ଅତାବିରା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
| ଅତାବିରା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ବିଧାୟକ: | ନିହାର ରଞ୍ଜନ ମହାନନ୍ଦ (ଭାଜପା) (୨୦୨୪) |
| ଆରକ୍ଷଣ: | ଅନୁସୂଚିତ ଜାତି |
| ମତଦାତା ସଂଖ୍ୟା (୨୦୨୪): | ୨,୨୨,୩୪୦ |
| ଜିଲ୍ଲା: | ବରଗଡ଼ ଜିଲ୍ଲା |
| ଲୋକ ସଭା ଆସନ: | ବରଗଡ଼ |
| ପଞ୍ଚାୟତ ସମିତି: | ୨ |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ଅତାବିରା (କ୍ରମିକ ସଂଖ୍ୟା: ୪) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଅତାବିରା (ବି), ଅତାବିରା ବ୍ଳକ ଓ ଭେଡେନ ବ୍ଳକ ।
ଗତ ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କଠାରୁ ୨୮,୯୧୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୧]
[୨][୩]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, କୋରାପୁଟ [୪] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| କଂଗ୍ରେସ | ନିହାର ରଞ୍ଜନ ମହାନନ୍ଦ | ୪୯,୩୯୬ | ୩୯.୬୫ | - | |
| ବିଜଦ | ସ୍ନେହାଙ୍ଗିନୀ ଛୁରିଆ | ୩୬,୦୬୭ | ୨୮.୯୫ | - | |
| ସ୍ୱାଧୀନ | ମିଲନ ସେଠ | ୧୬,୩୦୮ | ୧୩.୦୯ | - | |
| ଭାଜପା | ବିପିନ ଭୁସାଗର | ୧୧,୦୬୬ | ୮.୮୮ | - | |
| ବସପା | ମୁକ୍ତେଶ୍ୱର ମେହେର | ୩,୯୩୨ | ୩.୧୬ | - | |
| ସପା | ପ୍ରେମରାଜ ନିଆଳ | ୩,୪୬୨ | ୨.୭୮ | - | |
| ସ୍ୱାଧୀନ | ଚମାର ମହାନନ୍ଦ | ୧,୨୨୬ | ୦.୯୮ | - | |
| ସ୍ୱାଧୀନ | ବ୍ରଜ ମୋହନ କାଲେଟ | ୧,୧୨୨ | ୦.୯୦ | - | |
| ଓଡ଼ିଶା ମୁକ୍ତି ମୋର୍ଚ୍ଚା | ଶୁକ୍ର ମୁଦୁଲି | ୧୮୧୮ | ୨.୨୨ | - | |
| ଆରପିଆଇ (ଆ) | ପ୍ରେମାନନ୍ଦ କହଁର | ୧,୦୧୬ | ୦.୮୨ | - | |
| ଭୋଟ ବ୍ୟବଧାନ | ୧୩,୩୨୯ | ୧୦.୭୦* | - | ||
| ମତଦାନ ହାର | ୧,୨୪,୬୨୦ | ୬୫.୮୯ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ହେଲେ:
- ୨୦୧୯: ସ୍ନେହାଙ୍ଗିନୀ ଛୁରିଆ (ବିଜଦ)[୫]
- ୨୦୧୪: ସ୍ନେହାଙ୍ଗିନୀ ଛୁରିଆ (ବିଜଦ) [୬]
- ୨୦୦୯: ନିହାର ରଞ୍ଜନ ମହାନନ୍ଦ (କଂଗ୍ରେସ)
- ୧୯୬୧: ଦଳଗଞ୍ଜନ ଛୁରିଆ (କଂଗ୍ରେସ)
- ୧୯୫୨: ବିପିନ ବିହାରୀ ଦାସ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Attabira Assembly Election 2009, Orissa". empoweringindia.org. Archived from the original on 1 January 2014. Retrieved 24 May 2013.
Constituency: Attabira (4) District : Bargarh
- ↑ Assembly Constituencies and their Extent
- ↑ Seats of Odisha
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;:1ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ;:0ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।