ସମ୍ବଲପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ସମ୍ବଲପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୮,୯୯୪ |
ଜିଲ୍ଲା: | ସମ୍ବଲପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
ପଞ୍ଚାୟତ ସମିତି: | ୦ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୨ |
ପୌର ପରିଷଦ: | ୧ |
ସମ୍ବଲପୁର (କ୍ରମିକ ସଂଖ୍ୟା: ୧୭) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସମ୍ବଲପୁର (ପୌ), ହୀରାକୁଦ (ବି) ଓ ବୁର୍ଲା (ବି) ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ରାସେଶ୍ୱରୀ ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କଠାରୁ ୯୯୫୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ୍ୱର ମିଶ୍ରଙ୍କଠାରୁ ୭,୦୧୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ସମ୍ବଲପୁର | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ଭାଜପା | ଜୟନାରାୟଣ ମିଶ୍ର | ୩୪,୧୧୦ | ୪୩.୫୨ | - | |
କଂଗ୍ରେସ | ସୁରେଶ୍ୱର ମିଶ୍ର | ୨୭,୧୦୦ | ୩୪.୫୮ | - | |
ରାକପା | ସିଦ୍ଧାର୍ଥ ଦାସ | ୧୦,୧୦୫ | ୧୨.୮୯ | - | |
ବସପା | ମହମ୍ମଦ ମୁସ୍ତୁକିମ | ୩,୧୩୮ | ୪.୦୦ | - | |
ଝାମୁମୋ | ଜୁନୁସ ଆଇଣ୍ଡ | ୧,୨୨୧ | ୧.୫୬ | - | |
ସମୃଦ୍ଧ ଓଡ଼ିଶା | କଳ୍ପନା ମିଶ୍ର | ୭୫୯ | ୦.୯୭ | - | |
ସ୍ୱାଧୀନ | ଜୟଶ୍ରୀ ମିଶ୍ର | ୫୭୯ | ୦.୭୪ | - | |
କୋଶଳ କ୍ରାନ୍ତି ଦଳ | ସୁନିଲ କୁମାର ନନ୍ଦ | ୫୬୮ | ୦.୭୨ | - | |
ସ୍ୱାଧୀନ | ସନ୍ତୋଷ କୁମାର ଶର୍ମା | ୪୫୨ | ୦.୫୮ | - | |
ଇଣ୍ଡିଆନ ଜଷ୍ଟିସ ପାର୍ଟି | ସଞ୍ଜୟ କୁମାର ସାହୁ | ୩୩୯ | ୦.୪୩ | - | |
ଭୋଟ ବ୍ୟବଧାନ | ୭,୦୧୦ | ୮.୯୪* | - | ||
ମତଦାନ ହାର | ୭୮,୫୫୫ | ୪୫.୫୧ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:[୭][୮]
- ୨୦୨୪: ଜୟନାରାୟଣ ମିଶ୍ର (ଭାଜପା)
- ୨୦୧୯: ଜୟନାରାୟଣ ମିଶ୍ର (ଭାଜପା)
- ୨୦୧୪: ରାସେଶ୍ୱରୀ ପାଣିଗ୍ରାହୀ (ବିଜଦ)[୪]
- ୨୦୦୯: (୧୬): ଜୟନାରାୟଣ ମିଶ୍ର (ଭାଜପା)
- ୨୦୦୪: (୧୨୮): ଜୟନାରାୟଣ ମିଶ୍ର (ଭାଜପା)
- ୨୦୦୦: (୧୨୮): ଜୟନାରାୟଣ ମିଶ୍ର (ଭାଜପା)
- ୧୯୯୫: (୧୨୮): ଦୁର୍ଗା ଶଙ୍କର ପଟ୍ଟନାୟକ (କଂଗ୍ରେସ)
- ୧୯୯୦: (୧୨୮): ଦୁର୍ଗା ଶଙ୍କର ପଟ୍ଟନାୟକ (କଂଗ୍ରେସ)
- ୧୯୮୫: (୧୨୮): ଶ୍ରଦ୍ଧାକର ସୁପକାର (କଂଗ୍ରେସ)
- ୧୯୮୦: (୧୨୮): ଅଶ୍ୱିନୀ କୁମାର ଗୁରୁ (କଂଗ୍ରେସ-ଇ)
- ୧୯୭୭: (୧୨୮): ଝସକେତନ ସାହୁ (ଜନତା)
- ୧୯୭୪: (୧୨୮): ଶ୍ରୀବଲ୍ଲଭ ପାଣିଗ୍ରାହୀ (କଂଗ୍ରେସ)
- ୧୯୭୧: (୧୧୪): ଶ୍ରୀବଲ୍ଲଭ ପାଣିଗ୍ରାହୀ (ଜନ କଂଗ୍ରେସ)
- ୧୯୬୭: (୧୧୪): ବନମାଳି ବାବୁ (କଂଗ୍ରେସ)
- ୧୯୬୧: (୫୫): ବନମାଳି ବାବୁ (କଂଗ୍ରେସ)
- ୧୯୫୭: (୩୮): ଭିକାରୀ ଘାସି (ଗଣ ପରିଷଦ) ଓ ଲକ୍ଷ୍ମୀପ୍ରସାଦ ମିଶ୍ର (ଗଣ ପରିଷଦ)
- ୧୯୫୧: (୩୩): ଭିକାରୀ ଘାସି (ଗଣ ପରିଷଦ)
ଆଧାର
[ସମ୍ପାଦନା]- ↑ "Sambalpur Assembly Election 2009, Orissa". empoweringindia.org. Archived from the original on 14 July 2014. Retrieved 28 May 2013.
Constituency: Sambalpur (17) District : Sambalpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013.
7010
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 128-Sambalpur Constituency of ORISSA". eci.nic.in. 2006. Retrieved 28 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf