ପର୍ଜଙ୍ଗ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ପର୍ଜଙ୍ଗ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୯୦,୦୪୮ |
| ଜିଲ୍ଲା: | ଢେଙ୍କାନାଳ |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
| ପଞ୍ଚାୟତ ସମିତି: | ୩ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ପର୍ଜଙ୍ଗ (କ୍ରମିକ ସଂଖ୍ୟା: ୫୮) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପର୍ଜଙ୍ଗ ବ୍ଳକ, କଙ୍କଡ଼ାହାଡ଼ ବ୍ଳକ ଓ କାମାକ୍ଷାନଗର ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନୃସିଂହ ସାହୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ପ୍ରଧାନଙ୍କଠାରୁ ୩୦୫୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ନୃସିଂହ ସାହୁ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନଙ୍କଠାରୁ ୫,୧୮୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ପର୍ଜଙ୍ଗ [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ଡ. ନୃସିଂହ ସାହୁ | ୪୮,୧୩୧ | ୩୮.୭୩ | - | |
| ଭାଜପା | ବିଭୁତି ଭୂଷଣ ପ୍ରଧାନ | ୪୨,୯୪୩ | ୩୪.୫୬ | - | |
| କଂଗ୍ରେସ | ଲକ୍ଷ୍ମୀଧର ସାହୁ | ୨୧,୦୪୮ | ୧୬.୯୪ | N/A | |
| ସମୃଦ୍ଧ ଓଡ଼ିଶା | ପ୍ରତାପ ଚନ୍ଦ୍ର ମାରାଣ୍ଡି | ୭,୨୬୫ | ୫.୮୫ | - | |
| କଳିଙ୍ଗ ସେନା | ଅରୁପ ପରିଡ଼ା | ୧,୫୧୦ | ୧.୨୨ | - | |
| ବସପା | ପ୍ରେମାନନ୍ଦ ସାହୁ | ୧,୪୧୫ | ୧.୧୪ | - | |
| ଆରପିଆଇ | ରଞ୍ଜୁବାଳା ନାଏକ | ୧,୧୨୭ | ୦.୯୧ | - | |
| ଇଣ୍ଡିଆନ ଜଷ୍ଟିସ ପାର୍ଟି | ବିଦ୍ୟାଧର ନାଏକ | ୮୩୦ | ୦.୬୭ | - | |
| ଭୋଟ ବ୍ୟବଧାନ | ୫,୧୮୮ | ୪.୧୭* | - | ||
| ମତଦାନ ହାର | ୧,୨୪,୨୭୭ | ୬୯.୦୮ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ ଓ ୨୦୧୪ରେ କେବଳ ୨ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ।[୪]
- ୨୦୨୪: ବିଭୂତି ଭୂଷଣ ପ୍ରଧାନ (ବିଜେପି)
- ୨୦୧୯: ନୃସିଂହ ସାହୁ (ବିଜଦ)
- ୨୦୧୪: ନୃସିଂହ ସାହୁ (ବିଜଦ)
- ୨୦୦୯: (୫୮): ନୃସିଂହ ସାହୁ (ବିଜଦ)
ଆଧାର
[ସମ୍ପାଦନା]- ↑ "Parjanga Assembly Election 2009, Orissa". empoweringindia.org. Archived from the original on 5 March 2014. Retrieved 9 June 2013.
Constituency: Parjanga (58) District : Dhenkanal
- ↑ Assembly Constituencies and their EXtent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
5188
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf