ନବରଙ୍ଗପୁର ଜିଲ୍ଲା
ଦେଖଣା
ନବରଙ୍ଗପୁର | |
|---|---|
ଜିଲ୍ଲା | |
ଓଡ଼ିଶାରେ ଅବସ୍ଥାନ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକ ସଭା | ନବରଙ୍ଗପୁର |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନ ସଭା | ୪ଟି ଆସନ
|
| Area | |
| • ଜିଲ୍ଲା | 5294 km2 (2,044 sq mi) |
| Population (୨୦୧୧) | |
| • ଜିଲ୍ଲା | ୧୨୧୮୭୬୨ |
| • Density | 230/km2 (600/sq mi) |
| • Urban | ୮୭୭୦୫ |
| • Rural | ୧୧୩୧୦୫୭ |
| • ୬ ବର୍ଷରୁ କମ ଶିଶୁ | ୨୦୧୯୦୧ |
| Time zone | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୪ xxx |
| ତାର (ଏସ୍.ଟି.ଡ଼ି) | ୦୬ |
| ଯାନବାହାନ ପଞ୍ଚୀକରଣ | OD-24 |
| ଜିଲ୍ଲାପାଳ | ରଶ୍ମିତା ପଣ୍ଡା |
| Website | Official website |
ନବରଙ୍ଗପୁର ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ନବରଙ୍ଗପୁର ସହର ଏହାର ପ୍ରଶାସନିକ ମୁଖ୍ୟ ସହର । ଏହି ଜିଲ୍ଲାର ଅଧିକାଂଶ ଲୋକ ଆଦିବାସୀ ଓ ଅଧିକାଂଶ ଭୂଭାଗ ଜଙ୍ଗଲଦ୍ୱାରା ଆଚ୍ଛାଦିତ । ନବରଙ୍ଗପୁର ଓ ଉମରକୋଟ ଏହି ଜିଲ୍ଲାର ମୂଖ୍ୟ ସହର ।
ଭୂଗୋଳ
[ସମ୍ପାଦନା]ଅବସ୍ଥିତି
[ସମ୍ପାଦନା]ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଉତ୍ତର ଅକ୍ଷାଂଶ ଓ ୮୨.୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା[୧] ଅନୁସାରେ, ନବରଙ୍ଗପୁର ଜିଲ୍ଲାର ମୋଟ ଲୋକସଂଖ୍ୟା ୧୨,୧୮,୭୬୨ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୩୧,୦୫୭ ଓ ସହରାଞ୍ଚଳରେ ୮୭,୭୦୫ ଲୋକ ବାସ କରନ୍ତି । [୨] ।
- ପୁରୁଷ: ୬,୦୬,୦୪୬
- ଗ୍ରାମାଞ୍ଚଳ: ୫,୫୯,୯୩୩
- ସହରାଞ୍ଚଳ: ୪୪,୧୧୩
- ମହିଳା: ୬,୧୪,୭୧୬
- ଗ୍ରାମାଞ୍ଚଳ: ୫,୭୧,୧୨୪
- ସହରାଞ୍ଚଳ: ୪୩,୫୯୨
- ଛ ବର୍ଷରୁ କମ: ୨,୦୧,୯୦୧
- ପଢୁଆ ହାର: ୪୮.୨୦%
- ପୁରୁଷ: ୫୯.୪୫%
- ମହିଳା: ୩୭.୨୨%
ପର୍ଯ୍ୟଟନସ୍ଥଳୀ
[ସମ୍ପାଦନା]୨୦୧୨ ମସିହାରେ ନବରଙ୍ଗପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ୨ ଲକ୍ଷ ୭୦ ହଜାର ୮୨୦ ଜଣ ପର୍ଯ୍ୟଟକ ବୁଲି ଦେଖିଥିଲେ ।[୩]
- ପୋଡାଗଡ଼, ଉମରକୋଟ
- ଭଏଁରାଘୁମର, ଚନ୍ଦାହାଣ୍ଡି
- ଜଗନ୍ନାଥ ମନ୍ଦିର, ଚନ୍ଦାହାଣ୍ଡି
- ଚନ୍ଦନଧାରା ଜଳପ୍ରପାତ
- ହିର୍ଲୀ ପର୍ବତ, ନବରଙ୍ଗପୁର
- ଭଣ୍ଡାରଘରଣୀ ମନ୍ଦିର, ନବରଙ୍ଗପୁର
- କେଲିଆ ଶୈବପୀଠ, ଡାବୁଗାଁ
- ନୀଳକଣ୍ଠେଶ୍ୱ୍ଅର ମନ୍ଦିର, ପାପଡାହାଣ୍ଡି
- ପେଣ୍ଡ୍ରାଣୀ ମନ୍ଦିର, ଉମରକୋଟ
- ଘୁମରେଶ୍ୱର ଶୈବପୀଠ, ତେନ୍ତୁଳିଖୁଣ୍ଟି
ଆଧାର
[ସମ୍ପାଦନା]- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ "ପର୍ଯ୍ୟଟନସ୍ଥଳୀ ଅବହେଳିତ". ପ୍ରଗତିବାଦୀ. Retrieved 14 October 2016.
ଅଧିକ ତଥ୍ୟ
[ସମ୍ପାଦନା]- Official website
- ଜିଲ୍ଲା ନ୍ୟାୟପାଳିକା, ନବରଙ୍ଗପୁର
- The district Blog: Nabarangpur Archived 2008-02-24 at the Wayback Machine.
- Page on Orissa website Archived 2009-02-28 at the Wayback Machine.
- Lok Sabha debate on bringing railway to area
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |