ଢେଙ୍କାନାଳ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ଢେଙ୍କାନାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୩୩,୬୯୬ |
ଜିଲ୍ଲା: | ଢେଙ୍କାନାଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଢେଙ୍କାନାଳ (କ୍ରମିକ ସଂଖ୍ୟା: ୫୫) ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଢେଙ୍କାନାଳ (ପୌ), ଗଁଦିଆ ବ୍ଳକ ଓ ଢେଙ୍କାନାଳ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସରୋଜ କୁମାର ସାମଲ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୩୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ପ୍ରାର୍ଥୀ ନବୀନ ନନ୍ଦ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲଙ୍କଠାରୁ ୬,୯୩୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଢେଙ୍କାନାଳ [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ରାକପା | ନବୀନ ନନ୍ଦ | ୫୧,୧୧୮ | ୩୫.୨୮ | - | |
କଂଗ୍ରେସ | ସୁଧିର କୁମାର ସାମଲ | ୪୪,୧୮୫ | ୩୦.୫୦ | - | |
ଭାଜପା | କୃଷ୍ଣ ଚନ୍ଦ୍ର ପାତ୍ର | ୪୧,୦୩୨ | ୨୮.୩୨ | - | |
ସମୃଦ୍ଧ ଓଡ଼ିଶା | ଅନୁପମା ବରାଳ | ୧,୯୩୬ | ୧.୩୪ | - | |
ବସପା | ନିରୋଜ ନଳିନୀ ମହାଳିକ | ୧,୮୧୫ | ୧.୨୫ | - | |
ଆରପିଆଇ | ଶେଖ ଅବଦୁଲ ୱାଲି | ୧,୨୦୩ | ୦.୮୩ | - | |
କଳିଙ୍ଗ ସେନା | ଚକ୍ରଧର ନାୟକ | ୯୪୬ | ୦.୬୫ | - | |
ସ୍ୱାଧୀନ | ମଧୁସୂଦନ ନାଏକ | ୯୪୫ | ୦.୬୫ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ଉତ୍କଳ ଖଟୁଆ | ୮୭୧ | ୦.୬୦ | - | |
ସ୍ୱାଧୀନ | ବନ ମହାରଣା | ୮୩୭ | ୦.୫୮ | - | |
ଭୋଟ ବ୍ୟବଧାନ | ୬,୯୩୩ | ୪.୭୯* | - | ||
ମତଦାନ ହାର | ୧,୪୪,୯୧୪ | ୬୪.୫୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୯: ସୁଧୀର କୁମାର ସାମଲ (ବିଜଦ)
- ୨୦୧୪: ସରୋଜ କୁମାର ସାମଲ (ବିଜଦ)
- ୨୦୦୯: (୫୫): ନବୀନ ନନ୍ଦ (ରାକପା)
- ୨୦୦୪: (୧୧୮): ସୁଧିର କୁମାର ସାମଲ (କଂଗ୍ରେସ)
- ୨୦୦୦: (୧୧୮): କୃଷ୍ଣ ଚନ୍ଦ୍ର ପାତ୍ର (ଭାଜପା)
- ୧୯୯୫: (୧୧୮): ନବୀନ ଚନ୍ଦ୍ର ନାରାୟଣ ଦାସ (କଂଗ୍ରେସ)
- ୧୯୯୦: (୧୧୮): ତଥାଗତ ଶତପଥୀ (ଜନତା ଦଳ)
- ୧୯୮୫: (୧୧୮): ନନ୍ଦିନୀ ଶତପଥୀ (ସ୍ୱାଧୀନ)
- ୧୯୮୦: (୧୧୮): ନନ୍ଦିନୀ ଶତପଥୀ (କଂଗ୍ରେସ-ଉ)
- ୧୯୭୭: (୧୧୮): ନନ୍ଦିନୀ ଶତପଥୀ (ଜନତା)
- ୧୯୭୪: (୧୧୮): ନନ୍ଦିନୀ ଶତପଥୀ (କଂଗ୍ରେସ)
- ୧୯୭୧: (୧୩୬): ସୁରେନ୍ଦ୍ର ମୋହନ ପଟ୍ଟନାୟକ (ଜନ କଂଗ୍ରେସ)
- ୧୯୬୭: (୧୩୬): ରତ୍ନପ୍ରଭା ଦେବୀ (ସ୍ୱତନ୍ତ୍ର)
- ୧୯୬୧: (୭୬): ରତ୍ନପ୍ରଭା ଦେବୀ (ଗଣ ପରିଷଦ)
- ୧୯୫୭: (୫୨): କାଳିଆ ଦେହୁରୀ (ଗଣ ପରିଷଦ) ଓ ଶଙ୍କର ପ୍ରତାପ ସିଂହ ଦେଓ (ଗଣ ପରିଷଦ)
- ୧୯୫୧: (୧୭): ମଦନ ଦେହୁରୀ (କମ୍ୟୁନିଷ୍ଟ) ଓ ବୈଷ୍ଣବ ଚରଣ ପଟ୍ଟନାୟକ (କମ୍ୟୁନିଷ୍ଟ)
ଆଧାର
[ସମ୍ପାଦନା]- ↑ "Dhenkanal Assembly Election 2009, Orissa". empoweringindia.org. Archived from the original on 3 March 2014. Retrieved 9 June 2013.
Constituency: Dhenkanal (55) District : Dhenkanal
- ↑ Assembly Constituencies and their EXtent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
6933
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 118-Dhenkanal Constituency of ORISSA". eci.nic.in. 2006. Retrieved 9 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf