ପଦମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଦେଖଣା
(ପଦ୍ମପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ଲେଉଟି ଆସିଛି)
| ପଦମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ବିଧାୟକ: | ବର୍ଷା ସିଂ ବରିହା (ବିଜେଡ଼ି) |
| ଆରକ୍ଷଣ: | ସାଧାରଣ |
| ମତଦାତା ସଂଖ୍ୟା (୨୦୨୪): | ୨,୬୮,୭୭୪ |
| ଜିଲ୍ଲା: | ବରଗଡ଼ ଜିଲ୍ଲା |
| ଲୋକ ସଭା ଆସନ: | ବରଗଡ଼ |
| ପଞ୍ଚାୟତ ସମିତି: | ୪ |
ପଦମପୁର (କ୍ରମିକ ସଂଖ୍ୟା: ୧) ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ୧୯୫୨ରୁ ୨୦୨୪ ମଧ୍ୟରେ ୨ଟି ଉପ ନିର୍ବାଚନକୁ ମିଶାଇ ମୋଟ ୧୭ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଗତ ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କୁ ୧୦,୯୯୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।[୧]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଦମପୁର, ଝାଡ଼ବନ୍ଧ ବ୍ଳକ, ପାଇକମାଳ ବ୍ଳକ ଓ ରାଜବୋଡ଼ାସମ୍ବର ବ୍ଲକ।
୨୦୨୪ ନିର୍ବାଚନ ଫଳାଫଳ
[ସମ୍ପାଦନା]| ରଙ୍ଗ | ରାଜନୈତିକ ଦଳ | ପ୍ରାର୍ଥୀ | ମୋଟ ଭୋଟ | ଭୋଟ ହାର (%) | ପରିବର୍ତ୍ତନ (%) |
|---|---|---|---|---|---|
| ବିଜୁ ଜନତା ଦଳ | ବର୍ଷା ସିଂ ବରିହା | ୯୧,୯୯୫ | ୪୩.୫୩% | +୨.୨୪% | |
| ଭାରତୀୟ ଜନତା ପାର୍ଟି | ଗୋବର୍ଦ୍ଧନ ଭୋଇ | ୮୧,୦୦୨ | ୩୮.୩୩% | -୦.୧୨% | |
| ଭାରତୀୟ ଜାତୀୟ କଂଗ୍ରେସ | ଟଙ୍କଧର ସାହୁ | ୩୦,୪୫୩ | ୧୪.୪୧% | -୧.୮୪% | |
| ଆମ ଆଦମୀ ପାର୍ଟି | ବାଲ୍ମୀକି ନାଏକ | ୨,୭୪୯ | ୧.୩୦% | — | |
| ନୋଟା | ନୋଟା | ୧,୬୧୭ | ୦.୭୭% | — | |
| ବ୍ୟବଧାନ | ୧୦,୯୯୩ | ୫.୨୦% | — | ||
| ମୋଟ ମତଦାନ | ୨,୧୧,୩୨୦ | ୭୫.୧୨% | -୦.୩୯% | ||
| ଫଳାଫଳ: ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ (ସିଟ୍ ବଜାୟ ରହିଲା) | |||||
ନିର୍ବାଚିତ ବିଧାୟକ
[ସମ୍ପାଦନା]ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ତାଲିକା: [୩]
| ରଙ୍ଗ | ନିର୍ବାଚନ ବର୍ଷ | ନିର୍ବାଚିତ ବିଧାୟକ | ରାଜନୈତିକ ଦଳ
|
|---|---|---|---|
| ୨୦୨୪ | ବର୍ଷା ସିଂହ ବରିହା | ବିଜୁ ଜନତା ଦଳ (ବିଜେଡି) | |
| ୨୦୨୨ (ଉପ) | ବର୍ଷା ସିଂହ ବରିହା | ବିଜୁ ଜନତା ଦଳ (ବିଜେଡି) | |
| ୨୦୧୯ | ବିଜୟ ରଞ୍ଜନ ସିଂହ ବରିହା | ବିଜୁ ଜନତା ଦଳ | |
| ୨୦୧୪ | ପ୍ରଦୀପ ପୁରୋହିତ | ଭାରତୀୟ ଜନତା ପାର୍ଟି | |
| ୨୦୦୯ | ବିଜୟ ରଞ୍ଜନ ସିଂହ ବରିହା | ବିଜୁ ଜନତା ଦଳ | |
| ୨୦୦୪ | ସତ୍ୟଭୂଷଣ ସାହୁ | କଂଗ୍ରେସ | |
| ୨୦୦୦ | ବିଜୟ ରଞ୍ଜନ ସିଂହ ବରିହା | ବିଜୁ ଜନତା ଦଳ | |
| ୧୧୯୯୫ | ବିଜୟ ରଞ୍ଜନ ସିଂହ ବରିହା | ଜନତା ଦଳ | |
| ୧୯୯୦ | ବିଜୟ ରଞ୍ଜନ ସିଂହ ବରିହା | ଜନତା ଦଳ | |
| ୧୯୮୫ | ସତ୍ୟଭୂଷଣ ସାହୁ | କଂଗ୍ରେସ | |
| ୧୯୮୦ | ସତ୍ୟଭୂଷଣ ସାହୁ | କଂଗ୍ରେସ | |
| ୧୯୭୭ | ବୀର ବିକ୍ରମାଦିତ୍ୟ ସିଂହ ବରିହା | ଜନତା | |
| ୧୯୭୪ | କୃପାସିନ୍ଧୁ ଭୋଇ | କଂଗ୍ରେସ | |
| ୧୯୭୧ | କୃପାସିନ୍ଧୁ ଭୋଇ | କଂଗ୍ରେସ | |
| ୧୯୬୭ | ବୀର ବିକ୍ରମାଦିତ୍ୟ ସିଂହ ବରିହା | ଜନ କଂଗ୍ରେସ | |
| ୧୯୬୧ | ବୀର ବିକ୍ରମାଦିତ୍ୟ ସିଂହ ବରିହା | କଂଗ୍ରେସ | |
| ୧୯୫୭ | ବୀର ବିକ୍ରମାଦିତ୍ୟ ସିଂହ ବରିହା | କଂଗ୍ରେସ | |
| ଏଲ.ଏମ.ଏସ. ବରିହା | ଗଣ ପରିଷଦ | ||
| ୧୯୫୨ | ଅନିରୁଦ୍ଧ ମିଶ୍ର | ସ୍ୱାଧୀନ | |
| ଲାଲ ରଞ୍ଜିତ ସିଂହ ବରିହା | କଂଗ୍ରେସ |