ସୋନପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୩୧,୮୮୫ |
ଜିଲ୍ଲା: | ସୁବର୍ଣ୍ଣପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୧ |
ସୋନପୁର (କ୍ରମିକ ସଂଖ୍ୟା: ୬୫) ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୋନପୁର (ପୌ), ତରଭା (ବି), ସୋନପୁର ବ୍ଳକ, ତରଭା ବ୍ଳକ, ଡୁଙ୍ଗୁରିପାଲୀ ବ୍ଳକ ଓ ବିନିକା ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କଠାରୁ ୫୧୪୮୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନବକୃଷ୍ଣ ଦାନ୍ତଙ୍କଠାରୁ ୨୮,୩୦୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ସୋନପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ନିରଞ୍ଜନ ପୂଜାରୀ | ୬୮,୮୪୪ | ୪୩.୧୨ | - | |
ଭାଜପା | ନବକୃଷ୍ଣ ଦାନ୍ତ | ୪୦,୫୩୭ | ୨୫.୩୯ | - | |
କଂଗ୍ରେସ | ଜିତେନ୍ଦ୍ର ପଟ୍ଟନାୟକ | ୩୬,୦୪୪ | ୨୨.୫୭ | - | |
ସ୍ୱାଧୀନ | ବାଳ ଗୋପାଳ ମିଶ୍ର | ୬,୪୭୦ | ୪.୦୫ | - | |
ବସପା | ସୁଶାନ୍ତ କୁମାର ପଣ୍ଡା | ୨,୭୦୫ | ୧.୬୯ | - | |
ସମୃଦ୍ଧ ଓଡ଼ିଶା | ଜୀବେଶ୍ୱର ବେହେରା | ୨,୧୪୩ | ୧.୩୪ | - | |
ସ୍ୱାଧୀନ | ରଜନୀ କାନ୍ତ ନାଏକ | ୧,୧୯୬ | ୦.୭୫ | - | |
ସ୍ୱାଧୀନ | ଦିଲ୍ଲିପ କୁମାର ସାହୁ | ୮୮୫ | ୦.୫୫ | - | |
ସ୍ୱାଧୀନ | ଟଙ୍କଧର ଖମାରୀ | ୮୪୪ | ୦.୫୩ | - | |
ଭୋଟ ବ୍ୟବଧାନ | ୨୮,୩୦୭ | ୧୭.୭୩* | - | ||
ମତଦାନ ହାର | ୧,୫୯,୬୮୧ | ୭୨.୮୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭] [୮][୪]
- ୨୦୧୯: ନିରଞ୍ଜନ ପୂଜାରୀ (ବିଜଦ)
- ୨୦୧୪: ନିରଞ୍ଜନ ପୂଜାରୀ (ବିଜଦ)
- ୨୦୦୯: (୬୫): ନିରଞ୍ଜନ ପୂଜାରୀ (ବିଜଦ)
- ୨୦୦୪: (୧୧୨): ବିନୋଦ ପାତ୍ର (କଂଗ୍ରେସ)
- ୨୦୦୦: (୧୧୨): କୁନ୍ଦୁରୁ କୁଶାଳ (ବିଜଦ)
- ୧୯୯୫: (୧୧୨): କୁନ୍ଦୁରୁ କୁଶାଳ (ଜନତା ଦଳ)
- ୧୯୯୦: (୧୧୨): କୁନ୍ଦୁରୁ କୁଶାଳ (ଜନତା ଦଳ)
- ୧୯୮୫: (୧୧୨): ଅଚ୍ୟୁତ ବିଶ୍ୱାଳ (କଂଗ୍ରେସ)
- ୧୯୮୦: (୧୧୨): ଧନେଶ୍ୱର କୁମ୍ଭାର (କଂଗ୍ରେସ-ଇ)
- ୧୯୭୭: (୧୧୨): ଦେବରାଜ ସେଠ (ଜନତା)
- ୧୯୭୪: (୧୧୨): ଦୌଲତ ବାଘ (ସ୍ୱତନ୍ତ୍ର)
- ୧୯୭୧: (୧୦୦): ନୀଳାମ୍ବର ରାୟଗୁରୁ (ସ୍ୱତନ୍ତ୍ର)
- ୧୯୬୭: (୧୦୦): ନୀଳାମ୍ବର ରାୟଗୁରୁ (ସ୍ୱତନ୍ତ୍ର)
- ୧୯୬୧: (୪୯): ଦଉଲତ ଗଣ୍ଡ (ଗଣ ପରିଷଦ)
- ୧୯୫୭: (୩୪): ଅନନ୍ତରାମ ନନ୍ଦ (ଗଣ ପରିଷଦ) ଓ ଦଉଲତ ଗଣ୍ଡ (ଗଣ ପରିଷଦ)
- ୧୯୫୧: (୨୫): ଅନନ୍ତରାମ ନନ୍ଦ (ଗଣ ପରିଷଦ)
ଆଧାର
[ସମ୍ପାଦନା]- ↑ "Sonepur Assembly Election 2009, Orissa". empoweringindia.org. Archived from the original on 11 March 2014. Retrieved 10 June 2013.
Constituency: Sonepur (65) District : Subarnapur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
28307
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 112-Sonepur Constituency of ORISSA". eci.nic.in. 2006. Retrieved 10 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf