କାକଟପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ
Jump to navigation Jump to search
କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୨,୦୩୩
ଜିଲ୍ଲା: ପୁରୀ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

କାକଟପୁର (କ୍ରମିକ ସଂଖ୍ୟା: ୧୦୫) ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୋଣାର୍କ(ବି), କାକଟପୁର ବ୍ଳକ, ଅସ୍ତରଙ୍ଗ ବ୍ଳକ ଓ ଗୋପ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁରେନ୍ଦ୍ର ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ସେଠୀଙ୍କ ଠାରୁ ୪୧୩୦୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସଙ୍କଠାରୁ ୧୫,୨୨୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, କାକଟପୁର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ରବି ମଲ୍ଲିକ ୭୪,୧୧୪ ୫୨.୫୭ -
କଂଗ୍ରେସ ବିଶ୍ୱ ଭୂଷଣ ଦାସ ୫୮,୮୯୩ ୪୧.୭୭ -
ଭାଜପା ଇଶ୍ୱର ଚନ୍ଦ୍ର ବେହେରା ୪,୨୭୩ ୩.୦୩ -
ସ୍ୱାଧୀନ ନରେନ୍ଦ୍ର କୁମାର ବେହେରା ୧,୪୧୧ ୧.୦ -
ବସପା ପ୍ରଶାନ୍ତ କୁମାର ରାଉତ ୭୨୭ ୦.୫୨ -
ସ୍ୱାଧୀନ ଦ୍ୱାରିକାନାଥ ଦାଶ ୬୨୫ ୦.୪୪ -
ସ୍ୱାଧୀନ ଭଗବାନ ସେଠୀ ୪୮୯ ୦.୩୫ -
ସ୍ୱାଧୀନ ଲକ୍ଷ୍ମୀଧର କାଣ୍ଡି ୪୫୯ ୦.୩୩ -
ଭୋଟ ବ୍ୟବଧାନ ୧୫,୨୨୧ ୧୦.୮୦* -
ମତଦାନ ହାର ୧,୪୧,୦୬୨ ୬୫.୬୪ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୭ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: [୭][୮][୪]

  • ୨୦୧୪: ସୁରେନ୍ଦ୍ର ସେଠୀ (ବିଜଦ)
  • ୨୦୦୯: (୧୦୫): ରବି ମଲ୍ଲିକ (ବିଜଦ)
  • ୨୦୦୪: (୫୪): ସୁରେନ୍ଦ୍ର ନାଥ ନାୟକ (ବିଜଦ)
  • ୨୦୦୦: (୫୪): ସୁରେନ୍ଦ୍ର ନାଥ ନାୟକ (ବିଜଦ)
  • ୧୯୯୫: (୫୪): ବୈକୁଣ୍ଠ ନାଥ ସ୍ୱାଇଁ (କଂଗ୍ରେସ)
  • ୧୯୯୦: (୫୪): ସୁରେନ୍ଦ୍ର ନାଥ ନାୟକ (ଜନତା ଦଳ)
  • ୧୯୮୫: (୫୪): ସୁରେନ୍ଦ୍ର ନାଥ ନାୟକ (ଜନତା ଦଳ)
  • ୧୯୮୦: (୫୪): ବୈକୁଣ୍ଠ ନାଥ ସ୍ୱାଇଁ (କଂଗ୍ରେସ-ଇ)
  • ୧୯୭୭: (୫୪): ସୁରେନ୍ଦ୍ର ନାଥ ନାୟକ (ଜନତା ପାର୍ଟି)
  • ୧୯୭୪: (୫୪): ବୃନ୍ଦାବନ ଚନ୍ଦ୍ର ପାତ୍ର (କଂଗ୍ରେସ)
  • ୧୯୭୧: (୫୦): ସୁରେନ୍ଦ୍ର ନାଥ ନାୟକ (ଉତ୍କଳ କଂଗ୍ରେସ)
  • ୧୯୬୭: (୫୦): ଗତିକୃଷ୍ଣ ସ୍ୱାଇଁ (କମ୍ୟୁନିଷ୍ଟ)
  • ୧୯୬୧: (୯୪): ଉପେନ୍ଦ୍ର ମହାନ୍ତି (କଂଗ୍ରେସ)
  • ୧୯୫୭: (୬୬): ମୋହନ ଦାସ (କମ୍ୟୁନିଷ୍ଟ) ଓ ଭାରତ ଦାସ (କମ୍ୟୁନିଷ୍ଟ)

କାକଟପୁର-ନିମାପଡ଼ା[ସମ୍ପାଦନା]

  • ୧୯୫୧: (୮୩): ଉପେନ୍ଦ୍ର ମହାନ୍ତି (କଂଗ୍ରେସ) ଓ ଗୋବିନ୍ଦ ଚନ୍ଦ୍ର ସେଠୀ (କଂଗ୍ରେସ)

ଆଧାର[ସମ୍ପାଦନା]

  1. "Kakatpur Assembly Election 2009, Orissa". empoweringindia.org. Retrieved 19 June 2013. Constituency: Kakatpur (105) District : Puri
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Retrieved 21 April 2013. 15221
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 54-Kakatpur Constituency of ORISSA". eci.nic.in. 2006. Retrieved 19 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]