ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା
ଦେଖଣା
(ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକାରୁ ଲେଉଟି ଆସିଛି)
ପ୍ରଧାନମନ୍ତ୍ରୀଗଣ (୧୯୩୭-୧୯୪୭)
[ସମ୍ପାଦନା]କ୍ରମିକ ସଂଖ୍ୟା | ନାମ | ଛବି | କାର୍ଯ୍ୟ ଆରମ୍ଭ | କାର୍ଯ୍ୟ ଶେଷ | ଦଳ | କାର୍ଯ୍ୟ କରିଥିବା ଦିନ | ବିଧାନ ସଭା |
---|---|---|---|---|---|---|---|
୧ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ | ![]() |
୧ ଅପ୍ରେଲ ୧୯୩୭ | ୧୯ ଜୁଲାଇ ୧୯୩୭ | ସ୍ୱାଧୀନ | ୧୦୯ ଦିନ | ସ୍ୱାଧୀନତା ପୂର୍ବର ୧ମ ବିଧାନ ସଭା
(୧୯୩୭-୧୯୪୫) |
୨ | ବିଶ୍ୱନାଥ ଦାସ | ![]() |
୧୯ ଜୁଲାଇ ୧୯୩୭ | ୬ ନଭେମ୍ବର ୧୯୩୯ | ଭାରତୀୟ ଜାତୀୟ କଂଗ୍ରେସ | ୨ ବର୍ଷ, ୧୦୮ ଦିନ | |
(୧) | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ | ![]() |
୨୪ ନଭେମ୍ବର ୧୯୪୧ | ୩୦ ଜୁନ ୧୯୪୪ | ସ୍ୱାଧୀନ | ୨ ବର୍ଷ, ୨୧୩ ଦିନ | |
୩ | ହରେକୃଷ୍ଣ ମହତାବ | ![]() |
୨୩ ଅପ୍ରେଲ ୧୯୪୬ | ୧୫ ଅଗଷ୍ଟ ୧୯୪୭ | ଭାରତୀୟ ଜାତୀୟ କଂଗ୍ରେସ | ୧ ବର୍ଷ, ୧୧୪ ଦିନ | ସ୍ୱାଧୀନତା ପୂର୍ବର ୨ୟ ବିଧାନ ସଭା
(୧୯୪୬-୧୯୫୨) |
ମୁଖ୍ୟମନ୍ତ୍ରୀଗଣ (୧୯୪୭-ବର୍ତ୍ତମାନ)
[ସମ୍ପାଦନା]କ୍ରମିକ ସଂଖ୍ୟା | ଛବି | ନାମ | ନିର୍ବାଚନ ମଣ୍ଡଳୀ | କାର୍ଯ୍ୟ ଆରମ୍ଭ | କାର୍ଯ୍ୟ ଶେଷ | କାର୍ଯ୍ୟ କରିଥିବା ଦିନ | ବିଧାନ ସଭା | ଦଳ | |
---|---|---|---|---|---|---|---|---|---|
୧ | ![]() |
ହରେକୃଷ୍ଣ ମହତାବ | ପୂର୍ବ ଭଦ୍ରକ | ୧୫ ଅଗଷ୍ଟ ୧୯୪୭ | ୧୨ ମଇ ୧୯୫୦ | ୨ ବର୍ଷ ୨୭୦ ଦିନ | ସ୍ୱାଧୀନତା ପୂର୍ବର ୨ୟ ବିଧାନ ସଭା
(୧୯୪୬-୧୯୫୨) |
ଭାରତୀୟ ଜାତୀୟ କଂଗ୍ରେସ | |
୨ | ![]() |
ନବକୃଷ୍ଣ ଚୌଧୁରୀ | ବଡ଼ଚଣା | ୧୨ ମଇ ୧୯୫୦ | ୨୦ ଫେବୃଆରୀ ୧୯୫୨ | ୬ ବର୍ଷ ୧୬୦ ଦିନ | |||
୨୦ ଫେବୃଆରୀ ୧୯୫୨ | ୧୯ ଅକ୍ଟୋବର ୧୯୫୬ | ୧ମ ଓଡ଼ିଶା ବିଧାନ ସଭା
(୧୯୫୨-୧୯୫୭) | |||||||
(୧) | ![]() |
ହରେକୃଷ୍ଣ ମହତାବ | ସୋର | ୧୯ ଅକ୍ଟୋବର ୧୯୫୬ | ୬ ଅପ୍ରେଲ ୧୯୫୭ | ୪ ବର୍ଷ ୧୨୯ ଦିନ | |||
୬ ଅପ୍ରେଲ ୧୯୫୭ | ୨୫ ଫେବୃଆରୀ ୧୯୬୧ | ୨ୟ ଓଡ଼ିଶା ବିଧାନ ସଭା
(୧୯୫୭-୧୯୬୧) | |||||||
– | ![]() |
ରାଷ୍ଟ୍ରପତି ଶାସନ | – | ୨୫ ଫେବୃଆରୀ ୧୯୬୧ | ୨୩ ଜୁନ ୧୯୬୧ | ୧୧୮ ଦିନ | – | ||
୩ | ![]() |
ବିଜୁ ପଟ୍ଟନାୟକ | ଚୌଦ୍ୱାର | ୨୩ ଜୁନ ୧୯୬୧ | ୨ ଅକ୍ଟୋବର ୧୯୬୩ | ୨ ବର୍ଷ ୧୦୦ ଦିନ | ୩ୟ ଓଡ଼ିଶା ବିଧାନ ସଭା
(୧୯୬୧-୧୯୬୭) |
ଭାରତୀୟ ଜାତୀୟ କଂଗ୍ରେସ | |
୪ | ![]() |
ବୀରେନ ମିତ୍ର | କଟକ ସଦର | ୨ ଅକ୍ଟୋବର ୧୯୬୩ | ୨୧ ଫେବୃଆରି ୧୯୬୫ | ୧ ବର୍ଷ ୧୪୨ ଦିନ | |||
୫ | ![]() |
ସଦାଶିବ ତ୍ରିପାଠୀ | ଉମରକୋଟ | ୨୧ ଫେବୃଆରି ୧୯୬୫ | ୮ ମାର୍ଚ୍ଚ ୧୯୬୭ | ୨ ବର୍ଷ ୧୫ ଦିନ | |||
୬ | ![]() |
ରାଜେନ୍ଦ୍ର ନାରାୟଣ ସିଂହଦେଓ | ବଲାଙ୍ଗୀର | ୮ ମାର୍ଚ୍ଚ ୧୯୬୭ | ୯ ଜାନୁଆରୀ ୧୯୭୧ | ୩ ବର୍ଷ ୩୦୭ ଦିନ | ୪ର୍ଥ ଓଡ଼ିଶା ବିଧାନ ସଭା
(୧୯୬୭-୧୯୭୧) |
ସ୍ୱତନ୍ତ୍ର ପାର୍ଟି | |
– | ![]() |
ରାଷ୍ଟ୍ରପତି ଶାସନ | – | ୧୧ ଜାନୁଆରୀ ୧୯୭୧ | ୩ ଅପ୍ରେଲ ୧୯୭୧ | ୮୩ ଦିନ | – | ||
୭ | ![]() |
ବିଶ୍ୱନାଥ ଦାସ | ରାଉରକେଲା | ୩ ଅପ୍ରେଲ ୧୯୭୧ | ୧୪ ଜୁନ ୧୯୭୨ | ୧ ବର୍ଷ ୭୨ ଦିନ | ୫ମ ଓଡ଼ିଶା ବିଧାନ ସଭା
(୧୯୭୧-୧୯୭୩) |
ସ୍ୱାଧୀନ | |
୮ | ![]() |
ନନ୍ଦିନୀ ଶତପଥୀ | କଟକ | ୧୪ ଜୁନ ୧୯୭୨ | ୩ ମାର୍ଚ୍ଚ ୧୯୭୩ | ୨୭୨ ଦିନ | ଭାରତୀୟ ଜାତୀୟ କଂଗ୍ରେସ | ||
– | ![]() |
ରାଷ୍ଟ୍ରପତି ଶାସନ | – | ୩ ମାର୍ଚ୍ଚ ୧୯୭୩ | ୬ ମାର୍ଚ୍ଚ ୧୯୭୪ | ୩୬୮ ଦିନ | – | ||
(୮) | ![]() |
ନନ୍ଦିନୀ ଶତପଥୀ | ଢେଙ୍କାନାଳ | ୬ ମାର୍ଚ୍ଚ ୧୯୭୪ | ୧୬ ଡିସେମ୍ବର ୧୯୭୬ | ୨ ବର୍ଷ ୨୮୫ ଦିନ | ୬ଷ୍ଠ ଓଡ଼ିଶା ବିଧାନ ସଭା
(୧୯୭୪-୧୯୭୭) |
ଭାରତୀୟ ଜାତୀୟ କଂଗ୍ରେସ | |
– | ![]() |
ରାଷ୍ଟ୍ରପତି ଶାସନ | – | ୧୬ ଡିସେମ୍ବର ୧୯୭୬ | ୨୯ ଡିସେମ୍ବର ୧୯୭୬ | ୧୩ ଦିନ | – | ||
୯ | ![]() |
ବିନାୟକ ଆଚାର୍ଯ୍ୟ | ବ୍ରହ୍ମପୁର | ୨୯ ଡିସେମ୍ବର ୧୯୭୬ | ୩୦ ଅପ୍ରେଲ ୧୯୭୭ | ୧ ବର୍ଷ ୧୨୩ ଦିନ | ଭାରତୀୟ ଜାତୀୟ କଂଗ୍ରେସ | ||
– | ![]() |
ରାଷ୍ଟ୍ରପତି ଶାସନ | – | ୩୦ ଅପ୍ରେଲ ୧୯୭୭ | ୨୬ ଜୁନ ୧୯୭୭ | ୫୭ ଦିନ | – | ||
୧୦ | ![]() |
ନୀଳମଣି ରାଉତରାୟ | ବାସୁଦେବପୁର | ୨୬ ଜୁନ ୧୯୭୭ | ୧୭ ଫେବୃଆରି ୧୯୮୦ | ୨ ବର୍ଷ ୨୩୫ ଦିନ | ୭ମ ଓଡ଼ିଶା ବିଧାନ ସଭା
(୧୯୭୭-୧୯୮୦) |
ଜନତା ପାର୍ଟି | |
– | ![]() |
ରାଷ୍ଟ୍ରପତି ଶାସନ | – | ୧୭ ଫେବୃଆରି ୧୯୮୦ | ୯ ଜୁନ ୧୯୮୦ | ୧୧୩ ଦିନ | – | ||
୧୧ | ![]() |
ଜାନକୀ ବଲ୍ଲଭ ପଟ୍ଟନାୟକ | ଆଠଗଡ଼ | ୯ ଜୁନ ୧୯୮୦ | ୧୦ ମାର୍ଚ୍ଚ ୧୯୮୫ | ୯ ବର୍ଷ ୧୮୨ ଦିନ | ୮ମ ଓଡ଼ିଶା ବିଧାନ ସଭା
(୧୯୮୦-୧୯୮୫) |
ଭାରତୀୟ ଜାତୀୟ କଂଗ୍ରେସ | |
୧୦ ମାର୍ଚ୍ଚ ୧୯୮୫ | ୭ ଡିସେମ୍ବର ୧୯୮୯ | ୯ମ ଓଡ଼ିଶା ବିଧାନ ସଭା
(୧୯୮୫-୧୯୯୦) | |||||||
୧୨ | ![]() |
ହେମାନନ୍ଦ ବିଶ୍ୱାଳ | ଲଇକେରା | ୭ ଡିସେମ୍ବର ୧୯୮୯ | ୫ ମାର୍ଚ୍ଚ ୧୯୯୦ | ୮୯ ଦିନ | |||
(୩) | ![]() |
ବିଜୁ ପଟ୍ଟନାୟକ | ଭୁବନେଶ୍ୱର | ୫ ମାର୍ଚ୍ଚ ୧୯୯୦ | ୧୫ ମାର୍ଚ୍ଚ ୧୯୯୫ | ୫ ବର୍ଷ ୧୦ ଦିନ | ୧୦ମ ଓଡ଼ିଶା ବିଧାନ ସଭା
(୧୯୯୦-୧୯୯୫) |
ଜନତା ଦଳ | |
(୧୧) | ![]() |
ଜାନକୀ ବଲ୍ଲଭ ପଟ୍ଟନାୟକ | ବେଗୁନିଆ | ୧୫ ମାର୍ଚ୍ଚ ୧୯୯୫ | ୧୭ ଫେବୃଆରୀ ୧୯୯୯ | ୩ ବର୍ଷ ୩୩୯ ଦିନ | ୧୧ଶ ଓଡ଼ିଶା ବିଧାନ ସଭା
(୧୯୯୫-୨୦୦୦) |
ଭାରତୀୟ ଜାତୀୟ କଂଗ୍ରେସ | |
୧୩ | ![]() |
ଗିରିଧର ଗମାଙ୍ଗ | ଲକ୍ଷ୍ମୀପୁର | ୧୭ ଫେବୃଆରୀ ୧୯୯୯ | ୬ ଡିସେମ୍ବର ୧୯୯୯ | ୩୦୩ ଦିନ | |||
(୧୨) | ![]() |
ହେମାନନ୍ଦ ବିଶ୍ୱାଳ | ଲାଇକେରା | ୬ ଡିସେମ୍ବର ୧୯୯୯ | ୫ ମାର୍ଚ୍ଚ ୨୦୦୦ | ୮୮ ଦିନ | |||
୧୪ | ![]() |
ନବୀନ ପଟ୍ଟନାୟକ | ହିଞ୍ଜିଳି | ୫ ମାର୍ଚ୍ଚ ୨୦୦୦ | ୧୬ ମଇ ୨୦୦୪ | ୨୪ ବର୍ଷ ୯୯ ଦିନ | ୧୨ଶ ଓଡ଼ିଶା ବିଧାନ ସଭା
(୨୦୦୦-୨୦୦୪) |
ବିଜୁ ଜନତା ଦଳ | |
୧୬ ମଇ ୨୦୦୪ | ୨୧ ମଇ ୨୦୦୯ | ୧୩ଶ ଓଡ଼ିଶା ବିଧାନ ସଭା
(୨୦୦୪-୨୦୦୯) | |||||||
୨୧ ମଇ ୨୦୦୯ | ୨୧ ମଇ ୨୦୧୪ | ୧୪ଶ ଓଡ଼ିଶା ବିଧାନ ସଭା
(୨୦୦୯-୨୦୧୪) | |||||||
୨୧ ମଇ ୨୦୧୪ | ୨୯ ମଇ ୨୦୧୯ | ୧୫ଶ ଓଡ଼ିଶା ବିଧାନ ସଭା
(୨୦୧୪-୨୦୧୯) | |||||||
୨୯ ମଇ ୨୦୧୯ | ୧୧ ଜୁନ ୨୦୨୪ | ୧୬ଶ ଓଡ଼ିଶା ବିଧାନ ସଭା
(୨୦୧୯-୨୦୨୪) | |||||||
୧୫ | ![]() |
ଶ୍ରୀ ମୋହନ ଚରଣ ମାଝୀ | କେନ୍ଦୁଝର (ସଂ) | ୧୨ ଜୁନ ୨୦୨୪ | ଏବେଯାଏଁ | ୧୯ ଦିନ | ୧୭ଶ ଓଡ଼ିଶା ବିଧାନ ସଭା | ଭାରତୀୟ ଜନତା ପାର୍ଟି |