ଗଞ୍ଜାମ ଜିଲ୍ଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗଞ୍ଜାମ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 19°22′59″N 85°03′00″E / 19.383°N 85.05°E / 19.383; 85.05ଦିଗବାରେଣି: 19°22′59″N 85°03′00″E / 19.383°N 85.05°E / 19.383; 85.05
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ବ୍ରହ୍ମପୁର, ଆସ୍କା, କନ୍ଧମାଳ
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୧୩ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା ୮,୦୭୦.୬ km (୩,୧୧୬.୧ sq mi)
ଜନସଂଖ୍ୟା (୨୦୧୧)
 • ଜିଲ୍ଲା ୩୫,୨୦,୧୫୧
 • କ୍ରମାଙ୍କ ଓଡ଼ିଶାରେ ପ୍ରଥମ (୧/୩୦)
 • ଘନତା ୪୨୯/km (୧,୧୧୦/sq mi)
 • ସହରାଞ୍ଚଳ ୭,୬୬,୫୬୩
 • ଗ୍ରାମାଞ୍ଚଳ ୨୭,୫୩,୫୮୮
 • ୬ ବର୍ଷରୁ କମ ଶିଶୁ ୩,୯୭,୯୨୦
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬୧ xxx
ଗାଡି ପଞ୍ଜୀକରଣ OR/07
ଜିଲ୍ଲାପାଳ ଡ. କୃଷ୍ଣ କୁମାର
ୱେବସାଇଟ ମୁଖ୍ୟ ୱେବସାଇଟ

ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ଶାଢ଼ୀ ତିଆରି ପାଇଁ ଜଣାଶୁଣା ।

ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁରଭଞ୍ଜନଗର

ଭୂଗୋଳ[ସମ୍ପାଦନା]

ବିଶେଷ ତଥ୍ୟ[ସମ୍ପାଦନା]

  • ଆୟତନ: ୮୦୭୦.୬ ବର୍ଗ କି.ମି.[୧]

ଅବସ୍ଥିତି[ସମ୍ପାଦନା]

ଦିଗବାରେଣି: 19°13′48″N 82°33′0″E / 19.23°N 82.55°E / 19.23; 82.55
ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଅକ୍ଷାଂଶ ଓ ୮୨.୩୨ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନ ଠାରୁ ଏହାର ଉଚ୍ଚତା ୧,୮୭୬ ଫୁଟ ( ମି) ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୨] ଅନୁସାରେ, ଗଞ୍ଜାମ ଜିଲ୍ଲାର ମୋଟ ଲୋକସଂଖ୍ୟା ୩୫,୨୦,୧୫୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୭,୫୩,୫୮୮ ଓ ସହରାଞ୍ଚଳରେ ୭,୬୬,୫୬୩ ଲୋକ ବାସ କରନ୍ତି [୩]

  • ପୁରୁଷ: ୧୭,୭୭,୩୨୪
    • ଗ୍ରାମାଞ୍ଚଳ: ୧୩,୮୧,୦୫୧
    • ସହରାଞ୍ଚଳ: ୩,୯୬,୨୭୩
  • ମହିଳା: ୧୭,୪୨,୮୨୭
    • ଗ୍ରାମାଞ୍ଚଳ: ୧୩,୭୨,୫୩୭
    • ସହରାଞ୍ଚଳ: ୩,୭୦,୨୯୦
  • ଛ ବର୍ଷରୁ କମ: ୩,୯୭,୯୨୦
    • ଗ୍ରାମାଞ୍ଚଳ: ୩,୨୫,୩୫୯
    • ସହରାଞ୍ଚଳ: ୭୨,୫୬୧
  • ସାକ୍ଷରତା ହାର: ୭୧.୮୮%
    • ପୁରୁଷ: ୮୧.୫୫%
    • ମହିଳା: ୬୧.୮୪%

ଶିକ୍ଷା[ସମ୍ପାଦନା]

ବିଭାଗ[ସମ୍ପାଦନା]

  • ଉପଖଣ୍ଡ (ସବ୍ ଡିଭିଜନ): (୦୩): ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର
  • ତହସିଲ: (୧୨):
  • ବ୍ଳକ: (୨୨):
  • ସହର: ୧୮
  • ଗ୍ରାମ ପଞ୍ଚାୟତ: ୪୭୫
  • ଗ୍ରାମ: ୩,୨୨୯

ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ଲୋକସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

  1. ବ୍ରହ୍ମପୁର
  2. ଆସ୍କା
  3. କନ୍ଧମାଳ

ବିଧାନସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଭଞ୍ଜନଗର (୧୨୩)
  2. ପୋଲସରା (୧୨୪)
  3. କବିସୂର୍ଯ୍ୟନଗର (୧୨୫)
  4. ଖଲିକୋଟ (୧୨୬)
  5. ଛତ୍ରପୁର (୧୨୭)
  6. ଆସ୍କା (୧୨୮)
  7. ସୋରଡ଼ା (୧୨୯)
  8. ସାନଖେମୁଣ୍ଡି (୧୩୦)
  9. ହିଞ୍ଜିଳି (୧୩୧)
  10. ଗୋପାଳପୁର (୧୩୨)
  11. ବ୍ରହ୍ମପୁର (୧୩୩)
  12. ଦିଗପହଣ୍ଡି (୧୩୪)
  13. ଚିକିଟି (୧୩୫)

ପର୍ଯ୍ୟଟନ ସ୍ଥଳୀ[ସମ୍ପାଦନା]

ମହାନ ବ୍ୟକ୍ତିବିଶେଷ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]