ସୁନ୍ଦରଗଡ଼
ଦେଖଣା
ସୁନ୍ଦରଗଡ଼
Sundergarh, Sundargarh | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ସୁନ୍ଦରଗଡ଼ |
| Elevation | 233 m (764 ft) |
| Population (2011) | |
| • Total | ୪୫,୦୩୬ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
| ଟେଲିଫୋନ କୋଡ଼ | 06622 |
| ଯାନବାହାନ ପଞ୍ଚୀକରଣ | OD-16 |
| Website | http://sundergarh.nic.in/ |
ସୁନ୍ଦରଗଡ଼ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) । ଏହା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୨୦୧୧ ଭାରତୀୟ ଜନଗଣନା ଅନୁସାରେ ସୁନ୍ଦରଗଡ଼ ସହରର ଜନସଂଖ୍ୟା ୪୫,୦୩୬ ।[୧][୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁନ୍ଦରଗଡ଼ ସହରର ମୋଟ ଜନସଂଖ୍ୟା ୨୯୪୩୪ ।[୩] ସେଥି ମଧ୍ୟରୁ ୫୦.୬୮% ଜଣ ପରୁଷ ହୋଇଥିବା ବେଳେ ୪୯.୩୨% ଜଣ ନାରୀ ଅଟନ୍ତି । ସୁନ୍ଦରଗଡ଼ର ସାକ୍ଷରତା ହାର ୬୨.୮୮% । ଏହା ଜାତୀୟ ହାରଠାରୁ ୧.୯୬% ପ୍ରତିଶତ ଅଧିକ । ସେଥିରୁ ୩୫.୯୯% ପ୍ରତିଶତ ପୁରୁଷ ଓ ୨୬.୮୯% ନାରୀ ଅଟନ୍ତି । ୧୩.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ଓଡ଼ିଆ ସୁନ୍ଦରଗଡ଼ର ସରକାରୀ ଭାଷା ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census 2011". The Registrar General & Census Commissioner, India. Retrieved 1 August 2014.
- ↑ "Municipality". National Informatics Centre. Retrieved 26 April 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |