ସୁକିନ୍ଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୩,୮୪୨
ଜିଲ୍ଲା: ଯାଜପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଯାଜପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ସୁକିନ୍ଦା (କ୍ରମିକ ସଂଖ୍ୟା: ୫୪) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୁକିନ୍ଦା ବ୍ଳକ ଓ ଦାନଗଦି ବ୍ଳକ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କ ଠାରୁ ୪୭୦୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ୨,୪୦୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ସୁକିନ୍ଦା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ୫୮,୭୬୫ ୪୭.୭୧ -
କଂଗ୍ରେସ ଶରତ ରାଉତ ୫୬,୩୬୨ ୪୫.୭୬ -
ଭାଜପା ଦୋଳ ଗୋବିନ୍ଦ ମହନ୍ତ ୨,୪୨୮ ୧.୯୭ -
ବସପା ଗୀତାଞ୍ଜଳି ମହନ୍ତ ୧,୯୫୫ ୧.୫୯ -
ଝାମୁମୋ ସୁଦର୍ଶନ ହଇବୃ ୯୭୩ ୦.୭୯ -
ସ୍ୱାଧୀନ ମାୟାଧର ନାୟକ ୮୨୯ ୦.୬୭ -
ସ୍ୱାଧୀନ ଯଦୁମଣୀ ମହନ୍ତ ୭୫୫ ୦.୬୧ -
ଓଡ଼ିଶା ମୁକ୍ତି ମୋର୍ଚ୍ଚା ଶେଖ ସବାନ ଅଲୀ ୪୩୧ ୦.୩୫ -
ସ୍ଵାଧୀନ ଦିଲ୍ଲିପ କୁମାର ନାୟକ ୪୦୨ ୦.୩୩ -
ସ୍ଵାଧୀନ ଅମୂଲ୍ୟ କୃଷ୍ଣ ଦାସ ୨୭୫ ୦.୨୨ -
ଭୋଟ ବ୍ୟବଧାନ ୨,୪୦୩ ୧.୯୫* -
ମତଦାନ ହାର ୧,୨୩,୧୯୩ ୭୬.୪୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ପ୍ରୀତିରଞ୍ଜନ ଘଡାଇ (ବିଜଦ)
  • ୨୦୦୯: (୫୪): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବିଜଦ)
  • ୨୦୦୪: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବିଜଦ)
  • ୨୦୦୦: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବିଜଦ)
  • ୧୯୯୫: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ଜନତା ଦଳ)
  • ୧୯୯୦: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ଜନତା ଦଳ)
  • ୧୯୮୫: (୨୩): ଶରତ ରାଉତ (କଂଗ୍ରେସ)
  • ୧୯୮୦: (୨୩): ଶରତ ରାଉତ (କଂଗ୍ରେସ-ଇ)
  • ୧୯୭୭: (୨୩): ଆନନ୍ଦ ମଞ୍ଜରୀ ଦେବୀ (ଜନତା)
  • ୧୯୭୪: (୨୩): ସନାତନ ଦେଓ (କଂଗ୍ରେସ)
  • ୧୯୭୧: (୨୨): ସନାତନ ଦେଓ (ଉତ୍କଳ କଂଗ୍ରେସ)
  • ୧୯୬୭: (୨୨): ଅନଙ୍ଗ ମଞ୍ଜରୀ ଦେବୀ (କଂଗ୍ରେସ)
  • ୧୯୬୧: (୧୧୭): ବାଇଧର ସିଂହ (କଂଗ୍ରେସ)
  • ୧୯୫୧: (୬୧): ପୀତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର (ସ୍ବାଧୀନ)

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]