ଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୩୩,୬୯୬
ଜିଲ୍ଲା: ଢେଙ୍କାନାଳ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଢେଙ୍କାନାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଢେଙ୍କାନାଳ (କ୍ରମିକ ସଂଖ୍ୟା: ୫୫) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଢେଙ୍କାନାଳ (ପୌ), ଗଁଦିଆ ବ୍ଳକ ଓ ଢେଙ୍କାନାଳ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସରୋଜ କୁମାର ସାମଲ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୩୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ନବୀନ ନନ୍ଦ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲଙ୍କଠାରୁ ୬,୯୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ଢେଙ୍କାନାଳ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ରାକପା ନବୀନ ନନ୍ଦ ୫୧,୧୧୮ ୩୫.୨୮ -
କଂଗ୍ରେସ ସୁଧିର କୁମାର ସାମଲ ୪୪,୧୮୫ ୩୦.୫୦ -
ଭାଜପା କୃଷ୍ଣ ଚନ୍ଦ୍ର ପାତ୍ର ୪୧,୦୩୨ ୨୮.୩୨ -
ସମୃଦ୍ଧ ଓଡ଼ିଶା ଅନୁପମା ବରାଳ ୧,୯୩୬ ୧.୩୪ -
ବସପା ନିରୋଜ ନଳିନୀ ମହାଳିକ ୧,୮୧୫ ୧.୨୫ -
ଆରପିଆଇ ଶେଖ ଅବଦୁଲ ୱାଲି ୧,୨୦୩ ୦.୮୩ -
କଳିଙ୍ଗ ସେନା ଚକ୍ରଧର ନାୟକ ୯୪୬ ୦.୬୫ -
ସ୍ୱାଧୀନ ମଧୁସୂଦନ ନାଏକ ୯୪୫ ୦.୬୫ -
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଉତ୍କଳ ଖଟୁଆ ୮୭୧ ୦.୬୦ -
ସ୍ୱାଧୀନ ବନ ମହାରଣା ୮୩୭ ୦.୫୮ -
ଭୋଟ ବ୍ୟବଧାନ ୬,୯୩୩ ୪.୭୯* -
ମତଦାନ ହାର ୧,୪୪,୯୧୪ ୬୪.୫୮ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Dhenkanal Assembly Election 2009, Orissa". empoweringindia.org. Retrieved 9 June 2013. Constituency: Dhenkanal (55) District : Dhenkanal
  2. Assembly Constituencies and their EXtent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 6933
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 118-Dhenkanal Constituency of ORISSA". eci.nic.in. 2006. Retrieved 9 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]