଜାତି କୋରାପୁଟ ଜିଲ୍ଲା କୋରାପୁଟ (ବି), ସୁନାବେଡ଼ା (ବି), ଲମ୍ପତାପୁଟ, କୋରାପୁଟ (ଅଂଶ) , ବୈପାରୀଗୁଡ଼ା (ଅଂଶ) ରଘୁରାମ ପଦଲ ବିଜଦ
୧୪୫ ପଟ୍ଟାଙ୍ଗି ଅନୁସୂଚିତ ଜନଜାତି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, କୋରାପୁଟ (ଅଂଶ) ରାମଚନ୍ଦ୍ର କଦମ କଂଗ୍ରେସ
୧୪୬ ମାଲକାନଗିରି ଅନୁସୂଚିତ ଜନଜାତି ମାଲକାନଗିରି ଜିଲ୍ଲା ମାଲକାନଗିରି (ବି), ମାଲକାନଗିରି, କାଲିମେଳା, ପୋଡ଼ିଆ, କୋରୁକୁଣ୍ଡା (ଆଂଶିକ) ମୁକୁନ୍ଦ ସୋଡ଼ୀ ବିଜଦ
୧୪୭ ଚିତ୍ରକୋଣ୍ଡା ଅନୁସୂଚିତ ଜନଜାତି ମାଲକାନଗିରି ଜିଲ୍ଲା ବାଲିମେଳା (ବି), ମାଥିଲି, କୁଡୁମୁଳୁଗୁମ୍ମା, ଖଇରପୁଟ, କୋରୁକୋଣ୍ଡା (ଆଂଶିକ) ମମତା ମାଢ଼ୀ କଂଗ୍ରେସ

୧୬ତମ ବିଧାନ ସଭା ସଦସ୍ୟଗଣ[ସମ୍ପାଦନା]

ବିଧାନ ସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ମଣ୍ଡଳୀ କ୍ରମାଙ୍କ ବିଧାନ ସଭା ସଭ୍ୟ
ଅତାବିରା(ସଂ) ସ୍ନେହାଙ୍ଗିନୀ ଛୁରିଆ
ଅନୁଗୁଳ ୬୧ ରଜନୀକାନ୍ତ ସିଂହ
ଆଠଗଡ ୮୯ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଆଠମଲ୍ଲିକ ୬୩ ରମେଶ ଚନ୍ଦ୍ର ସାଇ
ଆନନ୍ଦପୁର(ସଂ) ୨୨ ଭାଗିରଥୀ ସେଠୀ
ଆଳି ୯୮ ପ୍ରତାପ କେଶରୀ ଦେବ
ଆସ୍କା ୧୨୮ ମଞ୍ଜୁଳା ସ୍ୱାଇଁ
ଉଦଳା (ସଂ) ୩୧ ଭାସ୍କର ମଢ଼େଇ
ଉମରକୋଟ(ସଂ) ୭୩ ନିତ୍ୟାନନ୍ଦ ଗଣ୍ଡ
ଏକାମ୍ର ଭୁବନେଶ୍ୱର ୧୧୪ ଅଶୋକ ଚନ୍ଦ୍ର ପଣ୍ଡା
କଟକ ସଦର(ସଂ) ୯୩ ଚନ୍ଦ୍ର ସାରଥି ବେହେରା
କଣ୍ଟାବାଞ୍ଜି ୭୦ ସନ୍ତୋଷ ସିଂ ସାଲୁଜା
କଣ୍ଟାମାଳ ୮୫ ମହୀଧର ରଣା
କବିସୂର୍ଯ୍ୟ ନଗର ୧୨୫ ଲତିକା ପ୍ରଧାନ
କରଂଜିଆ(ସଂ) ୩୦ ବାସନ୍ତୀ ହେମ୍ବ୍ରମ
କାକଟପୁର(ସଂ) ୧୦୫ ତୁଷାରକାନ୍ତି ବେହେରା
କାମାକ୍ଷାନଗର ୫୭ ପ୍ରଫୁଲ୍ଲ କୁମାର ମଲ୍ଲିକ
କୁଚିଣ୍ଡା(ସଂ) ୧୫ କିଶୋର ଚନ୍ଦ୍ର ନାୟକ
କେନ୍ଦୁଝର(ସଂ) ୨୪ ମୋହନ ଚରଣ ମାଝୀ
କେନ୍ଦ୍ରାପଡ଼ା ୯୭ ଶଶିଭୂଷଣ ବେହେରା
କୋଟପାଡ଼(ସଂ) ୧୪୨ ପଦ୍ମିନୀ ଦିଆନ
କୋରାପୁଟ(ସଂ) ୧୪୪ ରଘୁରାମ ପୋଡାଲ
କୋରାଇ ୫୩ ଅଶୋକ କୁମାର ବଳ
ଖଣ୍ଡପଡ଼ା ୧୨୦ ସୌମ୍ୟ ରଞ୍ଜନ ପଟ୍ଟନାୟକ
ଖଡ଼ିଆଳ ୭୨ ଅଧିରାଜ ମୋହନ ପାଣିଗ୍ରାହୀ
ଖଲ୍ଲିକୋଟ (ସଂ) ୧୨୬ ସୂର୍ଯ୍ୟମଣି ବୈଦ୍ୟ
ଖୋର୍ଦ୍ଧା ୧୧୭ ଜ୍ୟୋତିରିନ୍ଦ୍ର ନାଥ ମିତ୍ର
ଗୁଣୁପୁର(ସଂ) ୧୩୮ ରଘୁନାଥ ଗମାଙ୍ଗ
ଗୋପାଳପୁର ୧୩୨ ପ୍ରଦୀପ କୁମାର ପାଣିଗ୍ରାହୀ
ଘସିପୁରା ୨୧ ବଦ୍ରି ନାରାୟଣ ପାତ୍ର
ଚମ୍ପୁଆ ୨୫ ମିନାକ୍ଷୀ ମହନ୍ତ
ଚାନ୍ଦବାଲି ୪୭ ବ୍ୟୋମକେଶ ରାୟ
ଚିକିଟି ୧୩୫ ଉଷା ଦେବୀ
ଚିତ୍ରକୋଣ୍ଡା(ସଂ) ୧୪୭ ପୂର୍ଣଚନ୍ଦ୍ର ବକା
ଚିଲିକା ୧୧୮ ପ୍ରଶାନ୍ତ କୁମାର ଜଗଦେବ
ଚୌଦ୍ୱାର କଟକ ୯୧ ସୌଭିକ ବିଶ୍ୱାଳ
ଛତ୍ରପୁର ୧୨୭ ସୁବାସ ଚନ୍ଦ୍ର ବେହେରା
ଛେଣ୍ଡିପଦା(ସଂ) ୬୨ ସୁଶାନ୍ତ କୁମାର ବେହେରା
ଜଗତସିଂହପୁର ୧୦୪ ପ୍ରଶାନ୍ତ କୁମାର ମୁଦୁଲି
ଜଟଣୀ ୧୧୫ ସୁରେଶ କୁମାର ରାଉତରାୟ
ଜଳେଶ୍ୱର ୩୫ ଅଶ୍ୱିନୀ କୁମାର ପାତ୍ର
ଜି.ଉଦୟଗିରି(ସଂ) ୮୩ ସାଲୁଜା ପ୍ରଧାନ
ଜୁନାଗଡ଼ ୭୮ ଦିବ୍ୟଶଙ୍କର ମିଶ୍ର
ଜୟପୁର ୧୪୩ ତାରାପ୍ରସାଦ ବାହିନୀପତି
ଜୟଦେବ ୧୧୧ ଅରବିନ୍ଦ ଢାଲି
ଝରିଗ୍ରାମ ୭୪ ପ୍ରକାଶ ଚନ୍ଦ୍ର ମାଝୀ
ଝାରସୁଗୁଡ଼ା ନବ କିଶୋର ଦାସ
ଟିଟିଲାଗଡ଼ ୬୯ ଟୁକୁନି ସାହୁ
ଡାବୁଗାଁ(ସଂ) ୭୬ ମନୋହର ରନ୍ଧାରୀ
ଢେଙ୍କାନାଳ ୫୫ ସୁଧୀର କୁମାର ସାମଲ
ତଳସରା(ସଂ) ଭବାନୀ ଶଙ୍କର ଭୋଇ
ତାଳଚେର ୬୦ ବ୍ରଜ କିଶୋର ପ୍ରଧାନ
ତିର୍ତ୍ତୋଲ (ସଂ) ୧୦୨ ବିଷ୍ଣୁ ଚରଣ ଦାସ
ତେଲକୋଇ (ସଂ) ୨୦ ପ୍ରେମାନନ୍ଦ ନାଏକ
ଦଶପଲ୍ଲା(ସଂ) ୧୨୧ ରମେଶ ଚନ୍ଦ୍ର ବେହେରା
ଦିଗପହଣ୍ଡି ୧୩୪ ସୂର୍ଯ୍ୟ ନାରାୟଣ ପାତ୍ର
ଦେବଗଡ ୧୯ ସୁବାଶ ଚନ୍ଦ୍ର ପାଣିଗ୍ରାହୀ
ଧର୍ମଗଡ଼ ୭୯ ମୌସଦୀ ବାଗ
ଧର୍ମଶାଳା ୫୧ ପ୍ରଣବ କୁମାର ବଳବନ୍ତରାୟ
ଧାମନଗର (ସଂ) ୪୬ ବିଷ୍ଣୁ ଚରଣ ସେଠୀ
ନବରଙ୍ଗପୁର(ସଂ) ୭୫ ସଦାଶିବ ପ୍ରଧାନୀ
ନର୍ଲା ୮୧ ଭୂପିନ୍ଦର ସିଂ
ନିଆଳୀ ୯୨ ପ୍ରମୋଦ କୁମାର ମଲ୍ଲିକ
ନିମାପଡ଼ା ୧୦୬ ସମୀର ରଞ୍ଜନ ଦାସ
ନୀଳଗିରି ୪୦ ସୁକାନ୍ତ କୁମାର ନାୟକ
ନୂଆପଡ଼ା ୭୧ ରାଜେନ୍ଦ୍ର ଢ଼ୋଲକିଆ
ନୟାଗଡ଼ ୧୨୨ ଅରୁଣ କୁମାର ସାହୁ
ପଟାଙ୍ଗୀ ୧୪୫ ପ୍ରୀତମ୍ ପାଢ଼ୀ
ପଦ୍ମପୁର ବିଜୟରଞ୍ଜନ ସିଂ ବରିହା
ପରଜଙ୍ଗ ୫୮ ନୃସିଂହ ଚରଣ ସାହୁ
ପାଟକୁରା ୯୬ ସାବିତ୍ରୀ ଅଗରୱାଲ [୪]
ପାଟଣା ୨୩ ଜଗନ୍ନାଥ ନାଏକ
ପାଟଣାଗଡ଼ ୬୭ ସରୋଜ ମେହେର
ପାରଳାଖେମୁଣ୍ଡି ୧୩୭ କେ. ନାରାୟଣ ରାଓ
ପାରାଦୀପ ୧୦୧ ସମ୍ବିତ ରାଉତରାୟ
ପୁରୀ ୧୦୭ ଜୟନ୍ତ କୁମାର ଷଡ଼ଙ୍ଗୀ
ପାଲଲହଡା ୫୯ ମୁକେଶ କୁମାର ପାଲ
ପିପିଲି ୧୧୦ ପ୍ରଦୀପ ମହାରଥୀ
ପୋଲସରା ୧୨୪ ଶ୍ରୀକାନ୍ତ ସାହୁ
ଫୁଲବାଣୀ ୮୪ ଅଙ୍ଗଦ କଅଁର
ବଡ଼ଚଣା ୫୦ ଅମର ପ୍ରସାଦ ଶତପଥୀ
ବଡ଼ମ୍ବା ୮୭ ଦେବୀ ପ୍ରସାଦ ମିଶ୍ର
ବଡ଼ସାହି (ସଂ) ୩୨ ସନାତନ ବିଜୁଳି
ବଣାଇଗଡ଼(ସଂ) ୧୪ ଲକ୍ଷ୍ମଣ ମୁଣ୍ଡା
ବରଗଡ଼ ଦେବେଶ ଆଚାର୍ଯ୍ୟ
ବରୀ ୪୯ ସୁନନ୍ଦା ଦାସ
ବସ୍ତା ୩୭ ନିତ୍ୟାନନ୍ଦ ସାହୁ
ବଲାଙ୍ଗୀର ୬୮ ନରସିଂହ ମିଶ୍ର
ବାଙ୍କି ୮୮ ଦେବୀରଞ୍ଜନ ତ୍ରିପାଠୀ
ବାଙ୍ଗିରିପୋଷି (ସଂ) ୨୯ ସୁଦାମ ମାରାଣ୍ଡି
ବାରବାଟୀ-କଟକ ୯୦ ମହମ୍ମଦ ମୁକ୍କିମ
ବାରିପଦା (ସଂ) ୩୩ ପ୍ରକାଶ ସୋରେନ
ବାଲିକୁଦା ଏରସମା ୧୦୩ ରଘୁନନ୍ଦନ ଦାସ
ବାଲିଗୁଡ଼ା(ସଂ) ୮୨ ଚକ୍ରମଣି କହଁର
ବାଲେଶ୍ୱର ୩୮ ମଦନମୋହନ ଦତ୍ତ
ବାସୁଦେବପୁର ୪୫ ବିଷ୍ଣୁବ୍ରତ ରାଉତରାୟ
ବିଞ୍ଝାରପୁର (ସଂ) ୪୮ ପ୍ରମିଳା ମଲ୍ଲିକ
ବିଜେପୁର ନବୀନ ପଟ୍ଟନାୟକ
ବିଷମ କଟକ(ସଂ) ୧୩୯ ଜଗନ୍ନାଥ ସାରକା
ବୀରମହାରାଜପୁର(ସଂ) ୬୪ ପଦ୍ମନାଭ ବେହେରା
ବୀରମିତ୍ରପୁର(ସଂ) ୧୦ ଶଙ୍କର ଓରାମ
ବେଗୁନିଆ ୧୧୬ ରାଜେନ୍ଦ୍ର କୁମାର ସାହୁ
ବୌଦ୍ଧ ୮୬ ପ୍ରଦୀପ କୁମାର ଅମାତ
ବ୍ରଜରାଜନଗର କିଶୋର କୁମାର ମହାନ୍ତି
ବ୍ରହ୍ମଗିରି ୧୦୮ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ବ୍ରହ୍ମପୁର ୧୩୩ ବିକ୍ରମ କୁମାର ପଣ୍ଡା
ଭଞ୍ଜନଗର ୧୨୩ ବିକ୍ରମ କେଶରୀ ଆରୁଖ
ଭଦ୍ରକ ୪୪ ସଞ୍ଜିବ କୁମାର ମଲିକ
ଭଣ୍ଡାରିପୋଖରୀ ୪୩ ପ୍ରଫୁଲ ସାମଲ
ଭଟଲି ସୁଶାନ୍ତ ସିଂ
ଭବାନୀପାଟଣା(ସଂ) ୮୦ ପ୍ରଦୀପ୍ତ କୁମାର ନାୟକ
ଭୁବନେଶ୍ୱର (ଉତ୍ତର) ୧୧୩ ସୁଶାନ୍ତ କୁମାର ରାଉତ
ଭୁବନେଶ୍ୱର (ମଧ୍ୟ) ୧୧୨ ଅନନ୍ତ ନାରାୟଣ ଜେନା
ଭୋଗରାଇ ୩୬ ଅନନ୍ତ ଦାସ
ମହାକାଳପଡ଼ା ୧୦୦ ଅତନୁ ସବ୍ୟସାଚୀ ନାୟକ
ମାଲକାନଗିରି(ସଂ) ୧୪୬ ଆଦିତ୍ୟ ମାଢ଼ୀ
ମାହାଙ୍ଗା ୯୫ ପ୍ରତାପ ଜେନା
ମୋହନା(ସଂ) ୧୩୬ ଦାଶରଥୀ ଗମାଙ୍ଗ
ମୋରଡ଼ା ୩୪ ରାଜକିଶୋର ଦାସ
ଯଶିପୁର (ସଂ) ୨୬ ଗଣେଶରାମ ଖୁଣ୍ଟିଆ
ଯାଜପୁର ୫୨ ପ୍ରଣବ ପ୍ରକାଶ ଦାସ
ରଘୁନାଥପାଲ୍ଲି(ସଂ) ୧୧ ସୁବ୍ରତ ତରାଇ
ରଣପୁର ୧୧୯ ସତ୍ୟନାରାୟଣ ପ୍ରଧାନ
ରାଉରକେଲା ୧୨ ଶାରଦା ପ୍ରସନ୍ନ ନାୟକ
ରାଇରଂଗପୁର ୨୮ ନବ ଚରଣ ମାଝୀ
ରାଜଗାଙ୍ଗପୁର(ସଂ) ୧୩ ସି.ଏସ୍.ରାଜନ୍ ଏକ୍କା
ରାଜନଗର ୯୯ ଧ୍ରୁବ ଚରଣ ସାହୁ
ରାୟଗଡ଼ା(ସଂ) ୧୪୦ ମାର୍କଣ୍ଡ ମୁଦୁଲି
ରେଙ୍ଗାଲି(ସଂ) ୧୬ ନାଉରୀ ନାୟକ
ରେଢାଖୋଲ ୧୮ ରୋହିତ ପୂଜାରୀ
ରେମୁଣା (ସଂ) ୩୯ ସୁଧାଂଶୁ ଶେଖର ପରିଡ଼ା
ଲକ୍ଷ୍ମୀପୁର(ସଂ) ୧୪୧ ପ୍ରଭୁ ଜାନୀ
ଲାଞ୍ଜିଗଡ଼(ସଂ) ୭୭ ପ୍ରଦୀପ କୁମାର ଦିଶାରୀ
ଲୋଇସିଂହା(ସଂ) ୬୬ ମୁକେଶ ମହାଲିଙ୍ଗା
ସତ୍ୟବାଦୀ ୧୦୯ ଉମାକାନ୍ତ ସାମନ୍ତରାୟ
ସମ୍ବଲପୁର ୧୭ ଜୟନାରାୟଣ ମିଶ୍ର
ସାନଖେମୁଣ୍ଡି ୧୩୦ ରମେଶ ଚନ୍ଦ୍ର ଜେନା
ସାରସକଣା (ସଂ) ୨୭ ବୁଧନ ମୁର୍ମୁ
ସାଲେପୁର ୮୭ ପ୍ରଶାନ୍ତ ବେହେରା
ଶିମୁଳିଆ ୪୨ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ସୁକିନ୍ଦା ୫୪ ପ୍ରୀତିରଞ୍ଜନ ଘଡ଼େଇ
ସୁନ୍ଦରଗଡ଼(ସଂ) କୁସୁମ ଟେଟେ
ସୋନପୁର ୬୫ ନିରଞ୍ଜନ ପୂଜାରୀ
ସୋରଡା ୧୨୯ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସୋରୋ (ସଂ) ୪୧ ପର୍ଶୁରାମ ଧଡା
ହିଞ୍ଜିଳି ୧୩୧ ନବୀନ ପଟ୍ଟନାୟକ
ହିନ୍ଦୋଳ (ସଂ) ୫୬ ସୀମାରାଣୀ ନାୟକ

ସଂ: ସଂରକ୍ଷିତ

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Assembly ନିର୍ବାଚନ ମଣ୍ଡଳୀ and their EXtent" (PDF). Archived (PDF) from the original on 2016-03-05. Retrieved 2013-04-21.
  2. "Seats of Odisha". Archived from the original on 2016-03-05. Retrieved 2013-04-21.
  3. "List of Member in Fourteenth Assembly". ws.ori.nic.in. Archived from the original on 2 May 2007. Retrieved 19 February 2013. MEMBER NAME
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; :3 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।