କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୨୨,୦୩୩ |
ଜିଲ୍ଲା: | ପୁରୀ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଜଗତସିଂହପୁର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
କାକଟପୁର (କ୍ରମିକ ସଂଖ୍ୟା: ୧୦୫) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଣାର୍କ(ବି), କାକଟପୁର ବ୍ଳକ, ଅସ୍ତରଙ୍ଗ ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀଙ୍କଠାରୁ ୪୧୩୦୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କଠାରୁ ୧୫,୨୨୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, କାକଟପୁର [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରବି ମଲ୍ଲିକ | ୭୪,୧୧୪ | ୫୨.୫୭ | - | |
କଂଗ୍ରେସ | ବିଶ୍ୱ ଭୂଷଣ ଦାସ | ୫୮,୮୯୩ | ୪୧.୭୭ | - | |
ଭାଜପା | ଇଶ୍ୱର ଚନ୍ଦ୍ର ବେହେରା | ୪,୨୭୩ | ୩.୦୩ | - | |
ସ୍ୱାଧୀନ | ନରେନ୍ଦ୍ର କୁମାର ବେହେରା | ୧,୪୧୧ | ୧.୦ | - | |
ବସପା | ପ୍ରଶାନ୍ତ କୁମାର ରାଉତ | ୭୨୭ | ୦.୫୨ | - | |
ସ୍ୱାଧୀନ | ଦ୍ୱାରିକାନାଥ ଦାଶ | ୬୨୫ | ୦.୪୪ | - | |
ସ୍ୱାଧୀନ | ଭଗବାନ ସେଠୀ | ୪୮୯ | ୦.୩୫ | - | |
ସ୍ୱାଧୀନ | ଲକ୍ଷ୍ମୀଧର କାଣ୍ଡି | ୪୫୯ | ୦.୩୩ | - | |
ଭୋଟ ବ୍ୟବଧାନ | ୧୫,୨୨୧ | ୧୦.୮୦* | - | ||
ମତଦାନ ହାର | ୧,୪୧,୦୬୨ | ୬୫.୬୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ[ସମ୍ପାଦନା]
୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ତୁଷାରକାନ୍ତି ବେହେରା (ବିଜେଡି)
- ୨୦୧୪: ସୁରେନ୍ଦ୍ର ସେଠୀ (ବିଜଦ)
- ୨୦୦୯: (୧୦୫): ରବି ମଲ୍ଲିକ (ବିଜଦ)
- ୨୦୦୪: (୫୪): ସୁରେନ୍ଦ୍ର ନାଥ ନାଏକ (ବିଜଦ)
- ୨୦୦୦: (୫୪): ସୁରେନ୍ଦ୍ର ନାଥ ନାଏକ (ବିଜଦ)
- ୧୯୯୬: (ଉପ): ସୁରେନ୍ଦ୍ର ନାଥ ନାଏକ (ଜନତା ଦଳ)
- ୧୯୯୫: (୫୪): ବୈକୁଣ୍ଠ ନାଥ ସ୍ୱାଇଁ (କଂଗ୍ରେସ)
- ୧୯୯୦: (୫୪): ସୁରେନ୍ଦ୍ର ନାଥ ନାଏକ (ଜନତା ଦଳ)
- ୧୯୮୫: (୫୪): ସୁରେନ୍ଦ୍ର ନାଥ ନାଏକ (ଜନତା ପାର୍ଟି)
- ୧୯୮୦: (୫୪): ବୈକୁଣ୍ଠ ନାଥ ସ୍ୱାଇଁ (କଂଗ୍ରେସ-ଇ)
- ୧୯୭୭: (୫୪): ସୁରେନ୍ଦ୍ର ନାଥ ନାଏକ (ଜନତା ପାର୍ଟି)
- ୧୯୭୪: (୫୪): ବୃନ୍ଦାବନ ପାତ୍ର (କଂଗ୍ରେସ)
- ୧୯୭୧: (୫୦): ସୁରେନ୍ଦ୍ର ନାଥ ନାଏକ (ଉତ୍କଳ କଂଗ୍ରେସ)
- ୧୯୬୭: (୫୦): ଗତିକୃଷ୍ଣ ସ୍ୱାଇଁ (କମ୍ୟୁନିଷ୍ଟ)
- ୧୯୬୧: (୯୪): ଉପେନ୍ଦ୍ର ମହାନ୍ତି (ଜନ କଂଗ୍ରେସ)
- ୧୯୫୭: (୬୬): ମୋହନ ଦାସ (କମ୍ୟୁନିଷ୍ଟ) ଓ ଭାରତ ଦାସ (କମ୍ୟୁନିଷ୍ଟ)
- ୧୯୫୨: ଉପେନ୍ଦ୍ର ମହାନ୍ତି (କଂଗ୍ରେସ)
କାକଟପୁର-ନିମାପଡ଼ା[ସମ୍ପାଦନା]
- ୧୯୫୧: (୮୩): ଉପେନ୍ଦ୍ର ମହାନ୍ତି (କଂଗ୍ରେସ) ଓ ଗୋବିନ୍ଦ ଚନ୍ଦ୍ର ସେଠୀ (କଂଗ୍ରେସ)
ଆଧାର[ସମ୍ପାଦନା]
- ↑ "Kakatpur Assembly Election 2009, Orissa". empoweringindia.org. Retrieved 19 June 2013.
Constituency: Kakatpur (105) District : Puri
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Retrieved 21 April 2013.
15221
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 54-Kakatpur Constituency of ORISSA". eci.nic.in. 2006. Retrieved 19 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf