ରାଜନଗର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୨,୨୦,୧୫୬
ଜିଲ୍ଲା: କେନ୍ଦ୍ରାପଡ଼ା
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦ୍ରାପଡ଼ା
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ରାଜନଗର (କ୍ରମିକ ସଂଖ୍ୟା: ୯୯) କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପଟ୍ଟାମୁଣ୍ଡାଇ (ବି), ରାଜନଗର ବ୍ଳକ ଓ ପଟ୍ଟାମୁଣ୍ଡାଇ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ଧ୍ରୁବଚରଣ ସାହୁଙ୍କଠାରୁ ୫୪୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଲେଖ କୁମାର ଜେନା, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନଳିନୀ କାନ୍ତ ମହାନ୍ତିଙ୍କଠାରୁ ୪,୩୩୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ରାଜନଗର [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଅଲେଖ କୁମାର ଜେନା ୬୩,୬୮୩ ୪୮.୧୫ -
କଂଗ୍ରେସ ନଳିନୀ କାନ୍ତ ମହାନ୍ତି ୫୯,୩୪୮ ୪୪.୮୭ -
ଭାଜପା ବିଜୟ କେତନ ସ୍ୱାଇଁ ୬,୬୬୧ ୫.୦୪ -
ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି ପ୍ରେମାନନ୍ଦ ଖିଲାର ୬୪୯ ୦.୪୯ -
ସ୍ୱାଧୀନ ଅଜିତ କୁମାର ନାୟକ ୫୪୪ ୦.୪୧ -
ବସପା ମଞ୍ଜୁଲତା ଦାସ ୫୨୨ ୦.୩୯ -
ସିପିଆଇ(ମାଲେ) ଲିବରେସନ ରାମଚନ୍ଦ୍ର ପାତ୍ର ୪୩୪ ୦.୩୩ -
ସମୃଦ୍ଧ ଓଡ଼ିଶା ମଞ୍ଜୁଲତା ରଥ ୪୧୪ ୦.୩୧ -
ଭୋଟ ବ୍ୟବଧାନ ୪,୩୩୫ ୩.୨୮* -
ମତଦାନ ହାର ୧,୩୨,୨୭୫ ୬୮.୭୦ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Rajanagar Assembly Election 2009, Orissa". empoweringindia.org. Retrieved 17 June 2013. Constituency: Rajanagar (99) District : Kendrapara
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 4335
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 32-Rajnagar Constituency of ORISSA". eci.nic.in. 2006. Retrieved 17 June 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf

ବାହାର ତଥ୍ୟ[ସମ୍ପାଦନା]